ETV Bharat / lifestyle

କୋରୋନା ମହାମାରୀରେ ସର୍ବାଧିକ ବିକ୍ରି ହୋଇଛି ସାମସଙ୍ଗ ମୋବାଇଲ

ଚଳିତ ବର୍ଷ ଅଧା ମାସରେ ବିକ୍ରି ହୋଇଥିବା ଶ୍ରେଷ୍ଠ 10 ଟି ସ୍ମାର୍ଟଫୋନ୍ ମଧ୍ୟରୁ 5ଟି ସାମସଙ୍ଗ ଗାଲାକ୍ସି ଏ ରହିଛି । ତେବେ କୋରୋନା ମହାମାରୀ ମଧ୍ୟରେ ସ୍ଥାନୀୟ ଗ୍ରାହକ ଉପଯୁକ୍ତ ବଜେଟ ଅନୁଯାୟୀ ସାମସଙ୍ଗ ଗ୍ୟାଲେକ୍ସି ଏ କୁ କିଣିଥିବା ଦେଖିବାକୁ ମିଳୁଛି ।

author img

By

Published : Sep 13, 2020, 12:25 PM IST

କୋରୋନା ମହାମାରୀରେ ସର୍ବାଧିକ ବିକ୍ରି ହୋଇଛି ସାମସଙ୍ଗ ସ୍ମାର୍ଟଫୋନ

ସିଓଲ: ଇଣ୍ଡଷ୍ଟ୍ରି ଟ୍ରାକର କାଉଣ୍ଟର ପଏଣ୍ଟ ରିସର୍ଚ୍ଚ ଅନୁଯାୟୀ ଆପଲ 19 ପ୍ରତିଶତ ସେୟାର ସହିତ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଏଲଜି ଇଲେକ୍ଟ୍ରୋନିକ୍ସ 13 ପ୍ରତିଶତ ସେୟାର ସହିତ ତୃତୀୟ ସ୍ଥାନରେ ରହିଛି।

-ଗତ ମେ ମାସରେ ଲଞ୍ଚ ହୋଇଥିବା ଆପଲ ଆଇଫୋନ୍ ଏସଇ 2020 ଅଧାବର୍ଷରେ ଦକ୍ଷିଣ କୋରିଆରେ ଦ୍ୱିତୀୟ ସର୍ବୋତ୍ତମ ବିକ୍ରି ହୋଇଥିବା ସ୍ମାର୍ଟଫୋନ୍ ମଡେଲ୍ ଥିଲା । ଏହାପରେ ସାମସଙ୍ଗର ଗ୍ୟାଲେକ୍ସି ଏସ 20 ପ୍ଲସ୍ ଏବଂ ଏସ20 ଡିଭାଇସଗୁଡ଼ିକ ବିକ୍ରି ହୋଇଥିଲା ।

- ଚଳିତ ବର୍ଷ ଅଧା ମାସରେ ବିକ୍ରି ହୋଇଥିବା ଶ୍ରେଷ୍ଠ 10 ଟି ସ୍ମାର୍ଟଫୋନ୍ ମଧ୍ୟରୁ 5ଟି ସାମସଙ୍ଗ ଗାଲାକ୍ସି ଏ ରହିଛି । ତେବେ କୋରୋନା ମହାମାରୀ ମଧ୍ୟରେ ସ୍ଥାନୀୟ ଗ୍ରାହକ ଉପଯୁକ୍ତ ବଜେଟ ଅନୁଯାୟୀ ସାମସଙ୍ଗ ଗ୍ୟାଲେକ୍ସି ଏ କୁ କିଣିଥିବା ଦେଖିବାକୁ ମିଳୁଛି ।

- ଚଳିତ ବର୍ଷ ଅଧା ମାସରେ 400 ଡଲାରରୁ କମ୍ ମୂଲ୍ୟର ସ୍ମାର୍ଟଫୋନ ବିକ୍ରି 45 ପ୍ରତିଶତ ଥିଲା । ଯାହାକି ପୂର୍ବ ବର୍ଷ ତୁଳନାରେ 33 ଅଧିକ ପ୍ରତିଶତ ଥିଲା।

-କାଉଣ୍ଟରପଏଣ୍ଟ ରିସର୍ଚ୍ଚ କହିଛି ଯେ, ଚଳିତ ବର୍ଷ ଅଧାରେ ଦକ୍ଷିଣ କୋରିଆରେ ସ୍ମାର୍ଟଫୋନ୍ ବିକ୍ରି ପୂର୍ବ ବର୍ଷ ତୁଳନାରେ 9 ପ୍ରତିଶତ ବୃଦ୍ଧି ପାଇଛି । କିନ୍ତୁ ପୂର୍ବ ବର୍ଷ ତୁଳନାରେ ଏହା 8 ପ୍ରତିଶତ ହ୍ରାସ ପାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.