ETV Bharat / sitara

ଶାହିଦ-ମୀରାଙ୍କ ରୋମାଣ୍ଟିକ ହୋଲି, ଭାଇରାଲ ହେଲା କିସ୍ ଭିଡିଓ

author img

By

Published : Mar 30, 2021, 2:08 PM IST

ପରିବାର ସହ ସୋମବାର ହୋଲି ସେଲିବ୍ରେଶନ କରିଥିଲେ ଶାହିଦ । ଭିଡିଓ ସେୟାର କରି ଖୁସି ଜଣାଇଲେ ମୀରା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର

ମୁମ୍ବାଇ: ହୋଲି ଉତ୍ସବକୁ ପ୍ରେମର ପର୍ବ ମଧ୍ୟ କୁହାଯାଏ । ତେବେ ଏଥିରୁ ନିଜକୁ କିପରି ଦୂରେଇ ରଖିଥାଆନ୍ତେ ବଲିଉଡର ଫେମସ ରୋମାଣ୍ଟିକ କପଲ ଶାହିଦ କପୁର ଓ ମୀରା ରାଜପୁତ । ଖୁବ୍ ଧୁମଧାମରେ ହୋଲି ସେଲିବ୍ରେଶନ କରିଛନ୍ତି ଏହି ଯୋଡି । ଭାଇରାଲ ହେଉଛି ଦୁଇଜଣଙ୍କ ରୋମାଣ୍ଟିକ ଭିଡିଓ। ଯେଉଁଥିରେ ପୁଣିଥରେ ଦେଖିବାକୁ ମିଳୁଛି ଶାହିଦ ଓ ମୀରାଙ୍କ କେମେଷ୍ଟ୍ରି ।

ଏହି ଭିଡିଓ ସେୟାର କରି ମୀରା କ୍ୟାପସନରେ ଲେଖିଛନ୍ତି, ‘ହୋଲିର ଶୁଭେଚ୍ଛା । ଏଥର ମତେ ପ୍ରକୃତ ଏସକେ ମିଳିଛନ୍ତି ।’ ବର୍ତ୍ତମାନ ଭାଇରାଲ ହେଉଥିବା ଏହି ଜିଆଇଏଫ ଭିଡିଓରେ ଦେଖିବାକୁ ମିଳୁଛି ମୀରାଙ୍କୁ କିସ୍ କରୁଥିବାର ନଜର ଆସୁଛନ୍ତି ଶାହିଦ ।

ସେପଟେ ଶାହିଦ ମଧ୍ୟ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ହୋଲିର ଶୁଭେଚ୍ଛା ଓ ଶୁଭକାମନା ।’ ଯାହା ଉପରେ ତାଙ୍କ ତଥା ଅଭିନେତା ଇଶାନ ଖଟ୍ଟର କମେଣ୍ଟ କରିଛନ୍ତି ।

ଯଦି ଶାହିଦଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା କାହାଲେ ସେ ଖୁବଶୀଘ୍ର ତେଲୁଗୁ ସୁପରହିଟ୍ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକରେ ନଜର ଆସିବେ । ସ୍ପୋର୍ଟ୍ସ ଡ୍ରାମା କାହାଣୀକୁ ନେଇ ଆଧାରିତ ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.