ETV Bharat / science-and-technology

ପୃଥ୍ବୀ-2ର ସଫଳ ପରୀକ୍ଷଣ, ପରମାଣୁ ଅସ୍ତ୍ର ବାହକ ହେବ ଏହି କ୍ଷେପଣାସ୍ତ୍ର

author img

By

Published : Jan 11, 2023, 12:26 PM IST

ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ପ୍ରତିଷ୍ଠାନ ଦ୍ବାରା ବିକଶିତ ସ୍ବଦେଶୀ ବାଲାଷ୍ଟିକ ମିଶାଇଲ ପୃଥ୍ବୀ-2ର ସଫଳ ପରୀକ୍ଷଣ ହୋଇଛି ( Prithvi II successful launch ) । ଏହା ଭାରତୀୟ ପରମାଣୁ ରକ୍ଷା ପ୍ରଣାଳୀର ଅବିଚ୍ଛେଦ ଅଙ୍ଗ ହେବ । ଅଧିକ ପଢନ୍ତୁ

Prithvi II
successful test launch of Prithvi II

ନୂଆଦିଲ୍ଲୀ: ବାଲାଷ୍ଟିକ ମିସାଇଲ ପୃଥ୍ବୀ-2ର ସଫଳ ପରୀକ୍ଷଣ ହୋଇଛି ( successful test launch of Prithvi II )। ବାଲେଶ୍ବର ଉପକୂଳ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟର ତିନି ନମ୍ବର ଲଞ୍ଚ ପ୍ୟାଡରୁ ପୃଥ୍ବୀ-2 କ୍ଷେପଣାସ୍ତ୍ରର ରାତ୍ରୀକାଳୀନ ସଫଳ ପରୀକ୍ଷଣ ହୋଇଛି ହୋଇଛି । ମଙ୍ଗଳବାର ରାତି ପ୍ରାୟ 8ଟା 30 ମିନିଟରେ ଏହାର ପରୀକ୍ଷଣ ହୋଇଥିଲା । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

  • Successful training launch of a Short-Range Ballistic Missile, Prithvi-II was carried out from #IntegratedTestRange, Chandipur off the coast of Odisha on 10 Jan 23.The launch successfully validated all operational & technical parameters of the missile.
    👉 https://t.co/U4uFFlaOYs

    — A. Bharat Bhushan Babu (@SpokespersonMoD) January 11, 2023 " class="align-text-top noRightClick twitterSection" data=" ">

ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ପ୍ରତିଷ୍ଠାନ (DRDO) ବାଲାଷ୍ଟିକ ମିସାଇଲ ପୃଥ୍ବୀ-2କୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରିଛି । ବାଲାଷ୍ଟିକ ମିସାଇଲ ପୃଥ୍ବୀ-2 ସଠିକ ଭାବେ ନିଜ ନିର୍ଦ୍ଧାରିତ ଲକ୍ଷ୍ୟକୁ ଭେଜ କରିଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର 350 କିମି ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଛି । 500ରୁ 1000 ଓଜନ ବୋହି ପାରିବ ଏହି ପୃଥ୍ବୀ-2 । ଏହା ଭାରତୀୟ ପରମାଣୁ ରକ୍ଷା ପ୍ରଣାଳୀର ଅବିଚ୍ଛେଦ ଅଙ୍ଗ ହେବ । 2003ରୁ ଏହା ଭାରତୀୟ ସେନା ପାଖରେ ରହିଛି । ଏହାର ଲମ୍ଭ 9 ମିଟର । ଡିଆରଡିଓ ଦ୍ବାରା ବିକଶିତ ଏହା ପ୍ରଥମ ମିଶାଇଲ ଯାହା ଲଗାତାର ଭାବେ ଅପଡେଟ କରାଯାଉଛି । 2018 ଓ 2 019ରେ ଏହି ମିସାଇଲର ରାତ୍ରୀକାଳୀନ ପରୀକ୍ଷଣ ହୋଇଥିଲା । ସ୍ଥଳଭାଗରୁ ସ୍ଥଳଭାଗକୁ ଲକ୍ଷ୍ୟ ଭେଦ କରୁଥିବା ପରମାଣୁ ଅସ୍ତ୍ର ବାହକ ହେବ ଏହି କ୍ଷେପଣାସ୍ତ୍ର ।

ଏହା ବି ପଢନ୍ତୁ...National Youth Festival: ଗୁରୁବାର ଜାତୀୟ ଯୁବ ଉତ୍ସବର ଉଦଘାଟନ କରିବେ ମୋଦି

ଏହା ପୂର୍ବରୁ 2022 ଡିସେମ୍ବରରେ 5 କିମି ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ ଅଗ୍ନି-5 କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା । ଓଡିଶାରେ ହିଁ ଏହା ସଫଳ ପରୀକ୍ଷଣ ହୋଇଥିଲା । ପରିଣାମ ଆଧାରରେ ମିସାଇଲ ରେଞ୍ଜ ବଢାଯାଇଥିଲା । ମିସାଇରେ ନୂଆ ଉପକରଣ ଓ ଅତ୍ୟାଧୁନିକ ଜ୍ଞାନ କୌଶଳ ସୁନିଶ୍ଚିନ୍ତ କରିବାକୁ ଅଗ୍ନି -5 ପରୀକ୍ଷଣ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.