ETV Bharat / science-and-technology

ରେଡମୀର ଲାଟେଷ୍ଟ ମଡେଲ ଲଞ୍ଚ, କମ୍ ଦାମରେ ରହିଛି ଦମଦାର ଫିଚର - ରେଡମୀ 13ସି

Xiaomi launches Redmi 13C: କମ୍ ଦାମରେ ଭଲ ଫିଚର ଥିବା ଫୋନ କିଣିବା ପାଇଁ ଚିନ୍ତା କରୁଛନ୍ତି କି ? କମ ଦାମରେ ଲାଟେଷ୍ଟ ଫିଚର ଫୋନ ଲଞ୍ଚ କଲା ରେଡମୀ । ଜାଣନ୍ତୁ ଦାମ୍ ଏବଂ ସେଲ୍ ତାରିଖ ।

Redmi 13C
Redmi 13C
author img

By ETV Bharat Odisha Team

Published : Dec 6, 2023, 5:45 PM IST

ହାଇଦ୍ରାବାଦ: ବର୍ତ୍ତମାନର ସମୟରେ ମୋବାଇଲ ସମସ୍ତଙ୍କ ପାଇଁ ପ୍ରାଥମିକ ଆବଶ୍ୟକତା ସାଜିଛି । ଲାଟେଷ୍ଟ ମଡେଲର ଲଞ୍ଚ ଉପରେ ସମସ୍ତ ଯୁବପିଢିଙ୍କ ନଜର ରହିଥାଏ । କମ୍ ଦାମରେ ଦମଦାନ ଫଚର ଫୋନ କିଣିବା ପାଇଁ ସମସ୍ତେ ଚାହିଁଥାଆନ୍ତି । ତେବେ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ସାଓମି ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି । ସାଓମି ଆଜି Redmi 13C ଲଞ୍ଚ କରିଛି । ତେବେ ସିରିଜରେ 4ଜି ଏବଂ 5ଜି ଭାରିଆଣ୍ଟ ଲଞ୍ଚ କରିଛି କମ୍ପାନୀ ।

Redmi 13C (4G ଭାରିଆଣ୍ଟ)

  • ପ୍ରୋସେସର: ରେଡମୀ 13ସି ସ୍ମାର୍ଟଫୋନକୁ MediaTek Helio G85 ଚିପସେଟ ସହିତ ଲଞ୍ଚ କରାଯାଇଛି।
  • ଡିସପ୍ଲେ: ଏହି ସ୍ମାର୍ଟଫୋନରେ 6.74 ଇଞ୍ଚର HD+ ଡିସପ୍ଲେ, 90Hz ରିଫ୍ରେସ ରେଟ ଏବଂ 600 nits ବ୍ରାଇଟନେସ ସହିତ ଆସିଥାଏ।
  • ରାମ୍ ଏବଂ ଷ୍ଟୋରେଜ: 4GB+128GB, 6GB+128GB, 8GB+256GB ଏହି 3 ଟି ରାମ୍ ଏବଂ ଷ୍ଟୋରେଜରେ ଉପଲବ୍ଧ ଫୋନ।
  • କ୍ୟାମେରା: ରେଡମୀର ଏହି ଫୋନରେ 50MP ପ୍ରାଇମେରୀ ସ୍ପେନ୍ସର ଏବଂ 8MP ପ୍ରଣ୍ଟ କ୍ୟାମେରା ରହିଛି।
  • ବ୍ୟାଟେରୀ: ଏହାର 4ଜି ସେଟରେ 5000mAh ବ୍ୟାଟୋରୀ ଏବଂ 18W ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି।
  • ଅପୋରେଟିଂ ସିଷ୍ଟମ: ରେଡମୀର ଏହି ନୂଆ ଫୋନ Android 13 ବେଷ୍ଟ MIUI 14ରେ ପରିଚାଳିତ ହେଉଛି।

ଏହା ମଧ୍ୟ ପଢନ୍ତୁ: ଆଉ ରହିବନି ଚାର୍ଜିଂ ଟେନ୍‌ସନ୍‌, ୟୁନିହର୍ଜ ଲଞ୍ଚ କଲା ପାୱାର ବ୍ୟାଙ୍କ୍‌ ଅନୁରୂପ ଫୋନ୍‌

Redmi 13C 5G

  • ପ୍ରୋସେସର: ରେଡମୀ 13ସି 5G ସ୍ମାର୍ଟଫୋନ MediaTek Dimensity 6100+ ଚିପସେଟ ସହିତ ଲଞ୍ଚ କରାଯାଇଛି।

  • ରାମ୍ ଏବଂ ଷ୍ଟୋରେଜ: 4ଜି ଭଳି 5ଜି ଫୋନରେ ମଧ୍ୟ 4GB+128GB, 6GB+128GB, 8GB+256GB ଏହି 3 ଟି ରାମ୍ ଏବଂ ଷ୍ଟୋରେଜରେ ଉପଲବ୍ଧ ଫୋନ।
  • କ୍ୟାମେରା: ରେଡମୀର ଏହି ଫୋନରେ 50MP ପ୍ରାଇମେରୀ ସ୍ପେନ୍ସର, AI Cam ଏବଂ 5MP ପ୍ରଣ୍ଟ କ୍ୟାମେରା ରହିଛି।
  • ବ୍ୟାଟେରୀ: ଏହାର 5ଜି ସେଟରେ 5000mAh ବ୍ୟାଟୋରୀ ଏବଂ 18W ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି।
  • Redmi 13Cର ବିକ୍ରୟ ତାରିଖ: Redmi 13C 4ଜି ଭାରିଆଣ୍ଟର ପ୍ରଥମ ସେଲ ଡିସେମ୍ବର 12 ତାରିଖ ମଧ୍ୟରାତ୍ରୀ 12ଟା ସମୟରେ ଆରମ୍ଭ ହେବ । Redmi 13C 5ଜି ଭାରିଆଣ୍ଟର ପ୍ରଥମ ସେଲ 16 ଡିସେମ୍ବର 12ଟା ସମୟରେ ଆରମ୍ଭ ହେବ । 5ଜି ସେଟ ଅପେକ୍ଷା 4ଜି ସେଟର ସେଲ ପ୍ରଥମେ ଆରମ୍ଭ କରିଛି କମ୍ପାନୀ ।
  • Redmi 13Cର ଦାମ: Redmi 13C 4ଜି ସେଟର ପ୍ରାରମ୍ଭିକ ମୂଲ୍ୟ 7999 ଟଙ୍କା ରହିଛି । ସେହିପରି 4GB+128GBର ଦାମ 8999 ଟଙ୍କା ରହିଥିବା ବେଳେ 6GB+128GB ଭାରିଆଣ୍ଟର ଦାମ 9999 ଟଙ୍କା ଏବଂ 8GB+256GBର ଦାମ 11499 ଟଙ୍କା ରହିଛି । ଅନ୍ୟପଟେ 5ଜି ସେଟର ପ୍ରାରମ୍ଭିକ ମୂଲ୍ୟ 9999 ଟଙ୍କା ରହିଛି । 4GB+128GBର ମୂଲ୍ୟ 10 ହଜାର 999, GB+128GB ର ଦାମ 12499 ଟଙ୍କା ରହିଥିବା ବେଳେ 8GB+256GBର ଦାମ 14499 ଟଙ୍କା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.