ETV Bharat / science-and-technology

ଆସନ୍ତା ବର୍ଷ ପହିଲାରୁ 49ଟି ଫୋନରେ କାମ କରିବନି ହ୍ବାଟ୍ସଆପ୍

author img

By

Published : Dec 28, 2022, 1:45 PM IST

ହ୍ବାଟ୍ସଆପ୍ ବ୍ଯବହାରକାରୀଙ୍କୁ ବଡ ଝଟ୍‌କା । ଆସନ୍ତା ବର୍ଷ ପହିଲାରୁ 49ଟି ଫୋନରେ କାମ କରିବନି ହ୍ବାଟ୍ସଆପ୍(After december 31st whatsapp will not work on 49 phones) । ଅଧିକ ପଢନ୍ତୁ

whatsapp
whatsapp

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । ଆସନ୍ତା ବର୍ଷ ଆରମ୍ଭରୁ କେତେକ ଡିଭାଇସ୍‌ରେ ହ୍ୱାଟ୍ସଆପ୍‌ ଚାଲିବ ନାହିଁ ବୋଲି କମ୍ପାନୀ କହିଛି । ଅତି ପୁରୁଣା ବା ଓଲ୍ଡ ଭର୍ସନ ଥିବା 49ଟି ଫୋନରେ ହ୍ବାଟ୍ସଆପ୍ କାମ କରିବନାହିଁ(After december 31st whatsapp will not work on 49 phones) ।

ଗିଜ୍‌ ଚାଇନା ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ପାଖାପାଖି ୪୯ଟି ସ୍ମାର୍ଟଫୋନ୍‌ରେ ଆଉ ଚାଲିବନି ହ୍ୱାଟ୍‌ସଆପ୍‌ । ଏହି ତାଲିକାରେ ବଡ଼ ବଡ଼ କମ୍ପାନୀର ନାଁ ରହିଛି । ସବୁଠାରୁ ବଡ଼ କଥା ହେଉଛି କି, ଅନେକ ଆଇଫୋନ୍‌ରେ ମଧ୍ୟ ହ୍ବାଟ୍ସଆପ୍ କାମ କରିବନି । ସେଥିରେ ଆପଲ, ସାମ୍‌ସଙ୍ଗ ଭଳି କମ୍ପାନୀ ମଧ୍ୟ ସାମିଲ ଅଛି ।

ଏହା ମଧ୍ୟ ପଢନ୍ତୁ:- WhatsApp New Features: ବିନା ନୋଟିଫିକେସନରେ ଗ୍ରୁପରୁ ହୋଇପାରିବେ Exit

ଏହି ଉପକରଣଗୁଡ଼ିକରେ ଗାଲାକ୍ସି ଏସ୍ ୨, ଗାଲାକ୍ସି କୋର, ଗାଲାକ୍ସି ଏସ୍ 2, ଗାଲାକ୍ସି ଏସ୍ ମିନି, ଗାଲାକ୍ସି ଟ୍ରେଣ୍ଡ ୨, ଗାଲାକ୍ସି ଟ୍ରେଣ୍ଡ ଲାଇଟ୍ ଏବଂ ଗାଲାକ୍ସି ଏକ୍ସକୋଭର ୨ ଅନ୍ତର୍ଭୁକ୍ତ ଅଛି । ଏହି ସମସ୍ତ ଡିଭାଇସ୍ ଆଣ୍ଡ୍ରଏଡ୍ 4.x କୁ ଅପଗ୍ରେଡ୍ କରାଯାଇଥିଲା, ଯାହା ସେମାନଙ୍କର ଶେଷ ପ୍ରମୁଖ ଆଣ୍ଡ୍ରଏଡ୍ ଆଇଓଏସ୍ ଅପଡେଟ୍ ଥିଲା । ରିପୋର୍ଟ ଅନୁଯାୟୀ, ଡିସେମ୍ବର 31, 2022 ପରେ ଏହିସବୁ ଫୋନରେ ହ୍ବାଟ୍ସଆପ୍ କାମ କରିବନି । ଅର୍ଥାତ୍ 2023 ପହିଲାରୁ ହ୍ବାଟ୍ସଆପ୍ ବନ୍ଦ ହୋଇଯିବ । ତେବେ କେଉଁସବୁ ଫୋନ୍ ପାଇଁ କମ୍ପାନୀ ଏହି ନିୟମ ଲାଗୁ କରିଛି ଜାଣନ୍ତୁ...

Apple iPhone 5

Apple iPhone 5c

Archos 53 Platinum

Grand S Flex ZTE

Grand X Quad V987 ZTE

HTC Desire 500

Huawei Ascend D

Huawei Ascend D1

Huawei Ascend D2

Huawei Ascend G740

Huawei Ascend Mate

Huawei Ascend P1

Quad XL

Lenovo A820

LG Enact

LG Lucid 2

LG Optimus 4X HD

LG Optimus F3

LG Optimus F3Q

LG Optimus F5

LG Optimus F6

LG Optimus F7

LG Optimus L2 II

LG Optimus L3 II

LG Optimus L3 II Dual

LG Optimus L4 II

LG Optimus L4 II Dual

LG Optimus L5

LG Optimus L5 Dual

LG Optimus L5 II

LG Optimus L7

LG Optimus L7 II

LG Optimus L7 II Dual

LG Optimus Nitro HD

Memo ZTE V956

Samsung Galaxy Ace 2

Samsung Galaxy Core

Samsung Galaxy S2

Samsung Galaxy S3 mini

Samsung Galaxy Trend II

Samsung Galaxy Trend Lite

Samsung Galaxy Xcover 2

Sony Xperia Arc S

Sony Xperia miro

Sony Xperia Neo L

Wiko Cink Five

Wiko Darknight ZT

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.