ETV Bharat / lifestyle

LG ଆଣିଲା Aristo 5 ସ୍ମାର୍ଟଫୋନ, ବଜେଟ ସେଗମେଣ୍ଟରେ ହେବ କଡା ମୁକାବିଲା - ସ୍ମାର୍ଟଫୋନ

Vivo U10କୁ କଡା ଟକ୍କର ଦେବ LG ଆଣିଲା Aristo 5 ସ୍ମାର୍ଟଫୋନ । ପ୍ରଥମେ ଆମେରିକାରେ ହେଲା ଲଞ୍ଚ । ଅଧିକ ପଢନ୍ତୁ...

LG ଆଣିଲା Aristo 5 ସ୍ମାର୍ଟଫୋନ, ବଜେଟ ସେଗମେଣ୍ଟରେ ହେବ କଡା ମୁକାବିଲା

author img

By

Published : Jul 15, 2020, 1:32 PM IST

ନୂଆଦିଲ୍ଲୀ: ବଜେଟ ସେଗମେଣ୍ଟରେ LG ଏହାର ନୂଆ ସ୍ମାର୍ଟଫୋନ LG Aristo 5କୁ ଆମେରିକାରେ ଲଞ୍ଚ କରିଛି। ବଜେଟ ସେଗମେଣ୍ଟର ଗ୍ରାହକଙ୍କୁ ଟାର୍ଗେଟ କରିବା ପାଇଁ ଏହି ଫୋନ ଲଞ୍ଚ କରାଯାଇଛି। କାର୍ଯ୍ୟଦକ୍ଷତା ପାଇଁ, ଏହାର ଏକ ଅକ୍ଟା-କୋର ଫ୍ରୋସେସର ଅଛି ।

ଆସନ୍ତୁ ଜାଣିବା LG Aristo 5 ରେ କଣ ଅଛି ନୂଆ

ଫୋନର ମୂଲ୍ୟ

ନୂଆ LG Aristo 5 ର ମୂଲ୍ୟ 150 ଡଲାର (11,300 ଟଙ୍କା) ରଖାଯାଇଛି । ଯାହାକି 2GB + 32GB ଷ୍ଟୋରେଜ ରହିଛି । ଏହି ଫୋନ ରଙ୍ଗ ସିଲଭର ରହିଛି । ଭାରତ ସମେତ ଅନ୍ୟ ଦେଶରେ ନୂଆ Aristo 5 ର ଲଞ୍ଚ ବିଷୟରେ LG ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ।

ସ୍ପେସିଫିକେସନ

LG Aristo 5 ରେ 5.7 ଇଞ୍ଚ ଫୁଲ HD ପ୍ଲସ ଡିସପ୍ଲେ ରହିଛି । ଯାହାର ରେଜୋଲ୍ୟୁସନ 720x1,520 ପିକ୍ସେଲ ଅଟେ । ଏହା ଏକ ବେସିକ ଡିସପ୍ଲେ ଅଟେ, ଯାହା 8000 ରୁ 10000 ଟଙ୍କାର ସ୍ମାର୍ଟଫୋନରେ ମଧ୍ୟ ଦେଖିବାକୁ ମିଳିଥାଏ । ପାଓ୍ବାର ପାଇଁ, ଏହି ଫୋନରେ 3000 mAh ବ୍ୟାଟେରୀ ଅଛି । କାର୍ଯ୍ୟଦକ୍ଷତା ପାଇଁ, ଫୋନରେ ଏକ ଅଷ୍ଟା-କୋର ମିଡିଆ MT6762 ପ୍ରୋସେସର ରହିଛି ।

ଫଟୋଗ୍ରାଫି ପାଇଁ, ଫୋନରେ ଏକ ଡୁଆଲ ରିୟର କ୍ୟାମେରା ସେଟ୍ଅପ ଅଛି, ଯେଉଁଥିରେ 13 ମେଗାପିକ୍ସେଲ ସେନସର ଏବଂ 5 ମେଗାପିକ୍ସେଲ ଓ୍ବାଇଣ୍ଡ-ଆଙ୍ଗେଲ-ଲେନ୍ସ ଅନ୍ତର୍ଭୁକ୍ତ । ଏହାସହ ସେଲଫି ପାଇଁ 5 ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଅଛି । କନେକ୍ଟିଭିଟି ପାଇଁ, ଫୋନରେ 4G LTE, ୱାଇ-ଫାଇ, ବ୍ଲୁଟୁଥ ଭର୍ସନ 5.0, ଜିପିଏସ ଏବଂ USB ପୋର୍ଟ ଭଳି ଫିଚର ଦିଆଯାଇଛି । ଏହି ଫୋନର ଓଜନ 146 ଗ୍ରାମ ।

Vivo U10 ସହ କଡା ଟକ୍କର

ନୂତନ ଏଲଜି ଅରିଷ୍ଟୋ 5 ଏହି ସେଗମେଣ୍ଟରେ ଅନେକ ସ୍ମାର୍ଟଫୋନ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ, କିନ୍ତୁ ଏଠାରେ Vivo U10 ବଜେଟ ସେଗମେଣ୍ଟରେ ଏକ ଉଚ୍ଚ ମାନର ସ୍ମାର୍ଟଫୋନ ଅଟେ । ଏହା 3 GB RAM + 32 GB ଇଣ୍ଟରନାଲ ଷ୍ଟୋରେଜ ପ୍ରଦାନ କରେ । ଏହାର ମୂଲ୍ୟ ହେଉଛି 9,990 ଟଙ୍କା । ଏହି ଫୋନରେ 6.35 ଇଞ୍ଚ HD + ଡିସପ୍ଲେ ଅଛି । ଫଟୋଗ୍ରାଫି ପାଇଁ ଏହାର ପଛରେ 13MP + 8MP + 2MP ଟ୍ରିପଲ କ୍ୟାମେରା ସେଟଅପ ଥିବାବେଳେ ସେଲଫି ପାଇଁ 8MP ଫ୍ରଣ୍ଟ କ୍ୟାମେରା ଅଛି । ପରଫରମାନ୍ସ ପାଇଁ, ଏହି ଫୋନରେ କ୍ୱାଲକମ ସ୍ନାପଡ୍ରାଗନ 665 AIE ପ୍ରୋସେସର ଅଛି । ବିଶେଷ କଥା ହେଉଛି ଏଥିରେ 18W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବା ପାଇଁ 5000 mAh ବ୍ୟାଟେରୀ ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.