ନୂଆଦିଲ୍ଲୀ: ଡେଲ ଟେକ୍ନୋଲୋଜି ଶୁକ୍ରବାର ଦିନ ଏଲିୟନଓ୍ବେର M16 ଏବଂ X14, R2 ଗେମିଙ୍ଗ ଲାପଲଟ ଲଞ୍ଚ କରିଛି । ଏଲିୟନଓ୍ବେର M16 ଏବଂ X14 R2ର ମୂଲ୍ୟ ଯଥାକ୍ରମେ ୧ଲକ୍ଷ ୮୪ ହଜାର ୯୯୦ ଏବଂ ୨ ଲକ୍ଷ ୦୬ ହଜାର ୯୯୦ ଟଙ୍କା ରହିଛି । ଗତକାଲି ଲଞ୍ଚ ହୋଇଥିବା ବେଳେ ସେହିଦିନ ଠାରୁ ହିଁ ଅନଲାଇନ ଅଫଲାଇନ ଏବଂ ଡେଲ ଓ୍ବେବସାଇଟରେ ଉପଲବ୍ଧ ହେଉଛି । ତେବେ ଶୁକ୍ରବାର ଡେଲ ଟେକ୍ନୋଲୋଜି ଇଣ୍ଡିଆର ନିର୍ଦ୍ଦେଶକ ଉପଭୋକ୍ତା ପୂଜନ ଚଢା ଏକ ବୟାନରେ କହିଛନ୍ତି, "ଲଞ୍ଚ ହୋଇଥିବା ଏହି ଲାପଟପ ଆଜିର ପ୍ରୋ ଗେମରମାନଙ୍କ ପାଇଁ ହୋଇଛି । ଆମର ଏଲିୟନଓ୍ବେ ଏବଂ ଜିସିରିଜ ଡିଭାଇସ ଖେଳ ପାଇଁ ଉପଲବ୍ଧ ହୋଇଛି । ଉପଭୋକ୍ତା ମନ ପସନ୍ଦର ଗେମ ଖେଳି ପାରିବେ ।"
-
#Dell Technologies launched 2 new #Alienware m16 & x14 R2 gaming laptops in #India.
— IANS (@ians_india) May 12, 2023 " class="align-text-top noRightClick twitterSection" data="
Alienware m16 & x14 R2 are priced at Rs 1,84,990 & Rs 2,06,990, respectively & are available to purchase from the company's official website, online and offline stores starting May 12. pic.twitter.com/3J6UjPWCqP
">#Dell Technologies launched 2 new #Alienware m16 & x14 R2 gaming laptops in #India.
— IANS (@ians_india) May 12, 2023
Alienware m16 & x14 R2 are priced at Rs 1,84,990 & Rs 2,06,990, respectively & are available to purchase from the company's official website, online and offline stores starting May 12. pic.twitter.com/3J6UjPWCqP#Dell Technologies launched 2 new #Alienware m16 & x14 R2 gaming laptops in #India.
— IANS (@ians_india) May 12, 2023
Alienware m16 & x14 R2 are priced at Rs 1,84,990 & Rs 2,06,990, respectively & are available to purchase from the company's official website, online and offline stores starting May 12. pic.twitter.com/3J6UjPWCqP
ଏହି ଲାପଟପରେ ୧୩ତମ ଜେନେରେସନର ଲେଟେଷ୍ଟ ଇଣ୍ଟେଲ କୋର ଏବଂ Nvidia GeForce RTX 40-ସିରିଜ୍ GPU ରହିଛି । ଏହାର ଡିସପ୍ଲେର ଅନୁପାତ ୧୬:୧୦ ରହିଥିବା ବେଳେ ଦୁଇ ଲାପଟପର ଆଇଫୋନିକ ଲେଜେଣ୍ଡ ୩.୦ ଡିଜାଇନସ ଏବଂ ଆଡଭାନ୍ସ ଏଲିୟନଓ୍ବେର କ୍ରୋୟାଟିକ ଥର୍ମାଲ ଆର୍କିଟେକ୍ଚର ରହିଛି । ଯାହାକି ଗେମ ଖେଳାଳିଙ୍କୁ କମ୍ପାକ୍ଟ ଫର୍ମ ଫ୍ୟାକ୍ଟରରେ ଉନ୍ନତ ସେବା ପ୍ରଦାନ କରିଥାଏ । ଏହା ବ୍ୟତିତ କମ୍ପାନୀ ପକ୍ଷରୁ କୁହାଯାଇଛି, "M16 ତେଜ ବୁଟିଂ ସ୍ପିଡ ପାଇଁ ୪ଟି ଏମ୨ ଏସଏସଡି ସ୍ଲଟ ସହ Nvidia GeForce RTX 4080 GPU ଏବଂ 9TB ଷ୍ଟୋରେଜ ରହିଛି ।"
ଏହା ମଧ୍ୟ ପଢନ୍ତୁ: LinkedIn Layoffs: ଛଟେଇ କଲା ଲିଙ୍କଡଇନ୍, 700ରୁ ଅଧିକ କର୍ମଚାରୀ ପ୍ରଭାବିତ
ଏହା ମଧ୍ୟ ପଢନ୍ତୁ: WhatsApp New Feature: ବର୍ତ୍ତମାନ ହ୍ବାଟସଅପ୍ ଚାଟ୍ ହେବ ମଜାଦାର, ଜାଣନ୍ତୁ କିପରି
ଏଲିୟନଓ୍ବେର X14 R2ରେ 165Hz QHD + ଡିସପ୍ଲେ ରହିଛି । ଯାହାକି ଶୀଘ୍ର ଚାର୍ଜ ହେବା ସହ ଲାଇଟିଂ ମଧ୍ୟ ଭଲ ରହିଛି । ଏହାସହ ପୋର୍ଟେବଲ୍ ଗେମିଂ ପାଇଁ ଟାଇପ୍-ସି ସପୋର୍ଟ ରହିଛି । ଏମ ୧୬ରେ ଡଲବି ଭିଜନ ଏବଂ ଜଲବି ଏସମାସ ରହିଛି । ଯାହାକି ଗେମ ଖେଳାଳିକୁ ବାସ୍ତବରେ ଗେମ ଖେଳିଲା ପରି ଅନୁଭବ ହେବ । ତେବେ ବିଗତ ଗୁରୁବାର ଦିନ ଡେଲ ଟେକ୍ନୋଲୋଜି ଭାରତରେ ୧୩ତମ ଜେନେରେସନ ଇଣ୍ଟେୱଲକୋର ଏଚଏକ୍ସ ସିରିଜ ପ୍ରୋସେସର ନୂଆ ଜି ୧୫ ଏବଂ ଜି ୧୬ ସିରିଜ ଗେମିଂ ଲାପଟପ ଲଞ୍ଚ କରିଥିଲେ ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ