ETV Bharat / sitara

ବକ୍ସି ଟ୍ରେନିଂ ନେଉଛନ୍ତି ଆମୀରଙ୍କ ଝିଅ, ଟ୍ରେନର ସାଜିଛନ୍ତି ବୟଫ୍ରେଣ୍ଡ

author img

By

Published : Apr 14, 2021, 11:08 AM IST

ଏଥର ବକ୍ସିଂ ଟ୍ରେନିଂ ନେବାରେ ବ୍ୟସ୍ତ ଆଇରା । ଭିଡିଓ ସେୟାର କରି ଲେଖିଲେ ମଜାଦାର କଥା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇରା ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇରା ଖାନ

ମୁମ୍ବାଇ: ନିଜ ଲଭଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଆମୀର ଖାନଙ୍କ ଝିଅ ଆଇରା ଖାନ । ସେ ଗତ ବର୍ଷରୁ ନିଜ ଫିଟନେସ କୋଚ ନୁପୁର ଶିଖାରେଙ୍କୁ ଡେଟ କରିଆସୁଛନ୍ତି । ପ୍ରାୟତଃ ଏହି ଯୋଡିଙ୍କ ମଜାମସ୍ତି ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ । ଇତିମଧ୍ୟରେ ଆଇରାକୁ ନେଇ ନୂଆ ଚର୍ଚ୍ଚା।

କଥାଟି ହେଲା ଯେ ଏଥର ଆଇରା ବକ୍ସିଂ ଟ୍ରେନ ନେଉଥିବାର ନଜର ଆସୁଛନ୍ତି । ଆଉ ତାଙ୍କୁ ଏହି ଟ୍ରେନିଂ ଦେଉଛନ୍ତି ନୁପୁର । ଯାହାର ଏକ ଭିଡିଓ ସେୟାର କରି ଇନଷ୍ଟାଗ୍ରାମରେ ଆଇରା ଲେଖିଛନ୍ତି, ‘କିକ୍-ବକ୍ସିଂ ମୋ ଜିନିଷ ନୁହେଁ । ଯାହା ମୋ ବାହୁ କରୁଛି ତାହା ମୋ ଜିନିଷ ନୁହେଁ ।’

ପ୍ରକାଶ ଥାଉକି ନିକଟରେ ଆଇରା ନିଜ ନାମର ସଠିକ୍ ଉଚ୍ଚାରଣ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ତାଙ୍କୁ ସମସ୍ତେ ଇରା କହି ଡାକୁଛନ୍ତି ହେଲେ ତାଙ୍କ ନାମ ଆଇରା ବୋଲି ସେ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.