ETV Bharat / sitara

ସେକ୍ସୀ ମଲ୍ଲିକାଙ୍କ ବଡ ଖୁଲାସା

ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ପ୍ରଯୋଜକକୁ ନେଇ ଏମିତି କିଛି ଖୁଲାସା କରିଛନ୍ତି ମଲ୍ଲିକା । ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ ।

author img

By

Published : Jul 3, 2019, 10:46 AM IST

Updated : Jul 3, 2019, 11:10 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମଲ୍ଲିକା ସେରାୱାତ

ମୁମ୍ବାଇ: ସୁବବେଳେ ବିବାଦ ଘେରରେ ରହୁଥିବା ଅଭିନେତ୍ରୀ ମଲ୍ଲିକା ସେରାୱତ ରବିବାର ଦ କପିଲ ଶର୍ମା ଶୋରେ ନଜର ଆସିଥିଲେ । ସେ ନିର୍ମାତା ଏକତା କପୁରଙ୍କ ସହ ନିଜର ଆଗାମୀ କମେଡି ହରର ୱେବ ସିରିଜ 'ବୁ ସବକି ଫଟେଗୀ'ର ପ୍ରମୋଶନ କରିବାକୁ କପିଲଙ୍କ କେମଡି ଶୋରେ ପହଞ୍ଚିଥିଲେ । ଏହି ଶୋରେ ସେ ଅନେକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି । ଯାହାର ପ୍ରୋମୋ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।

ସେ ଖୁଲାସା କରିଥିଲେ କି ଜଣେ ନିର୍ମାତା ତାଙ୍କ ପେଟ ଉପରେ ଅଣ୍ଡା ଫ୍ରାଇ କରିବାକୁ ଚାହୁଁଥିଲେ । କାରଣ ସେ ଦେଖିବାକୁ ଚାହୁଁଥିଲେ କି ସେ କେତେ ହଟ ।

photo
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମଲ୍ଲିକା ସେରାୱାତ

ଖାଲି ଏତିକି ନୁହେଁ କପିଲ ତାଙ୍କୁ କହିଥିଲେ କି ଏମିତି କୁହାଯାଉଛି ଯେ ଯେବେ ଖବର କାଗଜରେ ଆପଣଙ୍କ ଫଟୋ ଛପାଯାଇଛି, ତେବେ ଲୋକେ ସେଥିରେ ନିଜର ଖାଇବା ଜିନିଷ ପ୍ୟାକ କରି ଅଫିସ ନେଇଯାଆନ୍ତି । କାରଣ ଆପଣଙ୍କ ଫଟୋ ଉପରେ ଖାଇବା ରଖିବାକୁ ଦୀର୍ଘସମୟ ପର୍ଯ୍ୟନ୍ତ ତାହା ଗରମ ରୁହେ ।

କପିଲଙ୍କ ଏପରି କଥାରେ ମଲ୍ଲିକା ହସି କହିଥିଲେ କି ଆପଣଙ୍କ କଥା ଏକଦମ ସତ । ସେ ଗୋଟିଏ ଫିଲ୍ମ କରୁଥିଲେ, ଯେଉଁଥିରେ ଗୋଟିଏ ଗୀତର ସୁଟିଂ ଚାଲିଥିଲା । ପ୍ରଯୋଜକଙ୍କୁ ଫିଲ୍ମରେ ତାଙ୍କୁ ହଟ ଦେଖାଇବାର ଥିଲା । ସେ ବୁଝିପାରୁନଥିଲେ କିପରି ପରଦାରେ ତାଙ୍କୁ ହଟ ଦେଖାଇବେ । ସେ ଜଣେ କୋରିଓଗ୍ରାଫରଙ୍କ ଜରିଆରେ ନିଜର ବିଚାର ତାଙ୍କୁ ପଠାଇଥିଲେ । ସେ ତାଙ୍କ ପେଟ ଉପରେ ଅଣ୍ଡା ଫ୍ରାଇ କରିବାକୁ ଚାହୁଁଛନ୍ତି ।

ମଲ୍ଲିକାଙ୍କ ଏପରି କଥା ଶୁଣି ସେଠାରେ ଉପସ୍ଥିତ ଥିବା ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମଲ୍ଲିକା ଆହୁରି କହିଥିଲେ କି ପ୍ରଯୋଜକଙ୍କ ଏପରି କଥାରେ ସେ ରାଗିଯାଇଥିଲେ ଆଉ ସେହି ସିନ କରିବାକୁ ମଧ୍ୟ ମନା କରିଦେଇଥିଲେ ।

Intro:Body:

BLANK

Conclusion:
Last Updated : Jul 3, 2019, 11:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.