ETV Bharat / lifestyle

ମନ୍ଦିରରେ ମହାଭାରତ ଚରିତ୍ର, ଭକ୍ତ ଚଢାନ୍ତି ରକ୍ତ

ସାଧାରଣତଃ ଆମେମାନେ ମନ୍ଦିରରେ ଦେବାଦେବୀଙ୍କ ପୂଜାର୍ଚ୍ଚନା କରିଥାଉ । ସେ ଯେ କୌଣସି ମନ୍ଦିର ହେଉ ନା କାହିଁକ ସେଠାରେ କେହି ନା କେହି ଭଗବାନ ପୂଜା ପାଆନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ମନ୍ଦିର ସମ୍ପର୍କରେ କହିବୁ ଯେଉଁଠାରେ କେହି ଭଗବାନ ନୁହଁନ୍ତି ବରଂ କୌରବ ଏବଂ ପାଣ୍ଡବ ପୂଜା ପାଇଥାଆନ୍ତି । କେବଳ ସେତିକି ନୁହେଁ ଏଠାରେ ଲୋକେ ପ୍ରସାଦ ଭାବେ ନିଜ ରକ୍ତ ଚଢାଇ ଥାଆନ୍ତି ।

author img

By

Published : Mar 14, 2019, 6:01 AM IST

Breaking News
Intro:Body:

ମୁମ୍ବାଇ: ବଲିଉର ପପୁଲାର ଫିଲ୍ମନିର୍ମାତା କରଣ ଜୋହର ନିକଟରେ ଦର୍ଶକଙ୍କୁ ବହୁଅପେକ୍ଷିତ ଫିଲ୍ମ 'କଲଙ୍କ'ର ଟିଜର ରିଲିଜ କରାଇ ଦର୍ଶକଙ୍କୁ ଦେଇଛନ୍ତି ବଡ ସରପ୍ରାଇଜ । ଫିଲ୍ମର ଟିଜରଟି ଦର୍ଶକ ତଥା ଷ୍ଟାରମାନଙ୍କୁ ବେଶ ପସନ୍ଦ ଆସିଥିବାବେଳେ ସୋସିଆଲ ମିଡିଆର ମଧ୍ୟ ଫିଲ୍ମର ସିନ ତଥା ଡାଇଲଗକୁ ନେଇ ଦେଖାଦେଇଛି ଅନେକ ମିମି..

ଫିଲ୍ମର ଏହି ଟିଜରଟି ବେଶ ସିରିୟସ ନଜର ଆସିଥିବାବେଳେ ଏହାକୁ ନେଇ କିନ୍ତୁ ପ୍ରସ୍ତୁତ ହୋଇଛି ଅନେକ ଜବରଦସ୍ତ ମିମି । ଆଉ ଏହି ସବୁ ମିମିକୁ ଦେଖି ଯେ କେହି ବି ନିଜ ହସକୁ ରୋକିବା ମୁସକିଲ ହେବ ।

ଫିଲ୍ମର ଟିଜରରେ ଅନେକ ଇନଟେନ୍ସ ସିନ ସାଙ୍ଗକୁ ରହିଛି ମାତ୍ର ଦୁଇଟି ଡାଇଲଗ । ପ୍ରଥମଟି ବରୁଣଙ୍କ ଦ୍ବାରା 'କୁଛ ରିସ୍ତେ କର୍ଜ କି ତରହ ହୋତେ ହୈ, ଉହ୍ନେ ନିଭାନା ନେହିଁ ଚୁକାନା ପଡତା ହୈ' ହୋଇଥିବାବେଳେ ଅନ୍ୟଟି ଆଲିୟାଙ୍କର । ଆଲିୟାଙ୍କ ଡାଇଲଗଟି କିଛି ଏମିତି, 'ଜବ କିସି ଔର କି ବରବାଦି ଆପନି ଜିତ ଜୈସି ଲଗେ, ତୋ ହମସେ ଜ୍ୟାଦା ବରବାଦ ଔର କୋଇ ନେହିଁ ଇସ ଦୁନିଆ ମେଁ ।'

ଅଭିଶେକ ବର୍ମନଙ୍କ ଦ୍ବାରା ନିର୍ଦ୍ଦେଶିତ ଓ କରଣ ଜୋହରଙ୍କ ପ୍ରଯୋଜିତ ଏହି ଫିଲ୍ମଟି ମଲ୍ଟିଷ୍ଟାରର ହୋଇଥିବାବେଳେ ଦୀର୍ଘଦିନ ପରେ ପରଦାରେ ଏକାଠି ହୋଇଛନ୍ତି ମାଧୁରୀ ଦିକ୍ଷୀତ ଓ ସଞ୍ଜୟ ଦତ୍ତ । ଏମାନଙ୍କ ଛଡା ଫିଲ୍ମରେ ଆଲିୟା-ବରୁଣ ଓ ସୋନାକ୍ଷୀ-ଆଦିତ୍ୟଙ୍କ ଯୋଡି ମଧ୍ୟ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମଟି ସ୍ବର୍ଗତଃ ୟଶ ଜୋହର ଓ କରଣଙ୍କ 15ବର୍ଷ ପୁରୁଣା ଡ୍ରିମ ପ୍ରୋଜେକ୍ଟ ହୋଇଥିବାବେଳେ ଏହା ଏପ୍ରିଲ 17ତାରିଖରେ ରିଲିଜ ହେବ।

ତେବେ ସୋସିଆଲ ମିଡିଆରେ ଏବେ ଏହି ଡାଇଲଗ ଟ୍ରେଣ୍ଡ କରୁଥିବାବେଳେ ଏହାକୁ ନେଇ ପ୍ରସ୍ତୁତ କରାଯାଇଛି ଅନେକ ମିମି । ଚାଲନ୍ତୁ ଦେଖିବା ସେହି ମିମି ଗୁଡିକ...

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.