ETV Bharat / lifestyle

କୋରୋନାକୁ ଦେଇପାରିବେ ମାତ୍, ଯଦି ଡାଏଟରେ ଥିବ ଏହି 5 ଖାଦ୍ୟ

author img

By

Published : Jul 28, 2020, 8:29 AM IST

ସମଗ୍ର ବିଶ୍ବରେ କାୟା ମେଲାଇଛି କୋରୋନା । ଭୟଙ୍କର କୋରୋନା ଭାଇରାସ ଯୋଗୁଁ କୋଟି କୋଟି ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି । ଏହାକୁ ମାତ ଦେବାକୁ ହେଲେ ସାମାଜିକ ଦୂରତା, ମାସ୍କ ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ହେବ । ବାହ୍ୟ ଶତ୍ରୁକୁ ମାତ ଦେବାକୁ ହେଲେ ଆମ ଡାଏଡରେ ନିଶ୍ଚୟ ଏହି ଖାଦ୍ୟ ରହିବା ଜରୁରୀ । ଜାଣିବା ପାଇଁ ଅଧିକ ପଢନ୍ତୁ...

କୋରୋନାକୁ ଦେଇପାରିବେ ମାତ୍
କୋରୋନାକୁ ଦେଇପାରିବେ ମାତ୍

ନୂଆଦିଲ୍ଲୀ: କୋରୋନା ସହ ଲଢେଇ କରିବାକୁ ହେଲେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବାକୁ ହେବ । ଇମ୍ୟୁନିଟ ବୁଷ୍ଟ ଅର୍ଥାତ ଇମ୍ୟୁନିଟି ବଢାଇବାକୁ ହେଲେ ଆମ ଦୈନନ୍ଦିନ ଖାଦ୍ୟ ପ୍ରଣାଳୀରେ ପରିବର୍ତ୍ତନ ଆଣିବାକୁ ପଡିବ । ତେବେ ଖାଦ୍ୟ ସୁରକ୍ଷା ଓ ନିରପତ୍ତା କର୍ତ୍ତୃପକ୍ଷ(ଏଫଏସଏସଆଇ)ଙ୍କ ଅନୁଯାୟୀ ଭିଟାମିନ-ସି ଯୁକ୍ତ ଖାଦ୍ୟ ପ୍ରତିରୋଧକ ବଢାଇଥାଏ । ତେଣୁ ଦୈନିକ ଖାଦ୍ୟରେ ଭିଟାମିନ-ସି ଖାଦ୍ୟ ଖାଇବାକୁ ହେବ ।

କୋରୋନାକୁ ଦେଇପାରିବେ ମାତ୍
କୋରୋନାକୁ ଦେଇପାରିବେ ମାତ୍

ଅଁଳା- ଏଥିରେ ପ୍ରଚୁର ପରିମାଣର ଭିଟାମିନ-ସି ଥାଏ । କଣ୍ଟେମ୍ପରାରୀ କ୍ଲିନିକାଲ୍ ଟ୍ରାଏଲ୍ କମ୍ୟୁନିକେସନ୍' ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି । ଅଳାଁ ଖାଇବା ଦ୍ବାରା ରକ୍ତର ତରଳ ପଦାର୍ଥରେ ଉନ୍ନତି ଆଣିଥାଏ । ଅକ୍ସିଡେଟିଭ୍ ଚାପର ବାୟୋମାର୍କର୍ ହ୍ରାସ କରିଥାଏ।ଭିଟାମିନ୍-ସି ର ଅଁଳାର ଏକ ଭଲ ଉତ୍ସ । ଏହା ଖାଇବା ଦ୍ବାରା ଶରୀର ପାଇଁ ଆବଶ୍ୟକ ପ୍ରୋଟିନ୍, ଆଇରନ୍ ଏବଂ ଫାଇବର ମଧ୍ୟ ଥାଏ । ତେଣୁ ଏହାକୁ ଦୈନିକ ଖାଇଲେ ପ୍ରତିରୋଧ ବଢିଥାଏ ।

କୋରୋନାକୁ ଦେଇପାରିବେ ମାତ୍
କୋରୋନାକୁ ଦେଇପାରିବେ ମାତ୍

କମଳା -କମଳାରେ ଅନେକ ପ୍ରକାରର ପୋଷକ ତତ୍ତ୍ବ ଭରପୁର ରହିଥାଏ । ଏଥିରେ କ୍ୟାଲେରୀ କମ ରହିଥାଏ । କମଳାରେ କୌଣସି ପ୍ରକାରର ସନ୍ତୁଳିତ ଚର୍ବି କିମ୍ବା କଲେଷ୍ଟ୍ରୋଲ ନଥାଏ । ଏହାକୁ ଖାଇବା ଦ୍ବାରା ଡାଏଟରୀ ଫାଇବର ମିଳିଥାଏ, ଯାହା ଶରୀରରୁ କ୍ଷତିକାରଣ ପଦାର୍ଥକୁ ବାହାର କରିଥାଏ । ଏପରିକି କମଳା ହଜମ ପ୍ରକ୍ରିୟା ପାଇଁ ଏକ ଟନିକ ଭାବ କାମ କରିବା ସହ ରୋଗ ପ୍ରତିରୋଧକ ବଢାଏ ।

କୋରୋନାକୁ ଦେଇପାରିବେ ମାତ୍
କୋରୋନାକୁ ଦେଇପାରିବେ ମାତ୍

ଅମୃତଭଣ୍ଡା - କମଳା ପରି ଅମୃତଭଣ୍ଡା ମଧ୍ୟ କମ କ୍ୟାଲେରୀ ଯୁକ୍ତ ଖାଦ୍ୟ । ଏଥରୁ ଫାଇବର ପ୍ରଚୁର ପରିମାଣର ମିଳିଥାଏ । ଏହା ଖାଇବା ଦ୍ବାରା ଶରୀରର ଡିଟେକ୍ସିଫାଏ କରିବା ପକେ ପାଚନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥାଏ । ଏହା ମଧ୍ୟ ଇମ୍ୟୁନ ସିଷ୍ଟମ ପାଇଁ ଗୁରୁତ୍ବ କାମ କରିଥାଏ ।

କୋରୋନାକୁ ଦେଇପାରିବେ ମାତ୍
କୋରୋନାକୁ ଦେଇପାରିବେ ମାତ୍

ଲେମ୍ବୁ- ଓଜନ ହ୍ରାସ ଠାରୁ ହୃଦ ରୋଗ ଭଳି ଗମ୍ଭୀର ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲେମ୍ବୁ ସଞ୍ଜୀବନୀ ପରି କାମ କରେ । ଏଥିରେ ମିଳୁଥିବା ସାଇଟ୍ରିକ୍ ଏସିଡ୍ ମଧ୍ୟ ପଥରୀ ଚିକିତ୍ସାରେ ଅତ୍ୟନ୍ତ ପ୍ରଭାବଶାଳୀ । ଏହା ଶରୀରରେ ପରିସ୍ରା ପରିମାଣ ଏବଂ pH ସ୍ତର ବୃଦ୍ଧି ପାଇଁ କାମ କରେ । ରୋଗ ପ୍ରତିରୋଧକ ସ୍ତର ବଢାଇବାକୁ ଏହାକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

କୋରୋନାକୁ ଦେଇପାରିବେ ମାତ୍
କୋରୋନାକୁ ଦେଇପାରିବେ ମାତ୍

ପିଜୁଳି-ଫାଇବର ଓ ପୋଟାସିୟମରେ ଭରପୁର ଏହି ଫଳ । କେତେକ ଅଧ୍ୟୟନରୁ ଜଣାପଡିଛି ଯେ, ଏହି ଫଳ ଖାଇବା ଦ୍ବାରା କେବଳ ରକ୍ତ ସର୍କରାକୁ ନିୟନ୍ତ୍ରଣ କରେ ନାହିଁ ବରଂ ହୃଦ ସମସ୍ୟା ମଧ୍ୟ ଦୂର କରିଥାଏ । ପିଜୁଳିରେ ଭିଟାମିନ-ଏ ଓ ଭିଟାମିନ -କେ ରହିଥାଏ ।

ସିମଲ ଲଙ୍କା- ସିମଲ ଲଙ୍କାରେ ଭିଟମିନ-ସି, ଭିଟାମିନ-ଏ ଓ ଭିଟାମିନ-ଇ ରହିଥାଏ । ଏଥିରୁ ମିଳୁଥିବା ମିନେରାଲ ଓ ପୋଟାସିୟମ ଶରୀରରେ ପ୍ରତିରୋଧ ବଢାଇ ଥାଏ । ଏହାର ସ୍ବାଦ ବଢାଇବା ପାଇଁ ଯେକୌଣସି ଥାଳିରେ କ୍ୟାପ୍ସକମ ବ୍ୟବହାର କରିପାରିବେ ।

କୋରୋନାକୁ ଦେଇପାରିବେ ମାତ୍
କୋରୋନାକୁ ଦେଇପାରିବେ ମାତ୍

ଏପରିକି ଅନେକ ଖାଦ୍ୟ ରହିଛି ଯାହା ଆମ ଶରୀର ପାଇଁ ନିହାତି ଆବଶ୍ୟକ । ଯାହା ଦ୍ବାରା ବାହ୍ୟ ରୋଗକୁ ଲଢିବାର ଶକ୍ତି ପାଇଥାଉ । ଟମାଟୋ ଜୁସରେ ପ୍ରତିରୋଧ ମାତ୍ରାଧିକ ବୃଦ୍ଧି କରାଇଥାଏ । ଟମାଟୋରେ ଫାଲେଟର ମାତ୍ରା ଅଧିକ ରହିଥିବାରୁ ସଂକ୍ରରଣ ରୋଗରୁ ରୋକିବାରେ ସାହାଯ୍ୟ କରିଥାଏ । ପାଳଙ୍ଗ ଜୁସରେ ମଧ୍ୟ ମାତ୍ରାଧିକ ପୋଷକ ତତ୍ତ୍ବ ରହିଛି । ଏହି ପରିବା କୁ ଡାକ୍ତରମାନେ ଦୈନିକ ଆହରଣ କରିବାକୁ ପରାମର୍ଶ ଦେଇଥାନ୍ତି । ବାଦାମ, ଦହି, ନଡିଆ, ମାଛ ଭଳି ଖାଦ୍ୟ ପ୍ରତିରୋଧ ବଢାଇବାର ମୁଖ୍ୟ ଖାଦ୍ୟ ମାନଙ୍କ ମଧ୍ୟରୁ ଗୋଟିଏ ଗୋଟିଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.