ETV Bharat / science-and-technology

ଭାରତରେ ଲଞ୍ଚ ହେଲା Realme 7i , ଜାଣନ୍ତୁ କ'ଣ ରହିଛି ଫିଚର ?

ରିଅଲମି 7i ସ୍ମାର୍ଟଫୋନ 4GB + 64GB ଫୋନ 11,999 ଟଙ୍କା ଏବଂ 4GB + 128GB ଫୋନ 12,999 ଟଙ୍କା ମୂଲ୍ୟରେ ବଜାରରେ ଉପଲବ୍ଧ ହେବ । ଯାହାକୁ ଆପଣ ଅକ୍ଟୋବର 16 ତାରିଖରେ realme.com, ଫ୍ଲିପକାର୍ଟ ଏବଂ ଅଫଲାଇନ ଷ୍ଟୋର ମାନଙ୍କରେ ବିକ୍ରି ହେବାକୁ ଯାଉଛି ।

author img

By

Published : Oct 8, 2020, 5:33 PM IST

Updated : Feb 16, 2021, 7:31 PM IST

Realme 7i ସ୍ମାର୍ଟଫୋନର ନୂଆ ଫିଟର
Realme 7i ସ୍ମାର୍ଟଫୋନର ନୂଆ ଫିଟର

ନୂଆଦିଲ୍ଲୀ: ଚାଇନିଜ ସ୍ମାର୍ଟଫୋନ ନିର୍ମାତା ରିଲାମ କମ୍ପାନୀ ଭାରତରେ ଲଞ୍ଚ କରିଛି 'ରିଅଲମି 7i' ('Realme 7i ') ସ୍ମାର୍ଟଫୋନ । ଏହି ସ୍ମାର୍ଟଫୋନରେ ଏକ କ୍ବାଡରିୟର କ୍ୟାମେରା ସେଟଅପ ସହ ଏକ ହାଇ ରିଫ୍ରେସ୍ ରେଟ ସ୍କ୍ରିନ୍ ଏବଂ ଅକ୍ଟା-କୋର ପ୍ରୋସେସର ସହ ଲଞ୍ଚ କରିଛି ।

Realme 7i
Realme 7i ର ରହିଛି ଏହି ବିଶେଷତ୍ବ

ରିଅଲମି 7i ସ୍ମାର୍ଟଫୋନ 4GB + 64GB ଫୋନ 11,999 ଟଙ୍କା ଏବଂ 4GB + 128GB ଫୋନ 12,999 ଟଙ୍କା ମୂଲ୍ୟରେ ବଜାରରେ ଉପଲବ୍ଧ ହେବ । ଯାହାକୁ ଆପଣ ଅକ୍ଟୋବର 16 ତାରିଖରେ realme.com, ଫ୍ଲିପକାର୍ଟ ଏବଂ ଅଫଲାଇନ ଷ୍ଟୋର ମାନଙ୍କରେ ବିକ୍ରି ହେବାକୁ ଯାଉଛି ।

Realme 7i
Realme 7i ସ୍ମାର୍ଟଫୋନର ନୂଆ ଫିଟର

- ଏହି ସ୍ମାର୍ଟଫୋନରେ 6.5 ଇଞ୍ଚ HD + (720x1,600pixels) ଡିସପ୍ଲେ ସହିତ 90Hz ରିଫ୍ରେସ ରେଟ ଏବଂ 90 ପ୍ରତିଶତ screen-to-body ratio ରହିଛି ।

Realme 7i
Realme 7i ସ୍ମାର୍ଟଫୋନ

- ଅକ୍ଟା-କୋର କ୍ବାଲକମ୍ ସ୍ନାପଡ୍ରାଗନ 662 SoC ସହ 4GB ର LPDDR4x RAMA ସହିତ 128GB ପର୍ଯ୍ୟନ୍ତ ଅନବୋର୍ଡ UFS 2.1 ଷ୍ଟୋରେଜ ର କ୍ଷମତା ରହିଛି । ଏହାସହ ଷ୍ଟୋରୋଜ କ୍ଷମତା ବୃଦ୍ଧି ପାଇଁ ମାଇକ୍ରୋ SD କାର୍ଡ ବ୍ୟବହାର କରିପାରିବେ ।

-ସ୍ମାର୍ଟଫୋନରେ ଏକ କ୍ବାଡ୍ ରିୟର କ୍ୟାମେରା ସେଟଅପ ସହ ସଂଯୋଗ କରାଯାଇଛି । ଯେଉଁଥିରେ f / 1.8 lens ସହିତ 64MP primary sensor , ultra-wide-angle f/2.2 lens ର 8MP ସେନ୍ସର, ଏବଂ f / 2.4 lens ର 2mp monochrome sensor ରହିଛି ।

-ସ୍ମାର୍ଟଫୋନ ଆଗରେ, ଏକ 16MP selfie shooter ଆପଣ ଦେଖିପାରିବେ ।

-ଡିଭାଇସରେ 5000mAh ବ୍ୟାଟେରୀ ରହିଛି । ଯାହାଦ୍ବାରା 18W ଫାଷ୍ଟ ଚାର୍ଜିଂକୁ ସମର୍ଥନ କରେ ।

ଏହାସହ କମ୍ପାନୀ ପକ୍ଷରୁ Realme 7 Pro Sun Kissed edition ମଧ୍ୟ ଲଞ୍ଚ କରିଛି । ଯାହାର ମୂଲ୍ୟ 6GB + 128GB ପାଇଁ 19,999 ଟଙ୍କା ଏବଂ 8GB + 128GB ପାଇଁ 21,999 ଟଙ୍କା ରହିଛି ।

Last Updated : Feb 16, 2021, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.