ETV Bharat / lifestyle

6 ହଜାର ଟଙ୍କା କମିଲା Realmeର ଏହି ଫୋନ, ମୋଟୋରୋଲା ୱାନ ଭିଜନ ପ୍ଲସକୁ ଦବ କଡାଟକ୍କର

କମ୍ପାନୀ ରିଅଲମf 3 ପ୍ରୋ ମୂଲ୍ୟ ହ୍ରାସ କରିଛି । ଏହା ପରେ 16 ହଜାର ଟଙ୍କା ଏହି ଫୋନ ବର୍ତ୍ତମାନ ମାତ୍ର 10 ହଜାର ଟଙ୍କାରେ ଉପଲବ୍ଧ ହେଉଛି। ଅଧିକ ପଢନ୍ତୁ...

6 ହଜାର ଟଙ୍କା କମିଲା Realmeର ଏହି ଫୋନ, ମୋଟୋରୋଲା ୱାନ ଭିଜନ ପ୍ଲସକୁ ଦବ କଡାଟକ୍କର
6 ହଜାର ଟଙ୍କା କମିଲା Realmeର ଏହି ଫୋନ, ମୋଟୋରୋଲା ୱାନ ଭିଜନ ପ୍ଲସକୁ ଦବ କଡାଟକ୍କର
author img

By

Published : Jul 12, 2020, 6:47 PM IST

ହାଇଦ୍ରାବାଦ: ଅନେକ ସ୍ମାର୍ଟଫୋନ କମ୍ପାନୀ ନିଜ ଫୋନର ମୂଲ୍ୟ ହ୍ରାସ କରୁଛନ୍ତି। ବର୍ତ୍ତମାନ ରିଅଲମି ଏହାର ସ୍ମାର୍ଟଫୋନ ରିଅଲମି 3 ପ୍ରୋ ମୂଲ୍ୟ ହ୍ରାସ କରିଛି। ଯଦି ଆପଣ ବଜେଟ ଭିତରେ ଫୋନ ନେବାକୁ ଯୋଜନା କରୁଛନ୍ତି ତେବେ ଏହି ଫୋନ ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ବୋଲି ପ୍ରମାଣ କରିପାରିବ । ଆସନ୍ତୁ ଜାଣିବା ଏହାର ନୂଆ ମୂଲ୍ୟ ଏବଂ ଫିଚର ବିଷୟରେ ।

ସୂଚନା ଅନୁଯାୟୀ, କମ୍ପାନୀ ରିଅଲିମି 3 ପ୍ରୋ ମୂଲ୍ୟକୁ 6 ହଜାର ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛି। ପୂର୍ବରୁ ଏହି ଫୋନର ମୂଲ୍ୟ 15,999 ଟଙ୍କା ଥିଲା, ବର୍ତ୍ତମାନ ମୂଲ୍ୟ କମ ହେବା ପରେ ଏହି ଫୋନକୁ ମାତ୍ର 9 ହଜାର 999 ଟଙ୍କାରେ କିଣିପାରିବେ ।

ଫୋନର ଫିଚର

ରିଅଲମି 3 ପ୍ରୋରେ 6.3 ଇଞ୍ଚ ଡିୟୁଡ୍ରାପ ଫୁଲ ସ୍କ୍ରିନ ଅଛି । ସ୍କ୍ରିନ ସୁରକ୍ଷା ପାଇଁ ଫୋନରେ କର୍ନିଙ୍ଗ ଗରିଲା ଗ୍ଲାସ 5 ଦିଆଯାଇଛି । ଏହି ସ୍ମାର୍ଟଫୋନ କ୍ୱାଲକମ ସ୍ନାପଡ୍ରାଗନ 710 ପ୍ରୋସେସର୍ରେ ଚାଲିବ । ସ୍ମାର୍ଟଫୋନଟି ପର୍ପଲ, ବ୍ଲୁ, ଗ୍ରେ ରଙ୍ଗ ର ରହିଛି । ସ୍ମାର୍ଟଫୋନରେ 4,045 mAh ବ୍ୟାଟେରୀ ଅଛି । ଫୋନ VOOC 3.0 ଚାର୍ଜିଂର ସୁବିଧା ରହିଛି । ରିଅଲମି 3 ପ୍ରୋ ସ୍ମାର୍ଟଫୋନରେ GameBoost 2.0 ଏବଂ TouchBoos ରହିବ । TouchBoos ଟଚ କଣ୍ଟ୍ରୋଲକୁ ଉନ୍ନତ କରିଥାଏ ।

କ୍ୟାମେରା

ସେଲଫି ପାଇଁ ଫୋନରେ 25 ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି । ଏହି ସମୟରେ ଏହି ସ୍ମାର୍ଟଫୋନର ପଛ ଭାଗରେ 16 ମେଗାପିକ୍ସେଲ ଏବଂ 5 ମେଗାପିକ୍ସେଲ ଡୁଆଲ କ୍ୟାମେରା ସେଟଅପ ଅଛି । ରିଅଲମି 3 ପ୍ରୋ ଅଲ୍ଟ୍ରା HD ମୋଡ ସହିତ ଆସିଥାଏ ଯାହା ଦ୍ବାରା ୟୁଜର୍ସ 64MP ରେଜୋଲୁସନରେ ଫଟୋ ଏବଂ ଭିଡିଓ ସୁଟ କରିବାରେ ସକ୍ଷମ ହେବେ।

ମୋଟରୋଲା ୱାନ ଭିଜନ ପ୍ଲସ ସହ ଟକ୍କର ଦେବ ରିଅଲମି 3 ପ୍ରୋ

ମୋଟରୋଲା ୱାନ ଭିଜନ ପ୍ଲସରେ 6.3-ଇଞ୍ଚ ଫୁଲ HD ପ୍ଲସ ଡିସପ୍ଲେ ଅଛି, ଯାହାର ରେଜୋଲୁସନ 1,080x2,280 ପିକ୍ସେଲ । କାର୍ଯ୍ୟଦକ୍ଷତା ପାଇଁ, ଏଥିରେ ଏକ ଅଷ୍ଟା-କୋର କ୍ୱାଲକମ ସ୍ନାପଡ୍ରାଗନ 665 ସଞ୍ଚାଳକ ଅଛି । ଏହି ଫୋନ ଆଣ୍ଡ୍ରଏଡ 9 ଅପରେଟିଂ ସିଷ୍ଟମରେ କାମ କରେ । ଚାର୍ଜିଂ ପାଇଁ, 15W ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ 4,000 mAh ବ୍ୟାଟେରୀ ଅଛି । କନେକ୍ଟିଭିଟି ପାଇଁ ଏହି ଫୋନରେ 4G LTE, ବ୍ଲୁଟୁଥ ଭର୍ସନ 5.0, ଜିପିଏସ ଏବଂ 3.5 ମିମି ହେଡଫୋନ ଜ୍ୟାକ ଫିଚର ଅଛି । ଏହି ଫୋନର ମୋଟ ଓଜନ ହେଉଛି 188 ଗ୍ରାମ । ଏହାର ମୂଲ୍ୟ 14,300 ଟଙ୍କା ସ୍ଥିର କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.