ମୁମ୍ବାଇ: କୋଭିଡ-19 ମହାମାରୀ 2019ରେ ବିଶ୍ବରେ ପ୍ରବେଶ କରିଥିଲା । ଏହି ଭାଇରସ କେବଳ ସାଧାରଣ ଲୋକଙ୍କୁ ପ୍ରଭାବିତ କରିନାହିଁ ବରଂ ସେଲିବ୍ରିଟି ମଧ୍ୟ ଏଥିରୁ ରକ୍ଷା ପାଇ ନାହାଁନ୍ତି । କୋରୋନା ଅନେକ ବଡ ସେଲିବ୍ରିଟିଙ୍କୁ ସଂକ୍ରମିତ କରିସାରିଛି । ଆଉ ଏହି ତାଲିକାରେ ଏବେ ସାମିଲ ହୋଇଛନ୍ତି ନିର୍ଦ୍ଦେଶକ ଆନନ୍ଦ ଏଲ୍ ରୟ ।
-
I have tested covid positive today.Just wanted to inform everyone that I don’t feel any symptoms & I feel fine. I’m quarantining as instructed by authorities.Anyone wh has come in contact with me recently is advised to quarantine & follow d govt protocols.Thank you for support🙏
— Aanand L Rai (@aanandlrai) December 31, 2020 " class="align-text-top noRightClick twitterSection" data="
">I have tested covid positive today.Just wanted to inform everyone that I don’t feel any symptoms & I feel fine. I’m quarantining as instructed by authorities.Anyone wh has come in contact with me recently is advised to quarantine & follow d govt protocols.Thank you for support🙏
— Aanand L Rai (@aanandlrai) December 31, 2020I have tested covid positive today.Just wanted to inform everyone that I don’t feel any symptoms & I feel fine. I’m quarantining as instructed by authorities.Anyone wh has come in contact with me recently is advised to quarantine & follow d govt protocols.Thank you for support🙏
— Aanand L Rai (@aanandlrai) December 31, 2020
ନିର୍ଦ୍ଦେଶକ ଗୁରୁବାର ଏକ ଟ୍ବିଟ ଜରିଆରେ ତାଙ୍କ ସ୍ବାସ୍ଥ୍ୟ ଅପଡେଟ୍ ସେୟାର କରିଛନ୍ତି । ଏଥିସହିତ ବିଗତ କିଛି ଦିନ ମଧ୍ୟରେ ତାଙ୍କ ସହ ଯୋଗାଯୋଗରେ ଥିବା ବ୍ୟକ୍ତି ମଧ୍ୟ ନିଜର କୋରୋନା ଟେଷ୍ଟ କରିବାକୁ ସେ ଅନୁରୋଧ କରିଛନ୍ତି ।
ଆନନ୍ଦ ଟ୍ବିଟରରେ ଲେଖିଛନ୍ତି, 'ଆଜି ମୋର କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଛି । କିନ୍ତୁ, ମୋର ପାଖରେ କୋରୋନାର ବିଶେଷ କିଛି ଲକ୍ଷଣ ନାହିଁ । ଏବେ ମୁଁ କ୍ବାରେଣ୍ଟାଇନରେ ଅଛି । ଏଥିସହିତ ବିଗତ କିଛି ଦିନ ମଧ୍ୟରେ ମୋ ସହ ଯୋଗାଯୋଗରେ ଥିବା ବ୍ୟକ୍ତି ମଧ୍ୟ ନିଜର କୋରୋନା ଟେଷ୍ଟ କରିବା ଉଚିତ । ଆପଣମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ' ।