ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଦୁଇ ଦିନ ବିତିଯାଇଛି । ସୋମବାର ତାଙ୍କୁ ମୁମ୍ବାଇରେ ଅନ୍ତିମ ବିଦାୟ ଦିଯାଇଥିଲା । ହେଲେ ତାଙ୍କ ଆତ୍ମହତ୍ୟାକୁ ନେଇ କାହାରି ପ୍ରଶ୍ନ ଥମିବାରେ ନାଁ ନେଉନାହିଁ । ବର୍ତ୍ତମାନ ତାଙ୍କ ଆତ୍ମହତ୍ୟାକୁ ଆଧାର କରି ବଲିଉଡରେ ଚାଲିଥିବା ପରିବାରବାଦ ଉପରେ ସମାଲୋଚନା କରାଯାଉଛି । ସୋସିଆଲ ମିଡିଆରେ କରନ ଜୋହର, ସୋନମ କପୁର, ଆଲିୟା ଭଟ୍ଟ ଓ ସଲମାନ ଖାନଙ୍କ ଭଳି କଳାକାରଙ୍କୁ ଟ୍ରୋଲ କରାଯାଉଛି ।
-
According to our sources #Dharma #SajidNadiadwala #YRF #TSeries #SalmanKhan #DineshVijan #Balaji have banned #sushantsinghRajput! So now he can do web series or TV serials only. Superb!!
— KRKBOXOFFICE (@KRKBoxOffice) February 27, 2020 " class="align-text-top noRightClick twitterSection" data="
">According to our sources #Dharma #SajidNadiadwala #YRF #TSeries #SalmanKhan #DineshVijan #Balaji have banned #sushantsinghRajput! So now he can do web series or TV serials only. Superb!!
— KRKBOXOFFICE (@KRKBoxOffice) February 27, 2020According to our sources #Dharma #SajidNadiadwala #YRF #TSeries #SalmanKhan #DineshVijan #Balaji have banned #sushantsinghRajput! So now he can do web series or TV serials only. Superb!!
— KRKBOXOFFICE (@KRKBoxOffice) February 27, 2020
ଇତିମଧ୍ୟରେ ବିବାଦୀୟ ପ୍ରଯୋଜକ ତଥା ଅଭିନେତା କମାଲ ଆର ଖାନ(କେଆରକେ) ଟ୍ବିଟରରେ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି । ସେ ଟ୍ବିଟରେ କହିଛନ୍ତି କେବଳ 6ଟି କମ୍ପାନୀ ବଲିଉଡକୁ ନିୟନ୍ତ୍ରଣ କରୁଛି । ଯଦି ସେହି କମ୍ପାନୀ କୌଣସି କଳାକାରଙ୍କୁ ପସନ୍ଦ କରୁନାହାଁନ୍ତି ତେବେ ତାହା କ୍ୟାରିୟରକୁ ଶେଷ କରିପାରିବେ । ଏହି କ୍ରମରେ ସାମିଲ ଅଛି କରନଙ୍କ ଧର୍ମା ପ୍ରଡକ୍ସନ । ଆଦିତ୍ୟ ଚୋପ୍ରାଙ୍କ ୱାଇଆରଏଫ, ଭୂଷଣ କୁମାରଙ୍କ ଟି-ସିରିଜ, ଏକତା କପୁରଙ୍କ ବାଲାଜି, ସାଜିଦ ନାଦିୟାଦୱାଲାଙ୍କ ପ୍ରଡକ୍ସନ ହାଉସ ଓ ସଲମାନ ଖାନଙ୍କ ସଲମାନ ଖାନ ଫିଲ୍ମସ ।
-
It’s the truth that Only 6 companies control entire Bollywood and they can finish anyone’s career if they don’t like him/her!
— KRK (@kamaalrkhan) June 16, 2020 " class="align-text-top noRightClick twitterSection" data="
1) Dharma (Karan Johar)
2) YRF ( Aditya Chopra)
3) TSeries (Bhushan)
4) Balaji ( Ekta Kapoor)
5) Nadiadwala (Sajid)
6) Salman khan films!
">It’s the truth that Only 6 companies control entire Bollywood and they can finish anyone’s career if they don’t like him/her!
— KRK (@kamaalrkhan) June 16, 2020
1) Dharma (Karan Johar)
2) YRF ( Aditya Chopra)
3) TSeries (Bhushan)
4) Balaji ( Ekta Kapoor)
5) Nadiadwala (Sajid)
6) Salman khan films!It’s the truth that Only 6 companies control entire Bollywood and they can finish anyone’s career if they don’t like him/her!
— KRK (@kamaalrkhan) June 16, 2020
1) Dharma (Karan Johar)
2) YRF ( Aditya Chopra)
3) TSeries (Bhushan)
4) Balaji ( Ekta Kapoor)
5) Nadiadwala (Sajid)
6) Salman khan films!
ପ୍ରକାଶ ଥାଉକି ଗତ ଫେବୃଆରୀରେ କେଆରକେ ନିଜ ଏକ ଟ୍ବିଟରେ ସୁଶାନ୍ତଙ୍କୁ ନେଇ ବଡ କଥା କହିଥିଲେ । ସେ ଜଣାଇଥିଲେ ଯେ ଦୀର୍ଘ ସମୟରୁ ଧର୍ମା, ସାଜିଦ ନାଦିୟାଦୱାଲା, ୟଶରାଜ ଫିଲ୍ମସ, ଟି-ସିରିଜ, ସଲମାନ ଖାନ, ଦିନେଶ ବିଜନ ଓ ବାଲାଜୀ ଟେଲିଫିଲ୍ମସ ସୁଶାନ୍ତଙ୍କ ଉପରେ ପ୍ରତିବନ୍ଧ ଲଗାଇଥିଲେ । ଯାହାଦ୍ବାରା ସେ କେବଳ ଟିଭି ଶୋ କିମ୍ବା ୱେବ ସିରିଜରେ କାମ କରିପାରିଥାଆନ୍ତେ ।