ETV Bharat / lifestyle

ଏହି ଉପୟାରେ ଗୋଟିଏ ମୋବାଇଲରେ ଚଲାନ୍ତୁ 2ଟି ହ୍ବାଟସଆପ ଆକାଉଣ୍ଟ - smart phone

ଏହି ଉପୟାରେ ଗୋଟିଏ ମୋବାଇଲରେ ଚଲାନ୍ତୁ 2ଟି ହ୍ବାଟସଆପ ଆକାଉଣ୍ଟଯଦି ଆଫଣ ଗୋଟିଏ ମୋବାଇଲରେ ଦୁଇଟି ହ୍ବାଟସଆପ ଆକାଉଣ୍ଟ ଚଲାଇବାକୁ ଚାହୁଁଛନ୍ତି , ତେବେ ନିମ୍ନରେ ଦିଆଯାଇଥିବା ଉପୟା ଅନୁସାରେ ଦୁଇଟି ଆକାଉଣ୍ଟ ଚଲାଇ ପାରିବେ । ଅଧିକ ପଢନ୍ତୁ...

ଏହି ଉପୟାରେ ଗୋଟିଏ ମୋବାଇଲରେ ଚଲାନ୍ତୁ 2ଟି ହ୍ବାଟସଆପ ଆକାଉଣ୍ଟ

author img

By

Published : Jul 20, 2020, 3:48 PM IST

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ବଜାରକୁ ଆସୁଥିବା ସମସ୍ତ ମୋବାଇଲରେ ଡୁଆଲ ସିମର ସୁବିଧା ରହୁଛି । ତେବେ କିଛି ଇ-ୟୁଜର୍ସ ଅଛନ୍ତି ଯାହାଙ୍କର ଦୁଇଟି ହ୍ବାଟସଆପ ଆକାଉଣ୍ଟ ଅଛି । କିନ୍ତୁ ଆପଣ ଜାଣନ୍ତି କି ଆପଣ ଗୋଟିଏ ମୋବାଇଲରେ ଦୁଇଟି ହ୍ବାଟସଆପ ଆକାଉଣ୍ଟ କିପରି ଚଲାଇ ପାରିବେ । ଏହି ଫିଚର ଅନେକ ସ୍ମାର୍ଟଫୋନରେ ଉପଲବ୍ଧ । ଏହି ଫିଚର ଆପକୁ କ୍ଲୋନିଂ ଫିଚର କୁହାଯାଏ । ଏହା ମାଧ୍ୟମରେ, ଯେକୌଣସି ଆପ ର କ୍ଲୋନ କରି ଏହାର ବ୍ୟବହାର କରାଯାଇପାରିବ ।

ବଜାରରେ ଏପରି ଅନେକ ଆଣ୍ଡ୍ରଏଡ ସ୍ମାର୍ଟଫୋନ ଅଛି ଯେଉଁଥିରେ ଆପ କ୍ଲୋନିଂ କିମ୍ବା ଆପ ଟ୍ୱିନ ଫିଚର ଅଛି । ସାମସଙ୍ଗ, ସାଆଓମି ସହିତ ଅନେକ କମ୍ପାନୀ ଏହି ଫିଚର ପ୍ରଦାନ କରନ୍ତି । କିନ୍ତୁ ଯଦି ଆପଣଙ୍କର ଏପରି ସ୍ମାର୍ଟଫୋନ ଅଛି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ସେଥିରେ ଅନେକ ଆପ ଅଛି ଯାହା କ୍ଲୋନିଂ ର କାମ କରିଥାଏ । ତେବେ ଜାଣନ୍ତୁ ଗୋଟିଏ ମୋବାଇଲରେ ଦୁଇଟି ହ୍ବାଟସଆପ କିପରି ଚଲାଇବେ ।

ସର୍ବପ୍ରଥମେ, ଯଦି ଆପଣଙ୍କର ମୋବାଇଲରେ ହ୍ବାଟସଆପ ନାହିଁ, ଏହାକୁ ଇନଷ୍ଟଲ କରନ୍ତୁ ।

ଏହାପରେ ଫୋନର ସେଟିଂକୁ ଯାଆନ୍ତୁ ।

ସେଟିଂକୁ ଯିବା ପରେ ତଳକୁ ସ୍କ୍ରୋଲ କରନ୍ତୁ ।

ଏଠାରେ ଆପଣ ଆପ କ୍ଲୋନର ଅପ୍ସନ ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ ।

ଏହାପରେ ମୋବାଇଲରେ ଆହୁରି ଅନେକ ଆପ ମଧ୍ୟ ଦେଖିପାରିବେ ।

ସେଥିରୁ ଏବେ ହ୍ବାଟସଆପ କ୍ଲୋନ ଉପରେ କ୍ଲିକ କରନ୍ତୁ ଆଉ ଏକ ହ୍ବାଟସଆପ ଆକାଉଣ୍ଟ ତିଆରି କରନ୍ତୁ ଏବଂ ଆପକୁ ଖୋଲନ୍ତୁ ।

ବର୍ତ୍ତମାନ ଏଗ୍ରୀ ଏବଂ କଣ୍ଟିନ୍ୟୁ ଅପ୍ସନ ଉପରେ କ୍ଲିକ କରନ୍ତୁ ଏବଂ ହ୍ବାଟସଆପ ପଚାରୁଥିବା ଅନୁମତିକୁ ଓକେ କରି କରି ଚାଲନ୍ତୁ ।

ବର୍ତ୍ତମାନ ହ୍ବାଟସଆପ ମୋବାଇଲ ନମ୍ବର ମାଗିବ, ଏଥିରେ ଆପଣଙ୍କର ଦ୍ୱିତୀୟ ମୋବାଇଲ ନମ୍ବର ଟିକୁ ଦିଅନ୍ତୁ ।

ଏହା ସହିତ, ଆପଣଙ୍କର ଦ୍ବିତୀୟ ମୋବାଇଲରେ ହ୍ବାଟସଆପ ଚଲାଇବାକୁ ସମର୍ଥ ହେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.