ETV Bharat / science-and-technology

ଭାରତୀୟ ବଜାରରେ ପ୍ରବେଶ କଲା ୱେୟାରଲେସ ଜାବ୍ରା ଇଲାଇଟ 85 - wireless earbuds launched in India

ଭାରତୀୟ ବଜାରରେ ପ୍ରବେଶ କଲା ଡେନମାର୍କ ବେସଡ୍ ଇୟରବଡ। ଏହି ବ୍ରାଣ୍ଡର ଇୟରବଡକୁ ଲଞ୍ଚ କଲା ଜାବ୍ରା । ଭାରତୀୟ ବଜାରରେ ଜାବ୍ରା ଇଲାଇଟ 85 ଟିର ମୂଲ୍ୟ 18,999 ରହିଛି। ଅଧିକ ପଢନ୍ତୁ...

ଭାରତୀୟ ବଜାରରେ ପ୍ରବେଶ କଲା ୱେୟାରଲେସ ଜାବ୍ରା ଇଲାଇଟ 85

author img

By

Published : Nov 30, 2020, 8:17 PM IST

Updated : Feb 16, 2021, 7:53 PM IST

ନୂଆଦିଲ୍ଲୀ: ଭାରତୀୟ ବଜାରରେ ପ୍ରବେଶ କଲା ଡେନମାର୍କ ବେସଡ୍ ୱେୟାରଲେସ ଇୟରବଡ। ଏହି ବ୍ରାଣ୍ଡର ଇୟରବଡକୁ ଲଞ୍ଚ କଲା ଜାବ୍ରା । ଭାରତୀୟ ବଜାରରେ ଜାବ୍ରା ଇଲାଇଟ 85 ଟି ର ମୂଲ୍ୟ 18,999 ରହିଛି। କମ୍ପାନୀ ସୂଚନା ଅନୁସାରେ, ନୂତନ ଜାବ୍ରା ଏଲିଟ୍ 85ଟି ଇୟରବଡ୍ ଗ୍ରାହକଙ୍କ ବ୍ୟବହାର ପାଇଁ ଉତ୍ତମ କଲ୍ ଗୁଣବତ୍ତା ରଖିଛି। ଯେଉଁଥିରେ ଉଭୟ ବ୍ୟବହାରକାରୀ ଓ ଶ୍ରୋତା ଆରାମରେ ଶୁଣି ପାରିବେ। ଏଥିରେ ଛଅ-ମାଇକ୍ ଟେକ୍ନୋଲୋଜି ରହିଛି।

"ଇୟରବଡରେ ଡୁଆଲ୍ ଚିପସେଟ୍ କ୍ଷମତା ସହ ସାଉଣ୍ଡ କ୍ବାଲିଟି ଅତି ଉତ୍ତମ ରହିଛି। ଏହାସହ ଛୋଟ ଛୋଟ କେତେକ ଇୟରବଡ୍ ରହିଛି। ଏଏନସି ଅନ କରି ଗ୍ରାହକ 5.5 ଘଣ୍ଟା ପର୍ଯ୍ୟନ୍ତ ଶୁଣି ପାରିବେ। ଏଏନସି ଅନ କରି ଚାର୍ଜିଂ କାପାସିଟି 25 ଘଣ୍ଟା ଏବଂ ଏନଏନସି ବନ୍ଦ କରିବା ପରେ ଏହା 31 ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ।

ଇୟରବଡଗୁଡିକ IPX4- ରେଟେଡ୍ , ଧୂଳି କଣିକା ଏବଂ ୱାଟର ପ୍ରୁଫ ସହ 2 ବର୍ଷର ୱାରେଣ୍ଟି ରହିଛି । ଏହି ଇୟରବଡଗୁଡିକ ଜାବ୍ରା ସାଉଣ୍ଡ ସହ ଆପ୍ ମାଧ୍ୟମରେ ମଧ୍ୟ ନିୟନ୍ତ୍ରିତ ହେବ । ଡିସେମ୍ବର 1 ରୁ ଆମାଜନରେ ଟାଇଟାନିୟମ୍ କଳା ରଙ୍ଗରେ ଏହି ଇୟରବଡ୍ ଗ୍ରାହକଙ୍କୁ ମିଳିବ | ଜାନୁୟାରୀ 2021 ବିଭିନ୍ନ ରଙ୍ଗରେ ଏହି ୱେୟାରଲେସ ଇୟରବଡ୍ ବଜାରରେ ଉପଲବ୍ଧ ହେବ।

Last Updated : Feb 16, 2021, 7:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.