ETV Bharat / sitara

ଦୋଷୀଙ୍କୁ ଦଣ୍ଡ ଦେବାକୁ ମାତିଛନ୍ତି ବବି, ଆସିଲା ଟ୍ରେଲର - ୱେବି ସିରଜ ଆଶ୍ରମ ଓ ଫିଲ୍ମ ‘କ୍ଲାସ ଅଫ 83’

ରିଲିଜ ହୋଇଯାଇଛି ‘କ୍ଲାସ ଅଫ 83’ର ଟ୍ରେଲର । ଏହି ଫିଲ୍ମ ଜରିଆରେ ବବି ଡିଜିଟାଲ ଦୁନିଆରେ ପଦାର୍ପଣ କରିବାକୁ ଯାଉଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବବି ଦେଓଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବବି ଦେଓଲ
author img

By

Published : Aug 7, 2020, 5:15 PM IST

ମୁମ୍ବାଇ: ନିଜ ଡିଜିଟାଲ ଡେବ୍ୟୁକୁ ନେଇ କିଛି ଦିନ ହେବ ଚର୍ଚ୍ଚାରେ ଫେମସ ଆକ୍ଟର ବବି ଦେଓଲ। ସେ ଖୁବଶୀଘ୍ର ୱେବି ସିରଜ ଆଶ୍ରମ ଓ ଫିଲ୍ମ ‘କ୍ଲାସ ଅଫ 83’ରେ ନଜର ଆସିବେ। ଏମାସରେ ସିରିଜ ଓ ଫିଲ୍ମ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ରିଲିଜ ହୋଇଯାଇଛି ‘କ୍ଲାସ ଅଫ 83’ର ଜବରଦସ୍ତ ଟ୍ରେଲର । ଯେଉଁଥିରେ ପୋଲିସ ଅଫିସର ଭୂମିକାରେ ନଜର ଆସୁଛନ୍ତି ବବି।

ସେହିପରି ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବ ତୁଲାଇଛନ୍ତି ସୁପରଷ୍ଟାର ଶାହରୁଖ ଖାନ । ତାଙ୍କ ପ୍ରଡକ୍ସନ ହାଉସ ରେଡ ଚିଲିଜରେ ନିର୍ମାଣ ହୋଇଛି ଫିଲ୍ମ । ବର୍ତ୍ତମାନ ଟ୍ରେଲରକୁ ଶାନଦାର ପ୍ରତିକ୍ରିୟା ମିଳିବାରେ ଲାଗିଛି । ଟ୍ରେଲ ଦେଖିସାରିବା ପରେ ପୁରା ଫିଲ୍ମ ଦେଖିବାକୁ ବ୍ୟାକୁଳ ଫ୍ୟାନ୍ସ ।

ଫିଲ୍ମର କାହାଣୀ ଜଣେ ଶାନଦାର ପୋଲିସ ଅଫିସରକୁ ନେଇ ଆଧାରିତ । ଯାହାଙ୍କୁ ପନିସମେଣ୍ଟ ରୂପେ ପୋଷ୍ଟିଂ କରାଯାଉଛି । ପରେ ସେ ପୋଲିସ ଏକାଡେମୀର ଡିମ ସାଜୁଛନ୍ତି। ହେଲେ ସେ ନିଷ୍ପତ୍ତି ନେଉଛନ୍ତି ଭ୍ରଷ୍ଟାଚାର କରୁଥିବା ଦୋଷୀଙ୍କୁ ଦଣ୍ଡ ନିହାତି ଦେବେ । ଯାହାର ଝଲକ ଟ୍ରେଲରରେ ଦେଖିବାକୁ ମିଳୁଛି ।

  • " class="align-text-top noRightClick twitterSection" data="">

ଫିଲ୍ମରେ ବବିଙ୍କ ବ୍ୟତୀତ ଶ୍ରେୟା ସରନ, ପ୍ରିୟାଂଶୁ ଚାଟାର୍ଜୀ, ଅମୃତା ପୁରୀ, ପୁଲକିତ ସମ୍ରାଟ ଓ ଅନୁପ ସୋନି ଭଳି କଳାକାରଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.