ETV Bharat / sitara

'ପାଗଲପନ୍ତୀ' ସୁଟିଂର ଖୁବ୍ ମଜା ଉଠାଇଲେ ସର୍କିଟ - pagalpanti

'ପାଗଲପନ୍ତୀ'ର ସୁଟିଂରେ ବ୍ୟସ୍ତ ଅଛନ୍ତି ଅଭିନେତା ଅର୍ଶଦ ୱାରସୀ । ଫିଲ୍ମରେ ସୁଟିଂକୁ ଏନଜୟ କରୁଛନ୍ତି ବୋଲି ଟ୍ବିଟ କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି ଅର୍ଶଦ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅର୍ଶଦ ୱାରସୀ
author img

By

Published : Mar 7, 2019, 4:29 AM IST

ମୁମ୍ବାଇ: ବଲିଉଡର ସର୍କିଟ ଅର୍ଶଦ ୱାରସୀ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ 'ପାଗଲପନ୍ତୀ'ର ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି । ଫିଲ୍ମକୁ ନେଇ ସେ ଫ୍ୟାନ୍ସଙ୍କୁ କହିଛନ୍ତି କି ସେ ଫିଲ୍ମ ସୁଟିଂର ଖୁବ୍ ଆନନ୍ଦ ଉଠାଉଛନ୍ତି । ଅର୍ଶଦ ମଙ୍ଗଳବାର ଟ୍ବିଟରରେ ପୁରା ଫିଲ୍ମକାଷ୍ଟକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ସେ ଟ୍ବିଟ କରି ଲେଖିଛନ୍ତି, "ମୁଁ, ଇଲିୟାନା ଡିକ୍ରୁଜ, କ୍ରିତି ଖରବନ୍ଦା, ଅନୀସ ବଜ୍ମୀ, ଅନିଲ କପୁର, ଜନ ଆବ୍ରାହମ, ପୁଲକିତ ସମ୍ରାଟ ଏବଂ ସୌରଭ ଶୁକ୍ଲାଙ୍କ ସହ ପାଗଲପନ୍ତୀରେ କାମ କରି ଖୁବ ଆନନ୍ଦ ନେଇଛି । ପୁରା ଟିମ ମୋତେ ଅନେକ ଖୁସି ଦେଉଛନ୍ତି ।"

ଖାଲି ଏତିକି ନୁହେଁ, ସେ ଅଭିନେତା ସୌରଭଙ୍କ ପ୍ରଶଂସା କରି କହିଛନ୍ତି କି ସେ ସ୍କ୍ରିନରେ ପ୍ରତିଭାଶାଳୀ ଏବଂ ବାସ୍ତବ ଜୀନବରେ ଶାନଦାର ବ୍ୟକ୍ତି ମଧ୍ୟ । ପ୍ରକାଶ ଥାଉକି 'ପାଗଲପନ୍ତୀ'ରେ ଅଭିନେତ୍ରୀ ଉର୍ବଶୀ ରୌତେଲା ମଧ୍ୟ ନଜର ଆସିବେ ।

Intro:Body:

ମୋଦିଙ୍କୁ ଦିଗବିଜୟଙ୍କ ଚ୍ୟାଲେଞ୍ଜ: ମାମଲା ରୁଜୁ କରିବାକୁ ଦେଲେ ଆହ୍ବାନ

ନୂଆଦିଲ୍ଲୀ:  ପୁଲୱାମାରେ ଆତଙ୍କବାଦୀଙ୍କ ହମଲାକୁ ଦୁର୍ଘଟଣାର ନା ଦେଇଥିବା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଏବେ ମୋଦି ସରକାରକୁ ସିଧାସଳଖ ଦେଇଛନ୍ତି ଚ୍ୟାଲେଞ୍ଜ । ଯଦି ହିମତ ଅଛି ମୋ ବିରୋଧରେ ମାମଲା ରୁଜୁ କର । ଗତକାଲି ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଦିଗ ବିଜୟ ଆଉ ଏକ ଟ୍ବିଟ କରି ପୁଣି ଚର୍ଚ୍ଚାରେ ।

ମୋଦି ସରକାରକୁ ସିଧାସଳଖ ନିଶାନା କରି ଦିଗବିଜୟ ନିଜ ଟ୍ବିଟରେ କହିଛନ୍ତି 'ତମେ ଆଉ ତମ ମନ୍ତ୍ରୀ ମତେ ପାକିସ୍ତାନୀ ସପୋର୍ଟର ବା ଦେଶଦ୍ରୋହୀର ଆଖ୍ୟା ଦେଇ ସାରିଛ, ଦିଲ୍ଲୀରେ ଯେଉଁଠି ପୋଲିସ କେନ୍ଦ୍ର ସରକାରଙ୍କ ଅଧିନରେ ଅଛି ଯଦି ସାହାସ ଅଛି ମୋ ବିରୋଧରେ କେସ ଫାଇଲ କର' ।

ଗତ ଫେବୃୟାରୀ 14ରେ ଘଟିଥିବା ପୁଲୱାମା ଆତ୍ମଘାତୀ ଆକ୍ରମଣରେ 40ରୁ ଅଧିକ ଯବାନ ଶହୀଦ ହୋଇଥିଲେ । ଜୈସ-ଇ-ମହମ୍ମଦର ଆତଙ୍କବାଦୀଙ୍କ ଦ୍ବାରା ଏହି ବିସ୍ଫୋରଣ ହୋଇଥିଲା । ପ୍ରକୃତରେ ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିଲା ଏୟାର ଷ୍ଟ୍ରାଇକ । ଏଥିରେ 300 ଆତଙ୍କବାଦୀ ମରିଥିବା ଦାବି କରାଯାଇଥିଲା । ଅସଲରେ କେତେ ଆତଙ୍କୀ ନିପାତ ହୋଇଛନ୍ତି ତାହାର ହିସାବ ଦେବାକୁ ସରକାରଙ୍କୁ କହିଛନ୍ତି ବିରୋଧୀ । ଏହାକୁ ନେଇ ଦିଗବିଜୟ ଗତକାଲି ଟ୍ବିଟ କରି ମୋଦି ସରକାରଙ୍କୁ ନିଶାନା ବନାଇଥିଲେ ।

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.