ETV Bharat / sitara

ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଏ ଆର୍ ରେହମାନଙ୍କ ଫିଲ୍ମ '99 ସଙ୍ଗସ' - ଏ ଆର୍ ରେହମାନଙ୍କ ଫିଲ୍ମ '99 ସଙ୍ଗସ'

ଏ ଆର୍ ରେହମାନଙ୍କ ମ୍ୟୁଜିକାଲ୍-ରୋମାନ୍ସ ଡ୍ରାମା '99 ସଙ୍ଗସ'ଏପ୍ରିଲ୍ 16 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ । ଅଧିକ ପଢନ୍ତୁ...

A R Rahman's debut production '99 Songs' to release on April 16
ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଏ ଆର୍ ରେହମାନଙ୍କ ଫିଲ୍ମ '99 ସଙ୍ଗସ'
author img

By

Published : Mar 11, 2021, 5:00 PM IST

ମୁମ୍ବାଇ: ଏ ଆର୍ ରେହମାନଙ୍କ ମ୍ୟୁଜିକାଲ୍-ରୋମାନ୍ସ ଡ୍ରାମା '99 ସଙ୍ଗସ'ଏପ୍ରିଲ୍ 16 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ।

ରେହମାନ ଟ୍ବିଟରରେ ଲେଖିଛନ୍ତି, 'ଏପ୍ରିଲ୍ 16, 2021 ରେ '99 ସଙ୍ଗସ' ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ । ମୁଁ ବହୁତ ଖୁସି । ଏହି ଚଳଚ୍ଚିତ୍ରଟି ବିଶ୍ବଶ କୃଷ୍ଣମୂର୍ତ୍ତିଙ୍କ ନିର୍ଦ୍ଦେଶିତ ଏବଂ ଏଥିରେ ଅଭିନେତା ଇହାନ ଭଟ୍ଟ, ଏଡିସଲି ବର୍ଗାସ ଅଛନ୍ତି ।

ରେହମାନଙ୍କର ପ୍ରଡକ୍ସନ୍ କମ୍ପାନୀ YM ମୁଭିଜର ଫିଲ୍ମ '99 ସଙ୍ଗସ' ଜିଓ ଷ୍ଟୁଡିଓ ଦ୍ବାରା ଉପସ୍ଥାପିତ ହୋଇଛି ।

ପ୍ରକାଶ ଥାଉ ଯେ, ରେହମାନ ଏହି ଚଳଚ୍ଚିତ୍ର ପାଇଁ 15 ଟି ଗୀତ କମ୍ପୋଜ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.