ETV Bharat / sitara

ତେଲୁଗୁ ‘ଜର୍ସି’କୁ ଜାତୀୟ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ଶାହିଦ

author img

By

Published : Mar 23, 2021, 2:56 PM IST

ଏବର୍ଷ ଅଗଷ୍ଟରେ ଆସିବ ଶାହିଦଙ୍କ ଅଭିନୀତ ଫିଲ୍ମ ‘ଜର୍ସି’ । ଯାହା ତେଲୁଗୁ ଫିଲ୍ମର ରିମେକ । ଏବେ ତେଲୁଗୁ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ଶାହିଦ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଦୁଇଟି ତେଲୁଗୁ ଫିଚର୍ ଫିଲ୍ମ ‘ଜର୍ସି’ ଓ ‘ମହର୍ଷି’କୁ 67ତମ ଜାତୀୟ ପୁରସ୍କାରରେ ପୁରସ୍କୃତ କରାଯାଇଛି । ଯାହାକୁ ନେଇ ଖୁସି ବି-ଟାଉନର କ୍ୟୁଟ ଆକ୍ଟର ଶାହିଦ କପୁର । ସେ ସାଉଥ ଷ୍ଟାର ନାନିଙ୍କ ଅଭିନୀତ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକରେ ନଜର ଆସିବେ । ଆଉ ଫିଲ୍ମ ପୁରସ୍କାର ଜିତିବା ଅବସରରେ ନାନିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେ ଇନଷ୍ଟାଗ୍ରାମରେ ‘ଜର୍ସି’ ଫିଲ୍ମରୁ ଏକ ପୋଷ୍ଟର ସେୟାର କରି ଲେଖିଛନ୍ତି, ‘ପୁରା ଟିମକୁ ଅଶେଷ ଅଶେଷ ଅଭିନନ୍ଦନ । ପ୍ରେସର ବଢାଇବା ପାଇଁ ଧନ୍ୟବାଦ ।’

ଯଦି ‘ଜର୍ସି’ ରିମେକ ବିଷୟରେ କଥା ହେବା ତାହାଲେ ଫିଲ୍ମରେ ନିର୍ଦ୍ଦେଶନା କରୁଛନ୍ତି ଗୌତମ ଟିନ୍ନାଉରୀ । ଯିଏ ତେଲୁଗୁ ଜର୍ସିରେ ନିର୍ଦ୍ଦେଶନା ଦେଇଥିଲେ । ଏବର୍ଷ ଦୀପାବଳି ଅବସରରେ ରିଲିଜ ହେବ ଶାହିଦଙ୍କ ଏହି ଫିଲ୍ମ । ଅଗଷ୍ଟ 28ରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ । ସେହିପରି ଶାହିଦଙ୍କ ସହ ଫିଲ୍ମରେ ‘ସୁପର 30’ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.