ETV Bharat / sitara

ମେକ୍ସିକୋ ବିଚରେ କ୍ୟାଟଙ୍କ ପ୍ରି-ବର୍ଥଡେ ସେଲିବ୍ରେଶନ

ପରିବାର ସହ ସମୟ ବିତାଇବାରେ ବ୍ୟସ୍ତ କ୍ୟାଟ୍ରିନା କୈଫ । ପରିବାର ଓ ବନ୍ଧୁମାନଙ୍କ ସହ ପ୍ରି-ବର୍ଥଡେ ସେଲିବ୍ରେଶନ କରିବାରେ ଲାଗି ପଡିଛନ୍ତି କ୍ୟାଟ ।

author img

By

Published : Jul 15, 2019, 2:26 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ୟାଟ୍ରିନା କୈଫ

ମୁମ୍ବାଇ: ଆସନ୍ତାକାଲି 35 ବର୍ଷରେ ପଦାର୍ପଣ କରିବେ ସେକ୍କୀ ଅଭିନେତ୍ରୀ କ୍ୟାଟ୍ରିନା କୈଫ । 1983 ଜୁଲାଇ 16ରେ ଜନ୍ମଗ୍ରହଣ କରିଥିବା କ୍ୟାଟ୍ରିନା ଆଜି ଠାରୁ ନିଜ ଜନ୍ମଦିନ ପାଳନ କରିବା ଆରମ୍ଭ କରିଦେଲେଣି । ବର୍ତ୍ତମାନ ସେ ମେକ୍ସିକୋର ଟୁଲୁମ ବିଚରେ ମା' ସୁଜୈନ ଟର୍କ୍ବୋଟ, ଭଉଣୀ ଏବଂ କିଛି ନିକଟତର ବନ୍ଧୁଙ୍କ ସହ ପ୍ରି-ବର୍ଥଡେ ସେଲିବ୍ରେଶନ କରିବାରେ ବ୍ୟସ୍ତ ।

ଏଥର ଡବଲ ସେଲିବ୍ରେଶନ କରିବା ମୁଡରେ କ୍ୟାଟ । ସେ ଜନ୍ମଦିନ ସହ ନିଜ ଫିଲ୍ମ 'ଭାରତ'ର ସଫଳତା ମଧ୍ୟ ସେଲିବ୍ରେଶନ କରିବେ ବୋଲି ଶୁଣିବାକୁ ମିଳୁଛି । ନିଜ ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ସେ ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ବିତାଇବାକୁ ପାଇଁ ମୁମ୍ବାଇ ଛାଡି ମେକ୍ସିକୋରେ ପହଞ୍ଚିଛନ୍ତି । ଯାହାର କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । କ୍ୟାଟ ବିକିନି ପିନ୍ଧି ବିଚ ମୁଡରେ ଥିବାର ଫଟୋ ଇନଷ୍ଟାରେ ସେୟାର କରିଛନ୍ତି ।

ଦୁଇ ଦିନ ପୂର୍ବରୁ କ୍ୟାଟ ନିଜ ଗାର୍ଲଗ୍ୟାଙ୍ଗ ସହ Playa Paraiso ବିଚରେ ଖୁବ୍ ମସ୍ତି କରୁଥିବା ଦେଖାଯାଇଥିଲେ । ଆଉ ଆସନ୍ତା କାଲି ସେ ନିଜ ବର୍ଥଡେ ମଧ୍ୟ ବିଚସାଇଟ ପାର୍ଟି ଜରିଆରେ ସେଲିବ୍ରେଟ କରିବେ । ଶୁଣିବାକୁ ମିଳୁଛି ଯେ ଏହି ମାସ ଶେଷଆଡକୁ ସେ ନିଜ କାମକୁ ଫେରିବେ । ଆଉ ଖୁବଶୀଘ୍ର ସେ ନିଜ ପ୍ରଡକ୍ସନ ହାଉସ ମଧ୍ୟ ଖୋଲିବେ । ଯାହା ନେଇ ସେ ଖୁବ୍ ଉତ୍ସାହିତ ।

Intro:Body:

BLANK FOR LINK STORY 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.