ETV Bharat / sitara

ଆସିଲା ଫିଲ୍ମଫେୟାର ଆୱାର୍ଡ 2021 ତାଲିକା

author img

By

Published : Mar 26, 2021, 12:00 PM IST

ଏଥର ଅନେକ ଷ୍ଟାର୍ସଙ୍କୁ ଫିଲ୍ମଫେୟାର ଆୱାର୍ଡରେ ପୁରସ୍କୃତ କରାଯିବ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଜାରି ହେଲା 66ତମ ଫିଲ୍ମଫେୟାର ଆୱାର୍ଡ 2021 ତାଲିକା । ବଲିଉଡ ସେଲିବ୍ରିଟି ଭାରତର ବହୁ ପ୍ରତୀକ୍ଷିତ ପୁରସ୍କାର ରାତି ପାଇଁ ପ୍ରସ୍ତୁତ ହୋଇସାରିଲେଣି। ଯଦିଓ 2020 ଏକ କଠିନ ବର୍ଷ ଥିଲା, ତଥାପି ମନୋରଞ୍ଜନରେ କଳାକାର କୌଣସି ସୁଯୋଗ ଛାଡିନାହାଁନ୍ତି ଦର୍ଶକଙ୍କୁ ମନୋରଞ୍ଜନ କରିବାରେ । ପେପି ଟ୍ରାକ ଠାରୁ ଆରମ୍ଭ କରି ବ୍ଲକବଷ୍ଟର ଫିଲ୍ମ ପର୍ଯ୍ୟନ୍ତ ଫିଲ୍ମଫେୟାର ହିନ୍ଦୀ ସିନେମାର ସର୍ବୋତ୍ତମ ଉତ୍ସବ ପାଳନ କରିବାକୁ ଯାଉଛି ।

ଏବର୍ଷ ବଡ ବଡ ଷ୍ଟାର୍ସଙ୍କୁ ଫିଲ୍ମଫେୟାରରେ ପୁରସ୍କାର ମିଳିବି। ଏହି କ୍ରମରେ ସାମିଲ ଅଛନ୍ତି ଅମିତାଭ ବଚ୍ଚନ, ଅଜୟ ଦେବଗନ, ଦିବଙ୍ଗତ ଅଭିନେତା ଇରଫାନ ଖାନ, ଆୟୁଷ୍ମାନ ଖୁରାନା, ରାଜକୁମାର ରାଓ, ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ , ଦୀପିକା ପାଦୁକୋନ, ଜାହ୍ନବୀ କପୁର, କଙ୍ଗନା ରଣାୱତ, ତାପସୀ ପନ୍ନୁ, ବିଦ୍ୟା ବାଲନ, ସୈଫ ଅଲ୍ଲୀ ଖାନ, କୁମୁଦ ମିଶ୍ରା, ଭୂମି ପେଡନେକର ଏବଂ ସଞ୍ଜୟ ମିଶ୍ରା ।

ଫିଲ୍ମଫେୟାର ପୁରସ୍କାରର 66 ତମ ସଂସ୍କରଣ ଏପ୍ରିଲ 11ରୁ ନେଇ 12ଟା ପର୍ଯ୍ୟନ୍ତ କଲର୍ସ ଟିଭିରେ ଏବଂ ଫିଲ୍ମଫେୟାରର ଫେସବୁକ୍ ପେଜରେ ଟେଲିକାଷ୍ଟ ହେବ । ତେବେ ଆସନ୍ତୁ ନଜର ପକାଇବା ଏବର୍ଷର ପୁରସ୍କାର ତାଲିକା ଉପରେ...

ବେଷ୍ଟ ଫିଲ୍ମ

1. ଗୁଲାବୋ-ସିତାବୋ

2. ଗୁଞ୍ଜନ ସକ୍ସେନା: ଗ କାରଗିର ଗାର୍ଲ

3. ଲୁଡୋ

4. ତାନାଜୀ: ଦନସଙ୍ଗ ୱାରିୟର

5. ଥାପଡ୍

ବେଷ୍ଟ ଡାଇରେକ୍ଟର

1. ଅନୁରାଗ ବାସୁ (ଲୁଡୋ)

2. ଅନୁଭବ ସିହ୍ନା(ଥାପଡ)

3. ଓମ୍ ରାଉତ(ତାନାଜୀ)

4. ଶାରନ ଶର୍ମା(ଗୁଞ୍ଜନ ସକ୍ସେନା)

5.ସୁଜିତ ସିରକାର(ଗୁଲାବୋ-ସିତାବୋ)

ବେଷ୍ଟ ଆକ୍ଟର ଇନ ଲିଡିଂ ରୋଲ୍(ମେଲ୍ )

1. ଅଜୟ ଦେବଗନ(ତାନାଜୀ)

2.ଅମିତାଭ ବଚ୍ଚନ(ଗୁଲାବୋ-ସିତାବୋ)

3. ଆୟୁଷ୍ମାନ ଖୁରାନା(ଶୁଭ୍ ମଙ୍ଗଲ ଜ୍ୟାଦା ସାବଧାନ)

4. ଇରଫାନ ଖାନ( ଅଙ୍ଗ୍ରେଜୀ ମିଡିୟମ)

5. ରାଜକୁମାର ରାଓ(ଲୁଡୋ)

6.ସୁଶାନ୍ତ ସିଂ ରାଜପୁତ( ଦିଲ ବେଚାରା)

ବେଷ୍ଟ ଆକ୍ଟର ଇନ ଲିଡିଂ ରୋଲ୍(ଫିମେଲ୍)

1. ଦୀପିକା ପାଦୁକୋନ(ଛପାକ୍)

2.ଜାହ୍ନବୀ କପୁର(ଗୁଞ୍ଜନ ସକ୍ସେନା)

3. କଙ୍ଗନା ରଣାୱତ(ଥାପଡ)

4. ବିଦ୍ୟା ବାଲନ(ଶକୁନ୍ତଳା)

ବେଷ୍ଟ ଆକ୍ଟର ଇନ ଏ ସପୋର୍ଟିଂ ରୋଲ(ମେଲ୍)

1. ଦୀପକ ଡୋବରିୟାଲ( ଅଙ୍ଗ୍ରେଜୀ ମିଡିୟମ)

2.ଜଗରାଜ ରାଓ(ଶୁଭ୍ ମଙ୍ଗଲ ଜ୍ୟାଦା ସାବଧାନ)

3.କୁମୁଦ ମିଶ୍ରା(ଥାପଡ)

4. ପଙ୍କଜ ତ୍ରିପାଠୀ(ଗୁଞ୍ଜନ ସକ୍ସେନା)

5. ପଙ୍କଜ ତ୍ରିପାଠୀ(ଲୁଡୋ)

6. ସୈଫ ଅଲ୍ଲୀ ଖାନ(ତାନାଜୀ)

ବେଷ୍ଟ ଆକ୍ଟର ଇନ ଏ ସପୋର୍ଟିଂ ରୋଲ(ଫିମେଲ୍)

1. ଫାରୋକ୍ ଜାଫର୍(ଗୁଲାବୋ-ସିତାବୋ)

2. ମାନଭି ଗାଗରାଓ(ଶୁଭ୍ ମଙ୍ଗଲ ଜ୍ୟାଦା ସାବଧାନ)

3. ନୀନା ଗୁପ୍ତା(ଶୁଭ୍ ମଙ୍ଗଲ ଜ୍ୟାଦା ସାବଧାନ)

4. ରିଚା ଚଡ୍ଡା(ପଙ୍ଗା)

5. ତାନଭି ଅଜମି(ଥାପଡ)

ବେଷ୍ଟ ପ୍ଲେବ୍ୟାକ ସିଙ୍ଗର (ମେଲ୍)

1. ଅରଜିତ ସିଂ(ସାୟଦ୍, ଲଭ ଆଜକଲ)

2.ଅରଜିତ ସିଂ(ଆବାଦ୍ ବରବାଦ୍, ଲୁଡୋ)

3.ଆୟୁଷ୍ମାନ ଖୁରାନା(ମେରେ ଲିଏ ତୁମ, ଶୁଭ୍ ମଙ୍ଗଲ ଜ୍ୟାଦା ସାବଧାନ)

4. ଦର୍ଶନ ରାୱଲ( ମେହରାମା, ଲଭ ଆଜକଲ)

5. ରାଘବ ଚତୈନ୍ୟ( ଏକ ଟୁକଡା ଧୂପ, ଥାପଡ)

6. ବେଦ୍ ଶର୍ମା( ମଲଙ୍ଗ, ମଲଙ୍ଗ)

ବେଷ୍ଟ ପ୍ଲେବ୍ୟାକ ସିଙ୍ଗର (ଫିମେଲ୍)

ଏହି ପରି ଅନେକ ତାଲିକା ପ୍ରସ୍ତୁତ ହୋଇସାରିଛି ।

1. ଅନ୍ତରା ମିତ୍ରା- ( ମେହରାମା, ଲଭ ଆଜକଲ)

2.ଅନେସ୍ କୌର( ମଲଙ୍ଗ, ମଲଙ୍ଗ)

3.ପଲକ ମୁଚ୍ଛଲ( ମନ କା ଡୋରି, ଗୁଞ୍ଜନ ସକ୍ସେନା)

4. ଶାରଦା ମିଶ୍ର(ମର ଜାୟେଁ ହମ୍, ଶିକାରା)

5. ସୁନିଧି ଚୌହାନ(ପାସ୍ ନେହିଁ ତୋ ଫେଲ୍, ଶକୁନ୍ତଳା ଦେବୀ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.