ETV Bharat / science-and-technology

ଆଉ ରହିବନି ଚାର୍ଜିଂ ଟେନ୍‌ସନ୍‌, ୟୁନିହର୍ଜ ଲଞ୍ଚ କଲା ପାୱାର ବ୍ୟାଙ୍କ୍‌ ଅନୁରୂପ ଫୋନ୍‌

Unihertz Tank 3: ବ୍ୟାଟେରି ବ୍ୟାକଅପ ଫୋନ ଚାହୁଁଛନ୍ତି କି, ତାହେଲେ କିଣନ୍ତୁ ଏହି ଫୋନ। 1800 ଘଣ୍ଟା ପର୍ଯ୍ୟନ୍ତ ରହିବନି ଚାର୍ଜିଂ ସମସ୍ୟା। ଅଧିକ ପଢନ୍ତୁ

Unihertz Tank 3
Unihertz Tank 3
author img

By ETV Bharat Odisha Team

Published : Dec 5, 2023, 1:59 PM IST

ହାଇଦ୍ରାବାଦ: ଦିନକୁ ଦିନ କାର୍ଯ୍ୟଭାର ବୃଦ୍ଧି ଯୋଗୁଁ ସମସ୍ତେ ଭଲ ବ୍ୟାଟେରୀ ବ୍ୟାକଅପ୍ ଫୋନ କିଣିବା ପାଇଁ ପସନ୍ଦ କରିଥାଆନ୍ତି । ପ୍ରତିଦିନ ନୂଆନୂଆ ଫିଚର ସହ ସ୍ମାର୍ଟଫୋନ୍‌ ଲଞ୍ଚ ହେଉଥିବା ବେଳେ ଚୀନ କମ୍ପାନୀ ୟୁନିହର୍ଜ୍‌ ନିକଟରେ ଏକ ନୂଆ ଦମଦାର ସ୍ମାର୍ଟଫୋନ ଲଞ୍ଚ କରିଛି । ଏହି ଫୋନର ବ୍ୟବହାର ଦ୍ବାରା ୟୁଜର୍ସଙ୍କୁ ଆଉ ଚାର୍ଜିଂ ସମସ୍ୟା ରହିବ ନାହିଁ । ଥରେ ଚାର୍ଜ କଲେ 1800 ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଫୋନ୍‌ । ତେବେ ଏହି ଫୋନ୍‌ ଲଞ୍ଚ ହେବା ପରେ କେତେକ ଏହାକୁ ପାଓ୍ବାରବ୍ୟାଙ୍କର ଅନୁରୂପ ମଧ୍ୟ କହିଛନ୍ତି । ୟୁନିହର୍ଜ୍‌ର ରଗଡ ଫୋନ 5ଜି କନେକ୍ଟିଭିଟିକୁ ସପୋର୍ଟ କରୁଥିବା ବେଳେ ଏଥିରେ 200MPର ପାଓ୍ବାରଫୁଲ୍‌ କ୍ୟାମେରା ମଧ୍ୟ ରହିଛି । ୟୁନିହର୍ଜ୍‌ ଲଞ୍ଚ୍‌ କରିଛି ଟ୍ୟାଙ୍କ 3 ରଗଡ ସ୍ମାର୍ଟଫୋନ ।

Unihertz Tank 3ର ସ୍ପେସଫିକେସନ: ୟୁନିହର୍ଜ୍ ଟ୍ୟାଙ୍କ 3 ରଗଡ ସ୍ମାର୍ଟଫୋନରେ 16GB ରାମ୍ ଏବଂ 512GBର ଷ୍ଟୋରେଜ୍‌ ରହିଛି । ଏହି ସ୍ମାର୍ଟଫୋନ୍‌ରେ ମିଡିଆଟେକ୍‌ ଟାଇମେସିଟି 8200 ଚିପ୍‌ସେଟ୍‌ ରହିଥିବା ବେଳେ ଆଣ୍ଡ୍ରଏଡ୍‌ 13OSରେ କାର୍ଯ୍ୟ କରୁଛି । ଅନ୍ୟପଟେ ଏହି ଫୋନ୍‌ରେ 6.79 ଇଞ୍ଚ୍‌ର ଡିସ୍‌ ପ୍ଲେ' ରହିଛି । ଯେଉଁଥିରେ 120HZ ରିଫ୍ରେସ୍‌ ରେଟ୍‌ ଏବଂ 2460x1080 ପିକ୍ସଲର ରିଜୋଲ୍ୟୁସନ ପାଓ୍ବାର ରହିଛି ।

ଏହା ମଧ୍ୟ ପଢନ୍ତୁ: ବିବାହରେ ଭଲ ଫଟୋଗ୍ରାଫି ଚାହୁଁଛନ୍ତି କି, ଲଞ୍ଚ ହେଲା ଭିଭୋର ୱେଡିଂ ପୋଟ୍ରେଟ ଫୋନ

Unihertz Tank3ର କ୍ୟାମେରା: ୟୁନିହର୍ଜ୍ ଟ୍ୟାଙ୍କ 3 ରଗଡ ସ୍ମାର୍ଟଫୋନ୍‌ରେ 200MP ପ୍ରାଇମେରୀ କ୍ୟାମେରା, 50MP ଅଲଟ୍ରା ଓ୍ବାଇଡ ଏଙ୍ଗଲ କ୍ୟାମେରା ଏବଂ 64MP ନାଇଟ୍‌ ଭିଜନ କ୍ୟାମେରା ରହିଛି । ଏହାସହିତ ସେଲ୍ଫି କ୍ୟାମେରା ମଧ୍ୟ ୟୁଜର୍ସଙ୍କୁ ଆକୃଷ୍ଟ କରିବ । ଫ୍ରଣ୍ଟ୍‌ରେ 50 MPରେ ସେଲ୍ଫି କ୍ୟାମେରା ରହିଛି ।

ଏହା ମଧ୍ୟ ପଢନ୍ତୁ: 'Google for India': ଗୁଗଲ ପିକ୍ସେଲ ସ୍ମାର୍ଟଫୋନ ହେବ ମେଡ ଇନ ଇଣ୍ଡିଆ, 2024ରେ ହେବ ଆରମ୍ଭ

ୟୁନିହର୍ଜ୍ ଟ୍ୟାଙ୍କ 3 ରଗଡ ସ୍ମାର୍ଟଫୋନର ବ୍ୟାଟେରୀ: ଏହି ଫୋନ ୟୁଜର୍ସଙ୍କୁ 1800 ଘଣ୍ଟାର ଷ୍ଟାଣ୍ଟବାଇ ଟାଇମ୍, 118 ଘଣ୍ଟାର କଲିଂ, 98 ଘଣ୍ଟାର ମ୍ୟୁଜିକ ପ୍ଲେ'ବ୍ୟାକ୍‌, 48 ଘଣ୍ଟାର ଭିଡିଓ ପ୍ଲେ'ବ୍ୟାକ୍‌ ଏବଂ 38 ଘଣ୍ଟାର ଗେମିଂ ଟାଇମ ସୁବିଧା ମିଳିବ । ଏହି ସ୍ମାର୍ଟଫୋନରେ 120Wର ଓ୍ବାଇଡ୍‌ ଚାର୍ଜିଂ ଏବଂ ରିଭର୍ସ ଚାର୍ଜିଂ ସପୋର୍ଟ ରହିଛି । କହି ରଖୁଛି କି ଫିଚର ଅନୁସାରେ ଫୋନର ଦାମ୍ ମଧ୍ୟ ସୁଲଭ ରହିଛି । ଭାରତୀୟ ମୁଦ୍ରା ଅନୁସାରେ ଏହି ଫୋନ୍‌ର ଦାମ ମାତ୍ର 41 ହଜାର 619 ଟଙ୍କା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.