ETV Bharat / sitara

ମାୟାବତୀଙ୍କ ବିରୁଦ୍ଧରେ ବିବାଦୀୟ ବୟାନ ଦେଇ ହଟହଟା ରଣଦୀପ

author img

By

Published : May 28, 2021, 4:11 PM IST

ଭାଇରାଲ ହେଉଛି ରଣଦୀପ ହୁଡ୍ଡାଙ୍କ ପୁରୁଣା ଭିଡିଓ । ଯେଉଁଥିରେ ସେ ଜାତିଭିତ୍ତିକ ବୟାନ ଦେଇ ମାୟାବତୀଙ୍କୁ ଟିପ୍ପଣୀ କରିଥିଲେ। ଏବେ ହେଉଛନ୍ତି ସମାଲୋଚନାର ଶିକାର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣଦୀପ ହୁଡ୍ଡା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣଦୀପ ହୁଡ୍ଡା

ମୁମ୍ବାଇ: ସୋସିଆଲ ମିଡିଆରେ ଅଭିନେତା ରଣଦୀପ ହୁଡ୍ଡାଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି କ୍ଲିପ୍‌ରେ ରଣଦୀପ ବହୁଜନ ସମାଜ ପାର୍ଟି (ବିଏସପି) ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଜଣେ ଯୌନବାଦୀ ତଥା ଜାତିଆଣ ମନ୍ତବ୍ୟ ଦେଉଥିବାର ନଜର ଆସିଛନ୍ତି। ଏହି କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହୁଡ୍ଡାଙ୍କୁ ସମାଲୋଚନା କରୁଛନ୍ତି ଅନେକ ଲୋକ।

  • if this does not explain how casteist and sexist this society is, especially towards dalit women, i don’t know what will. the “joke”, the audacity, the crowd. randeep hooda, top bollywood actor talking about a dalit woman, who has been the voice of the oppressed. pic.twitter.com/lVxTJKnj53

    — Agatha Srishtie 🌸 please DM with SOS tweets (@SrishtyRanjan) May 25, 2021 " class="align-text-top noRightClick twitterSection" data=" ">

ମାୟାବତୀଙ୍କ ବିଷୟରେ ଏହି ଲଜ୍ଜାଜନକ ଟିପ୍ପଣୀ ପାଇଁ ବଲିଉଡ ଅଭିନେତା ସୋସିଆଲ ମିଡିଆରେ ଅନେକ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଟ୍ରୋଲର୍ସ ତାଙ୍କ ଆଚରଣକୁ ଜାତିବାଦ ଭିତ୍ତିକ କହି କ୍ଷମା ମାଗିବାକୁ ମଧ୍ୟ ଦାବି କରିଛନ୍ତି।

ଭିଡିଓ ସେୟାର କରି ଜଣେ ୟୁଜର୍ ଟ୍ବିଟରେ ଲେଖିଛନ୍ତି ଯେ ବଲିଉଡର ଫେମସ ଅଭିନେତା ରଣଦୀପ ଜଣେ ଦଳିତ ମହିଳାଙ୍କ ବିଷୟରେ କହୁଛନ୍ତି ଯିଏ ଦଳିତଙ୍କ ସ୍ବର ହୋଇଆସୁଛନ୍ତି। ସେ ନିଜେ ଜଣେ ଜାତିବାଦୀ ଏବଂ ଯୌନବାଦୀ, ଯିଏ ଏପରି କଥା କହିଥିଲେ।

ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘ଜଣେ ଓବିସି ଭାବରେ ମୁଁ ତାଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା କରୁଛି।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.