ETV Bharat / sitara

ଅର୍ଜୁନ@35, ଭାବବିହ୍ବଳ ପୋଷ୍ଟ ଲେଖିଲେ ଅଂଶୁଲା - ସୋସିଆଲ ମିଡିଆରେ ଭାଇରାଲ ହେଲା ଅଂଶୁଲା କପୁରଙ୍କ ନୂଆ ପୋଷ୍ଟ

ସୋସିଆଲ ମିଡିଆରେ ଭାଇରାଲ ହେଲା ଅଂଶୁଲା କପୁରଙ୍କ ନୂଆ ପୋଷ୍ଟ । ଯେଉଁଥିରେ ସେ ଭାଇ ତଥା ଅର୍ଜୁନ କପୁରଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହ ଅନେକ କଥା ଲେଖିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଂଶୁଲା କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଂଶୁଲା କପୁର
author img

By

Published : Jun 26, 2020, 4:45 PM IST

ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁର ଆଜି ନିଜର 35ତମ ଜନ୍ମଦିନ ସେଲିବ୍ରେଶନ କରୁଛନ୍ତି । ଏହି ଖାସ ଅବସରରେ ତାଙ୍କ ଫ୍ୟାନ୍ସ ସହ ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନ ଶୁଭେଚ୍ଛ ଜଣାଇବାରେ ଲାଗିଛନ୍ତି । ହେଲେ ଇତିମଧ୍ୟରେ ତାଙ୍କ ଭଉଣୀ ଅଂଶୁଲା କପୁର ଏକ ଇମୋଶନାଲ ପୋଷ୍ଟ କରି ଭାଇଙ୍କୁ ୱିଶ କରିଛନ୍ତି ।

ସେ ଇନଷ୍ଟାଗ୍ରାମ ଅର୍ଜୁନଙ୍କ ସହ ନିଜର ଏକ ଫଟୋ ସେୟାର ଲେଖିଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା ଅର୍ଜୁନ । ମୋ ନିଶ୍ବାସ ନେବାର କାରଣ ତମେ । ତମେ ମୋ ଜୀବନର ପସନ୍ଦିଦାର ଏବଂ ସବୁଠୁ ମହତ୍ବପୂର୍ଣ୍ଣ ମଣିଷ । ସେହି ମଣିଷ ଯିଏ ମତେ ସର୍ବଦା ଖୁସି ଦେବାକୁ ଚେଷ୍ଟା କରିଆସୁଛି । ଯାହାଙ୍କ ପ୍ରେମର କୌଣସି ସୀମା ନାହିଁ । ଭାଇ ତମେ ମୋର ସେହି ସାହସ ଯାହା ପାଇଁ ମୁଁ ସବୁଦିନ ସକାଳେ ଶାନ୍ତିରେ ଉଠୁଛି । ତମେ ମୋର ଅଭିଭାବକ, ରକ୍ଷାକାରୀ, ମାତା-ପିତା, ବନ୍ଧୁ, ଭାଇ, ସାହସ ଆଉ ମୋ ଜୀବନ ମଧ୍ୟ । ପିଲାବେଳୁ ତମେ ମୋ ଯତ୍ନ ନେଇଆସୁଛ । ଯେତେବେଳେ ମୁଁ କୌଣସି କାରଣରୁ ଭାଙ୍ଗି ପଡୁଥିଲି କେବଳ ତମେ ସମ୍ଭାଳୁଥିଲ । ମୁଁ କେଉଁଠାରେ ପଡିବା ଆଗାରୁ ସେଠାରେ ପୂର୍ବରୁ ତମେ ଉପସ୍ଥିତ ରହିଆସୁଛ । ମୁଣ୍ଡ ଉପରକୁ ରଖିବା ଗୁଣ ମଧ୍ୟ ତମଠୁ ଶିଖିଛି । ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.