ETV Bharat / science-and-technology

ବଜେଟରେ 8GB RAM ଯୁକ୍ତ ସାନଦାର ଫୋନ କିଣିପାରିବେ ୟୁଜର୍ସ, ଲଞ୍ଚ ହେଲା Vivo Y28 5G - ଭିଭୋ ଓ୍ବାଇ 8ଜିବି ରାମ୍

Vivo Y28 5G: ଭାରତରେ ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଲା ଭିଭୋ । କମ୍ ବଜେଟରେ 8GB RAM ଯୁକ୍ତ ସାନଦାର ଫୋନ କିଣିପାରିବେ ୟୁଜର୍ସ । ଅଧିକ ପଢନ୍ତୁ

Vivo Y28 5G
Vivo Y28 5G
author img

By ETV Bharat Odisha Team

Published : Jan 8, 2024, 5:23 PM IST

ହାଇଦ୍ରାବାଦ: ଭିଭୋର ଓ୍ବାଇ ସିରିଜ ଭାରତରେ ଅନେକ ଲୋକପ୍ରିୟତା ସାଉଁଟିଛି । ଏହି ସିରିଜରେ କମ୍ପାନୀ ବଜେଟ ସ୍ମାର୍ଟଫୋନ ଲଞ୍ଚ କରିଛି । ଅନ୍ୟପଟେ ଭାରତୀୟମାନେ ବଜେଟ ସ୍ମାର୍ଟଫୋନ କିଣିବା ପାଇଁ ପସନ୍ଦ କରିଥାଆନ୍ତି । ଏହି କାରଣରୁ ଲୋକେ ଓ୍ବାଇ ସିରିଜକୁ ଅନେକ ଭଲ ପାଇବା ଦେଇଛନ୍ତି । ଏହାରି ଭିତରେ କମ୍ପାନୀ ଓ୍ବାଇ ସିରିଜରେ ଆଇ ଏକ ସ୍ମାର୍ଟଫୋନ ଲଞ୍ଚ କରିଛି । ବର୍ତ୍ତମାନ ମାର୍କେଟକୁ ଆସିଛି ଭିଭୋର ଲାଟେଷ୍ଟ ମଡେଲ Vivo Y28 5G ।

ଭିଭୋର ଏହି ଫୋନ ଗତ ଜୁଲାଇରେ ଲଞ୍ଚ ହୋଇଥିବା Vivo Y27ର ଅପଗ୍ରେଡ ମଡେଲ ଅଟେ । ଏହି ନୂଆ ଫୋନରେ ୟୁଜର୍ସଙ୍କୁ 6.5 ଇଞ୍ଚର ଏଲସିଡି ଡିସପ୍ଲେ ମିଳିବ । ଏହାର ରିଫ୍ରେସ ରେଟ 90Hz ଅଟେ । ଏହାର ସ୍କ୍ରିନ ଓ୍ବାଟର ପ୍ରୁଫ ରହିବ ।

Vivo Y28 5Gର ସ୍ପେସିଫିକେସନ: ଫୋନରେ ପ୍ରୋସେସର ପାଇଁ MediaTek Dimensity 6020 SoC ଚିପସେଟ ମିଳିବ । ଯଦି କ୍ୟାମେରା ସେଟଅପ କଥା କହିବା ତାହେଲେ ଭିଭୋର ଏହି ସ୍ମାର୍ଟଫୋନ ୟୁଜର୍ସଙ୍କୁ 2 ବ୍ୟାକ କ୍ୟାମେରା ସେଟଅପରେ ମିଳିବ। ଏହାର ପ୍ରାଇମେରୀ କ୍ୟାମେରା 50 MP ରହିବ। ଅନ୍ୟପଟେ ସେଲଫି ଏବଂ ଭିଡିଓ କଲିଂ ପାଇଁ କମ୍ପାନୀ ଏହି ଫୋନରେ 8MPର କ୍ୟାମେରା ସେନ୍ସର ପ୍ରଦାନ କରିଛି । Vivo Y28 5Gରେ କମ୍ପାନୀ 15W ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ 5000mAhର ବ୍ୟାଟେରି ରହିଛି । ଫୋନରେ ଫିଙ୍ଗର ପ୍ରିଣ୍ଟ ସ୍ପେନ୍ସର ସୁବିଧା ମଧ୍ୟ ରହିଛି । ଯାହା ଫୋନକୁ ଲକ୍ ଏବଂ ଅନଲକ କରିବାରେ ସୁବିଧା ପ୍ରଦାନ କରିବ।

  • ଡିସପ୍ଲେ: 90HZ ରିଫ୍ରେସ ରେଟ ସହିତ 6.56 ଇଞ୍ଚର ଆଇପିଏସ ଏଲସିଡି ଡିସପ୍ଲେ
  • ବ୍ୟାକ କ୍ୟାମେରା: f/1.8 ଅପର୍ଚର ସହିତ 50MP ପ୍ରାଇମେରୀ କ୍ୟାମେରା ଏବଂ f/2.4 ଅପର୍ଚର ସହିତ 2MPର ସେକେଣ୍ଡାରୀ କ୍ୟାମେରା ରହିଛି ।
  • ଫ୍ରଣ୍ଟ କ୍ୟାମେରା: f/2.0 ଅପର୍ଚର ସହିତ 8MPର ସେଲ୍ଫି କ୍ୟାମେରା
  • ପ୍ରୋସେସର: Mali G57 GPU ସହିତ MediaTek Dimensity 6020 SoC ଚିପସେଟ
  • ବ୍ୟାଟେରୀ: ୟୁଏସବି ଟାଇପ ସି ପୋର୍ଟ, 15W ଫାଷ୍ଟ ଚାର୍ଜିଂ ସହିତ 5000mAh ବ୍ୟାଟେରୀ
  • କନେକ୍ଟିଭିଟି: ଡୁଆଲ ସିମ, 5ଜି ଓ୍ବାଇଫାଇ, ବ୍ଲୁଟୁଥ, ଜିପିଏସ, ଗ୍ଲୋନାସ, ୟୁଏସବି 2.0
  • କଲର: ଗ୍ଲିଟର ଏକ୍ସା ଏବଂ କ୍ରିଷ୍ଟଲ ପର୍ପଲ

ଏହା ମଧ୍ୟ ପଢନ୍ତୁ: ସ୍ମାର୍ଟଫୋନ ପ୍ରେମୀଙ୍କ ପାଇଁ ଆସୁଛି ଖୁସିର ଦିନ, ୟୁଜର୍ସଙ୍କ ମନ କିଣିବ ଏହି ଫିଚରଫୁଲ୍‌ ସ୍ମାର୍ଟଫୋନ୍‌

ଫୋନ ଭାରିଆଣ୍ଟ ଏବଂ ଦାମ: ଏହି ଫୋନକୁ କମ୍ପାନୀ 3ଟି ଭାରିଆଣ୍ଟରେ ଲଞ୍ଚ କରିଛି ।

4GB ରାମ୍ + 128GB ଷ୍ଟୋରେଜର ଦାମ 13 ହଜାର 999ଟଙ୍କା ରହିଛି ।

6GB ରାମ୍ + 128GB ଷ୍ଟୋରେଜ ବିଶିଷ୍ଟ ଫୋନର ଦାମ୍ 15 ହଜାର 999 ଟଙ୍କା ରହିଛି ।

8GB ରାମ୍ + 128GB ଷ୍ଟୋରେଜର ମୂଲ୍ୟ 16 ହଜାର 999 ଟଙ୍କା

ଏହି ଫୋନର ବିକ୍ରି ଆରମ୍ଭ ହୋଇସାରିଛି। ୟୁଜର୍ସ ଆମାଜନ, ଫ୍ଲିପକାର୍ଟ, ରିଲିୟେନ୍ସ ଡିଜିଟାଲ, କ୍ରୋମା ଭଳି ଅନେକ ରିଟେଲ ଆଉଟଲେଟରେ ଏହି ଫୋନକୁ କିଣିପାରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.