ETV Bharat / sitara

ଆକ୍ସନ ହିରୋରୁ ପ୍ରଯୋଜକ ସାଜିଲେ ବିଦ୍ୟୁତ ଜାମୱାଲ

author img

By

Published : Apr 21, 2021, 7:59 AM IST

ବଲିଉଡରେ ବିଦ୍ୟୁତଙ୍କ 10 ବର୍ଷ । ଏବେ ସାଜିଲେ ପ୍ରଯୋଜକ । ଆରମ୍ଭ କଲେ ନିଜ ପ୍ରଡକ୍ସନ ହାଉସ ଆକ୍ସନ ହିରୋ ଫିଲ୍ମସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟୁତ ଜାମୱାଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟୁତ ଜାମୱାଲ

ମୁମ୍ବାଇ: ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ 2011ରେ ଆକ୍ସନ ଫିଲ୍ମ 'ଫୋର୍ସ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ଏବେ ସେ ବଲିଉଡରେ 10 ବର୍ଷ ପୂରଣ କରିସାରିଛନ୍ତି । ଯାହାକୁ ନେଇ ତାଙ୍କ ଖୁସି ନକହିଲେ ସରେ । 10 ବର୍ଷ ପୂରଣ ଅବସରରେ ସେ ଫ୍ୟାନ୍ସଙ୍କୁ ବଡ ସରପ୍ରାଇଜ ମଧ୍ୟ ଦେଇଛନ୍ତି । କାରଣ ଏଥର ସେ ପ୍ରଯୋଜକ ରୂପେ ଦେଖାଇବେ ନିଜ ଯାଦୁ । ଆରମ୍ଭ କଲେ ନିଜ ପ୍ରଡକ୍ସନ ହାଉସ ।

  • VIDYUT JAMMWAL COMPLETES 10 YEARS... TURNS PRODUCER... As #VidyutJammwal completes 10 years, he embarks on a new journey... #Vidyut turns producer with the launch of his production house: Action Hero Films... Abbas Sayyed will be co-producer. pic.twitter.com/eKddkEIAIs

    — taran adarsh (@taran_adarsh) April 19, 2021 " class="align-text-top noRightClick twitterSection" data=" ">

ସେ ଗତ 19 ତାରିଖରେ ନିଜର ପ୍ରଡକ୍ସନ ହାଉସ ଆକ୍ସନ ହିରୋ ଫିଲ୍ମସ ଲଞ୍ଚ କରିଥିଲେ । ଯାହାର ସୂଚନା ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଟ୍ବିଟରରେ ଦେଇଥିଲେ ।

ସେ ପ୍ରଡକ୍ସନ ହାଉସର ଲୋଗୋ ଫଟୋ ପୋଷ୍ଟ କରି ଲେଖିଥିଲେ, ‘ବିଦ୍ୟୁତ ଜାମୱାଲଙ୍କ ବଲିଉଡରେ ପୂରଣ କଲେ 10 ବର୍ଷ । ଅଭିନେତାରୁ ସାଜିଲେ ପ୍ରଯୋଜକ । ତାଙ୍କ ନୂଆ ଯାତ୍ରାକୁ ନେଇ ସେ ଖୁସି । ଆରମ୍ଭ କଲେ ଆକ୍ସନ ହିରୋ ଫିଲ୍ମସ୍ । ଯାହାର ସହ-ନିର୍ମାତା ଅବ୍ବାସ ସୟିଦ୍ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.