ETV Bharat / lifestyle

ରାତିରେ ଶୋଇଲାବେଳେ କାଶ ହେଉଛି କି....

ଋତୁ ପରିବର୍ତ୍ତନ, ଖରାପ ପାଣିପାଗ ଏବଂ ଧୂଳି ପ୍ରଦୂଷଣ ଯୋଗୁଁ ସାଧାରଣତଃ ଆମର କାଶ ସମସ୍ୟା ହୋଇଥାଏ। ରାତିରେ କାଶ ହେଲେ ଜମା ଶୋଇ ହୋଇ ନଥାଏ। ବାରମ୍ବାର ଉଠିବା ଯୋଗୁଁ ବିରକ୍ତ ଲାଗିଥାଏ। କାଶି କାଶି ତଣ୍ଟି ଦରଜ ମଧ୍ୟ ହୋଇଯାଇଥାଏ। ଯଦି ଆପଣ ମଧ୍ୟ ଏହି ସମସ୍ୟାରେ ପୀଡିତ ଅଛନ୍ତି, ତେବେ ଚାଲନ୍ତୁ ଜାଣିବା କେଉଁ ଘରୋଇ ଉପାୟରେ ଏହା ଦୂର ହୋଇପାରିବ।

author img

By

Published : Mar 9, 2019, 6:27 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଋତୁ ପରିବର୍ତ୍ତନ, ଖରାପ ପାଣିପାଗ ଏବଂ ଧୂଳି ପ୍ରଦୂଷଣ ଯୋଗୁଁ ସାଧାରଣତଃ ଆମର କାଶ ସମସ୍ୟା ହୋଇଥାଏ। ରାତିରେ କାଶ ହେଲେ ଜମା ଶୋଇ ହୋଇ ନଥାଏ। ବାରମ୍ବାର ଉଠିବା ଯୋଗୁଁ ବିରକ୍ତ ଲାଗିଥାଏ। କାଶି କାଶି ତଣ୍ଟି ଦରଜ ମଧ୍ୟ ହୋଇଯାଇଥାଏ। ଯଦି ଆପଣ ମଧ୍ୟ ଏହି ସମସ୍ୟାରେ ପୀଡିତ ଅଛନ୍ତି, ତେବେ ଚାଲନ୍ତୁ ଜାଣିବା କେଉଁ ଘରୋଇ ଉପାୟରେ ଏହା ଦୂର ହୋଇପାରିବ।

ଆୟୁର୍ବେଦିକ କାଢା
ଏକ କପ ପାଣିରେ 8ରୁ 10ଟି ତୁଳସୀ ପତ୍ର ପକାନ୍ତୁ। ଏଥିରେ 8-10ଟି ଗୋଲ ମରିଚ ପକାନ୍ତୁ। ଛୋଟ ଅଦା ଖଣ୍ଡେକୁ ଛେଚିକି ଏଥିରେ ମିଶାନ୍ତୁ। ଏଥିରେ କିଛି ଡାଲଚିନି, ଗୋଟିଏ ଲବଙ୍ଗ ଏବଂ ଗୋଟିଏ ଚୁଟକି ଶୁଣ୍ଠି ପକାନ୍ତୁ। ଏବେ ଏହି ମିଶ୍ରଣକୁ ଭଲଭାବେ ଗ୍ୟାସରେ ଫୁଟାନ୍ତୁ। ଏହାକୁ ସେତେବେଳ ପର୍ଯ୍ୟନ୍ତୁ ଫୁଟାନ୍ତୁ, ଯେ ପର୍ଯ୍ୟନ୍ତ ଏହି ପାଣି ଅଧା ନ ହୋଇ ଯାଇଛି। ଏହା ପ୍ରସ୍ତୁତ ହୋଇଗଲା ପରେ ଏହାକୁ ଛାଣି ନିଜ ପସନ୍ଦ ମୁତାବକ ଚିନି କିମ୍ବା ଲୁଣ ମିଶାଇ ପିଅନ୍ତୁ।

ହର୍ବାଲ ଟି
ଆଲର୍ଜି କାରଣରୁ କାଶ ହୋଇଥାଏ। ତେଣୁ ଏହାପାଇଁ ହର୍ବାଲ-ଟି ଏକମାତ୍ର ମହଷୌଧି। ରାତିରେ ଶୋଇବା ପୂର୍ବରୁ ଏକ କପ୍ ହର୍ବାଲ ଟି ପିଇବା ଦ୍ବାରା ଖୁବ୍ ଆରାମ ମିଳିଥାଏ। ନିଦ ମଧ୍ୟ ଖୁବ୍ ଭଲ ହୋଇଥାଏ।

ରାତିରେ ଦହି ଖାଆନ୍ତୁ ନାହିଁ
ଯଦି ଆପଣ ଉପରୋକ୍ତ ସମସ୍ୟାରେ ପୀଡିତ ଅଛନ୍ତି, ତେବେ ରାତିରେ ଦହି ଖାଇବା ବର୍ଜନ କରନ୍ତୁ। ଏହା ଥଣ୍ଡା ହୋଇଥାଏ। ଫଳରେ ଏହା କାଶର ସମସ୍ୟାକୁ ବଢାଇ ଦେଇଥାଏ।

ବିଛଣା ସଫା ରଖନ୍ତୁ
ଆଲର୍ଜି ସମସ୍ୟାରୁ ରକ୍ଷା ପାଇବାକୁ ଚାହୁଁଥିଲେ, ବିଛଣା ସଫା ରଖନ୍ତୁ। କମ୍ବଳ, ଗଦି ଏବଂ ତକିଆରେ କଭର ଲଗାନ୍ତୁ। ଧୂଳିଜନିତ ବିଛଣା କାରଣରୁ କାଶ ଜନିତ ସମସ୍ୟା ବଢିଯାଇଥାଏ। ଯଦି ସମ୍ଭବ, ତେବେ ସପ୍ତାହରେ ଥରେ ହେଲେ ମଧ୍ୟ ଗରମ ପାଣିରେ ବିଛଣା ସଫା କରନ୍ତୁ।

ଗରମ ପାଣି ଗଗଲିଂ କରନ୍ତୁ
ରାତିରେ ଶୋଇବାକୁ ଯିବା ପୂର୍ବରୁ ହାଲକା ଗରମ ପାଣି ନେଇ ଗଗଲିଂ କରନ୍ତୁ। ଏହାଦ୍ବାରା ତଣ୍ଟିକୁ ଆରାମ ମିଳିବା ସଙ୍ଗେ ସଙ୍ଗେ କାଶ ମଧ୍ୟ କମ ହୋଇଥାଏ। ପ୍ରତିଦିନ ଏହା କରିବା ଦ୍ବାରା ଖୁବ୍ ଶୀଘ୍ର କାଶ କମିଯାଇଥାଏ।

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.