ETV Bharat / sitara

ଆୟୁଷ୍ମାନ ଓ ବିକ୍କୀଙ୍କୁ ସର୍ବଶ୍ରେଷ୍ଠ ଆକ୍ଟର ପୁରସ୍କାର

author img

By

Published : Dec 23, 2019, 4:38 PM IST

66 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଏଥର ଦୁଇ ଷ୍ଟାରଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ ମିଳିଛି। ‘ଅନ୍ଧାଧୁନ’ ପାଇଁ ଆୟୁଷ୍ମାନ ଖୁରାନା ବେଷ୍ଟ ଆକ୍ଟର ପାଇଥିବା ବେଳେ ବିକ୍କୀ କୌଶଲ ‘ଉରି’ ପାଇଁ ପାଇଛନ୍ତି ବେଷ୍ଟ ଆକ୍ଟର ଆୱାର୍ଡ।

national-film-awards-ceremony
ଡିଜାଇନ ଫଟୋ

ମୁମ୍ବାଇ: 66ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଆଜି ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବିଜେତାଙ୍କୁ ସମ୍ମାନିତ କରିଛନ୍ତି। ଜାତୀୟ ପୁରସ୍କାର ବିତରଣ ସଭାରେ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ମଧ୍ୟ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମହାନାୟକ ଅଭିତାଭ ବଚ୍ଚନକୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବାର ଥିଲା। ହେଲେ ଅସୁସ୍ଥତା ପାଇଁ ସେ ଏଥିରେ ଯୋଗ ଦେଇ ପାରିନାହାଁନ୍ତି। ଆସନ୍ତୁ ଜାଣିବାକୁ କେଉଁ କଳାକାରଙ୍କୁ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି।

ବେଷ୍ଟ ସଟ ଫିଚର ଫିଲ୍ମ-ଖରବସ, ବେଷ୍ଟ ଫିଲ୍ମ ଅନ ସୋସିଆଲ ଇସ୍ୟୁ-ପ୍ୟାଡମ୍ୟାନ, ବେଷ୍ଟ ସ୍ପୋର୍ଟସ ଫିଲ୍ମ- ସ୍ବିମିଂ ଥ୍ରୁ ଦ ଡାର୍କନେସ, ବେଷ୍ଟ ଫିଲ୍ମ କ୍ରିଟିକ(ହିନ୍ଦୀ)- ଅନନ୍ତ ବିଜୟ, ବେଷ୍ଟ ମରାଠୀ ଫିଲ୍ମ-ଭୋଙ୍ଗା, ବେଷ୍ଟ ରାଜସ୍ଥାନୀ ଫିଲ୍ମ-ଟର୍ଟଲ, ବେଷ୍ଟ ତାମିଲ ଫିଲ୍ମ-ବରମ, ବେଷ୍ଟ ଉର୍ଦ୍ଦୁ ଫିଲ୍ମ-ହାମିଦ, ବେଷ୍ଟ ବଙ୍ଗାଳୀ ଫିଲ୍ମ- ଏକ ଜୋ ଛିଲୋ ରାଜା, ବେଷ୍ଟ ମଲୟାଲମ ଫିଲ୍ମ-ସୁଡାନୀ ଫ୍ରମ ନାଇଜିରିୟା, ବେଷ୍ଟ ତେଲୁଗୁ ଫିଲ୍ମ-ମହାନ୍ତୀ।

ସେହିପରି ବେଷ୍ଟ ହିନ୍ଦୀ ଫିଲ୍ମ ଅନ୍ଧାଧୁନ, ବେଷ୍ଟ ଆକ୍ଟର ଆୟୁଷ୍ମାନ ଖୁରାନା (ଅନ୍ଧାଧୂନ)। ବିକ୍କୀ କୌଶଲ ମଧ୍ୟ ‘ଉରି’ ଫିଲ୍ମ ପାଇଁ ବେଷ୍ଟ ଆକ୍ଟର ଆୱାର୍ଡ ପାଇଛନ୍ତି। ବେଷ୍ଟ ଆକ୍ଟ୍ରେସ କ୍ରିତି ସୁରେଶ ପାଇଥିବା ବେଳେ ବେଷ୍ଟ ଡାଇରେକ୍ଟର ଆଦିତ୍ୟ ଧର ‘ଉରି’ ଫିଲ୍ମ ପାଇଁ ପାଇଛନ୍ତି।

ଅନ୍ୟପଟେ ବେଷ୍ଟ କୋରିଓଗ୍ରାଫର ଜ୍ୟୋତି ପଦ୍ମାବତ ଫିଲ୍ମ ଘୁମର ଗୀତ ପାଇଁ ପାଇଛନ୍ତି। ସେହିପରି ବେଷ୍ଟ ମ୍ୟୁଜିକ ଡାଇରେକ୍ଟର ସଞ୍ଜୟ ଲୀଲା ଭଂସାଲୀ ପାଇଥିବା ବେଳେ ବେଷ୍ଟ ଫିଲ୍ମ ଫ୍ରେଣ୍ଡଲୀ ଷ୍ଟେଟ ଉତ୍ତରାଖଣ୍ଡ ପାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.