ETV Bharat / science-and-technology

ସୋସିଆଲ ମିଡିଆ ୟୁଜର୍ସ ସାବଧାନ, ଏଣିକି FB ଓ WhatsApp ପାଇଁ ଦେବାକୁ ପଡିପାରେ ଚାର୍ଜ - ମେଟା ଫିଚର୍ସ ପାଇଁ ଦେବାକୁ ପଡିବ ଟଙ୍କା

ଦେୟଯୁକ୍ତ ଫିଚର୍ସ ଆଣିବାକୁ ଯାଉଛି ମେଟା(Meta Building Paid Features) । କମ୍ପାନୀ ଅଧୀନରେ ଥିବା ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟସ୍ ଆପ୍ ଫିଚର୍ସ ପାଇଁ ଦେବାକୁ ପଡିବ ଟଙ୍କା । ଅଧିକ ପଢନ୍ତୁ

ଏଣିକି ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟସ୍ ଆପ୍ ଫିଚର୍ସ ହୋଇପାରେ ଦେୟଯୁକ୍ତ, ଯୋଜନା କରୁଛି Meta

author img

By

Published : Sep 1, 2022, 3:26 PM IST

ସାନ ଫ୍ରାନ୍ସିସ୍କୋ: ଆପ୍ ଷ୍ଟୋରରେ ଆପଲ୍ ଆଇଓଏସ୍(Apple iOS privacy) ଗୋପନୀୟତା ପରିବର୍ତ୍ତନ କରିବାରୁ ଏହାର ବିଜ୍ଞାପନ ବ୍ୟବସାୟରେ ରାଜସ୍ୱ ହ୍ରାସ ପରେ ମେଟା ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟସ୍ ଆପ୍(Facebook, Instagram and WhatsApp) ପାଇଁ ଅଧିକ ଦେୟଯୁକ୍ତ ଫିଚର୍ସ(Meta Building Paid Features) ପାଇଁ ଏକ ନୂତନ ଦଳ ଗଠନ କରୁଛି । Verge ଅନୁଯାୟୀ, "ମେଟାର ମୁଖ୍ୟ ସୋସିଆଲ ଆପ୍ ମଧ୍ୟରେ ପେଡ୍ ଫିଚର୍ସ ଆଣିବାରେ ଏହା ପ୍ରଥମ ଗମ୍ଭୀର ପ୍ରୟାସ ।"

ଗ୍ରୁପ୍ 'New Monetisation Experiences' ମେଟାର ପୂର୍ବତନ ଅନୁସନ୍ଧାନର ମୁଖ୍ୟ ପ୍ରତୀତି ରାୟଚୌଧୁରିଙ୍କ ନେତୃତ୍ୱରେ ହେବ ବୋଲି ଏକ ରିପୋର୍ଟରେ କୁହାଯାଇଛି । ଏହି ନୂଆ ମୋନିଟାଇଜେସନ ଡ୍ରାଇଭ ମେଟା 2007ରେ ସାର୍ବଜନୀନ ହେବା ପରେ ପ୍ରଥମ ଥର ପାଇଁ ଜୁନ୍ ତ୍ରୟମାସିକରେ ରାଜସ୍ୱ ହ୍ରାସ ଘଟୁଛି, ତୃତୀୟ ତ୍ରୟମାସିକରେ ଅଭିବୃଦ୍ଧି ଆହୁରି ହ୍ରାସ ହୋଇପାରେ ବୋଲି ପୂର୍ବାନୁମାନ କରିଛି । ଫେସବୁକ ରିପୋର୍ଟ କରିଛି ଯେ, ରାଜସ୍ୱରେ ଏକ ପ୍ରତିଶତ ହ୍ରାସ 28.8 ବିଲିୟନ ଡ଼ଲାରରେ ପହଞ୍ଚିଛି, 2021ର ଦ୍ବିତୀୟ ତ୍ରୟମାସରେ 29.07 ବିଲିୟନ ଡ଼ଲାରରୁ 1 ପ୍ରତିଶତ ହ୍ରାସ ଘଟିଛି । ମୋଟ ଉପରେ, ତ୍ରୟମାସରେ ମେଟାର ଲାଭ 36 ପ୍ରତିଶତ ହ୍ରାସ ହୋଇ 6.7 ବିଲିୟନ ଡ଼ଲାରରେ ପହଞ୍ଚିଛି ।

ଏପ୍ରିଲ୍ 2021ରେ ରିଲିଜ୍ ହୋଇଥିବା ଆପଲର iOS 14.5 ଅପଡେଟ୍ ଏକ ଆପ୍ ଟ୍ରାକିଂ ସ୍ୱଚ୍ଛତା (ATT) ଫିଚର୍ସ ସହିତ ଆସିଛି, ଯାହା ଟେକ୍ ଜିଆଣ୍ଟମାନଙ୍କ ପାଇଁ ଡିଜିଟାଲ୍ ବିଜ୍ଞାପନକୁ ପ୍ରଭାବିତ କରିଛି । ମେଟାର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶେରିଲ୍ ସାଣ୍ଡବର୍ଗ କହିଥିଲେ ଯେ, "ଆପଲ୍ ସେମାନଙ୍କ ବିଜ୍ଞାପନଦାତାଙ୍କ ପାଇଁ ଦୁଇଟି ଚ୍ୟାଲେଞ୍ଜ ସୃଷ୍ଟି କରିଛି, ଗୋଟିଏ- ଆମର ବିଜ୍ଞାପନଗୁଡିକର ସଠିକତା ହ୍ରାସ ପାଇଛି, ଯାହା ଡ୍ରାଇଭିଂ ଫଳାଫଳର ମୂଲ୍ୟ ବୃଦ୍ଧି କରିଛି । ଅନ୍ୟଟି ହେଉଛି ସେହି ଫଳାଫଳଗୁଡିକ ମାପିବା କଷ୍ଟସାଧ୍ୟ ହୋଇପଡିଛି ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.