ETV Bharat / sitara

ଶୀଘ୍ର କାମକୁ ଫେରିବେ ଅଭିଷେକ ବଚ୍ଚନ

ପିତା ଅମିତାଭ ବଚ୍ଚନଙ୍କ ପରେ ଅଭିନେତା ଅଭିଷେକ ବଚ୍ଚନ କାମକୁ ଫେରିବାକୁ ଯୋଜନା କରିଛନ୍ତି । ଅଧିକ ପଢନ୍ତୁ...

Abhishek Bachchan plans to get back to work
ଶୀଘ୍ର କାମକୁ ଫେରିବେ ଅଭିଷେକ ବଚ୍ଚନ
author img

By

Published : Aug 25, 2020, 10:42 PM IST

ମୁମ୍ବାଇ: କରୋନା ଭାଇରସ୍ ଯୁଦ୍ଧରେ ଜିତି ଅଭିନେତା ଅଭିଷେକ ବଚ୍ଚନ ଶୀଘ୍ର କାମକୁ ଫେରିବାକୁ ଯୋଜନା କରିଛନ୍ତି ।

ଏକ ସାକ୍ଷାତକାରରେ ଅଭିଷେକ କହିଛନ୍ତି, ମୁଁ କାମକୁ ଫେରିବାକୁ ଯୋଜନା କରିଛି । ମୋତେ "ବିଗ୍ ବୁଲ" ଏବଂ "ବବ୍ ବିଶ୍ବାସ" ର ସୁଟିଂକୁ ସଂପୂର୍ଣ୍ଣ କରିବାକୁ ପଡିବ । ଆମେ ଯଥାଶୀଘ୍ର କାମ ଆରମ୍ଭ କରିବାକୁ ଯୋଜନା କରୁଛୁ ।

କୋଭିଡରେ ପୀଡିତ ଥିବା ଲୋକଙ୍କ ପାଇଁ ଅଭିଷେକ କହିଛନ୍ତି, ବ୍ୟକ୍ତିଗତ ଭାବରେ ମୁଁ କେବଳ ଏତିକି କହିପାରେ, ସକରାତ୍ମକ ମାନସିକତା ରଖନ୍ତୁ ଏବଂ ଶୃଙ୍ଖଳିତ ରୁହନ୍ତୁ ।

ଜୁଲାଇ 11 ରେ ଅଭିଷେକ ଏବଂ ତାଙ୍କ ପିତା ଅମିତାଭ ବଚ୍ଚନ କୋରାନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ଅଗଷ୍ଟ ୨ ରେ ବିଗ୍ ବିଙ୍କ କରୋନା ରିପୋର୍ଟ ନେଗେଟିଭ ଆସିବାର ଠିକ ଏକ ସପ୍ତାହ ପରେ ଅଭିଷେକଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା ।

ପ୍ରକାଶ ଥାଉ କି, ଆଗାମୀ ସମୟରେ ଅଭିଷେକଙ୍କ ବିଗ୍ ବୁଲ୍ ଏବଂ ଲୁଡୋ ସମେତ ଅନେକ ପ୍ରୋଜେକ୍ଟ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାର ଯୋଜନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.