ETV Bharat / lifestyle

ଆଜି ଏହି ପ୍ଲାଟଫର୍ମରେ ବିକ୍ରି ପାଇଁ ଉପଲବ୍ଧ ହେବ Realme C15 - ରେଡମି 9

Realme C15 Redme 9 ପ୍ରାଇମକୁ ଟକ୍କର ଦେଇ C15 ର 3GB RAM + 32GB ଷ୍ଟୋରେଜ ସହ ଅନଲାଇ ସପିଂ ପୋର୍ଟାଲ ଫ୍ଲିପକାର୍ଟରେ ହେବ ଉପଲବ୍ଧ । ଅଧିକ ପଢନ୍ତୁ...

ଆଜି ଏହି ପ୍ଲାଟଫର୍ମରେ ବିକ୍ରି ପାଇଁ ଉପଲବ୍ଧ ହେବ Realme C15

author img

By

Published : Aug 31, 2020, 7:15 PM IST

Realme ତାର C ସିରିଜର C15 ସ୍ମାର୍ଟଫୋନ ଲଞ୍ଚ କରିଛି । ଆଜି (ସୋମବାର) ରାତି 8 ଟାରେ ଅନଲାଇନ ସପିଂ ୱେବସାଇଟ ଫ୍ଲିପକାର୍ଟରେ କ୍ରୟ ପାଇଁ C15 ସ୍ମାର୍ଟଫୋନ ଉପଲବ୍ଧ ହେବ । C15 ସ୍ମାର୍ଟଫୋନ ମଧ୍ୟ ଫ୍ଲାସ ସେଲରେ Realme.com ରେ କ୍ରୟ କରାଯାଇପାରିବ । ମଧ୍ୟମ ରେଞ୍ଜ ବିଭାଗରେ, Realme C15 Redme 9 ପ୍ରାଇମକୁ ଟକ୍କର ଦେଉଛି ।

ସେଲରେ କ୍ରୟ ପାଇଁ Realme C15 ସ୍ମାର୍ଟଫୋନର ଉଭୟ ପ୍ରକାର ଉପଲବ୍ଧ ହେବ। C15 ର 3GB RAM + 32GB ଷ୍ଟୋରେଜ ଭାରିଆଣ୍ଟର ମୂଲ୍ୟ 9,999 ଟଙ୍କା ଥିବାବେଳେ 4GB RAM + 64GB ଷ୍ଟୋରେଜ ଭାରିଆଣ୍ଟ 10,999 ଟଙ୍କାରେ ଉପଲବ୍ଧ । ଆସନ୍ତାକାଲି (ମଙ୍ଗଳବାର) ସ୍ମାର୍ଟଫୋନ ପାୱାର ବ୍ଲୁ ଏବଂ ପାୱାର ସିଲଭ୍ ରଙ୍ଗରେ ଉପଲବ୍ଧ ।

Realme C15 ସ୍ମାର୍ଟଫୋନରେ 6.5 ଇଞ୍ଚ ର HD Plus ଡିସପ୍ଲେ ଅଛି । ମିଡିଆଟେକ ହେଲିଓ G35 ଚିପସେଟକୁ ସ୍ମାର୍ଟଫୋନରେ ବ୍ୟବହାର କରାଯାଇଛି । SD କାର୍ଡ ମାଧ୍ୟମରେ C15 ସ୍ମାର୍ଟଫୋନର ଷ୍ଟୋରେଜ 128GB ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । ସ୍ମାର୍ଟଫୋନର ବ୍ୟାକ ପ୍ୟାନେଲରେ ଥିବା 13 ମେଗାପିକ୍ସେଲ ପ୍ରାଥମିକ କ୍ୟାମେରା କ୍ୱାଡ ସେଟଅପ ସହିତ ଆସିଥାଏ । ସେଲଫି ନେବାକୁ ସ୍ମାର୍ଟଫୋନରେ 8 ମେଗାପିକ୍ସେଲ କ୍ୟାମେରା ବ୍ୟବହାର କରାଯାଇଛି । ସ୍ମାର୍ଟଫୋନରେ 6000mAh ବ୍ୟାଟେରୀ ଅଛି ।

Realme C15 ସ୍ମାର୍ଟଫୋନର ଟକ୍କର Redme 9 ପ୍ରାଇମ ସ୍ମାର୍ଟଫୋନ ସହିତ ହେବ । Rdme 9 ପ୍ରାଇମର 4 GB Ram ଏବଂ 64 GB ଷ୍ଟୋରେଜ ଭାରିଆଣ୍ଟ 9,999 ଟଙ୍କାରେ ଉପଲବ୍ଧ ଥିବାବେଳେ 4 GB Ram ଏବଂ 128 GB ଷ୍ଟୋରେଜ ଭାରିଆଣ୍ଟ 11,999 ଟଙ୍କାରେ କିଣାଯାଇପାରିବ ।

Redme 9 ପ୍ରାଇମ ସ୍ମାର୍ଟଫୋନରେ 6.53 ଇଞ୍ଚ ଫୁଲ HD ପ୍ଲସ ଡିସପ୍ଲେ ଅଛି । ମିଡିଆଟେକ ହେଲିଓ G80 ଚିପସେଟକୁ ସ୍ମାର୍ଟଫୋନରେ ବ୍ୟବହାର କରାଯାଇଛି । Redme 9 ପ୍ରାଇମ ସ୍ମାର୍ଟଫୋନରେ କ୍ୱାଡ କ୍ୟାମେରା ସେଟଅପ ଉପଲବ୍ଧ, ଯେଉଁଥିରେ ପ୍ରାଇମେରୀ ଲେନ୍ସ 13 ମେଗାପିକ୍ସେଲ ଅଟେ । ସେଲଫି ନେବା ପାଇଁ ସ୍ମାର୍ଟଫୋନରେ 8 ମେଗାପିକ୍ସେଲ ସିଙ୍ଗଲ କ୍ୟାମେରା ଅଛି । ସ୍ମାର୍ଟଫୋନରେ ଏକ 5020mAh ବ୍ୟାଟେରୀ ବ୍ୟବହାର କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.