ETV Bharat / jagte-raho

ଭଦ୍ରକରେ ସିରିଜ ଲୁଟ, ପୋଲିସର ତଦନ୍ତ ଆରମ୍ଭ - ଦୋକାନରୁ ସିରିଜ ଲୁଟ

ଭଦ୍ରକରେ ସିରିଜ ଲୁଟ । ଛଅଟି ଦୋକାନରୁ ଏକକାଳୀନ ତାଲା ଭାଙ୍ଗି ଲୁଟ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭଦ୍ରକ
author img

By

Published : Sep 19, 2019, 11:11 AM IST

ଭଦ୍ରକ: ଗତକାଲି ବିଳମ୍ବିତ ରାତିରେ ଭଦ୍ରକରେ ସିରିଜ ଲୁଟ। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ରାହାଞ୍ଜ ନାଳକୂଳ ବଜାରରେ ଥିବା ଛଅଟି ଦୋକାନରୁ ଏକକାଳୀନ ଲୁଟେରା ମାନେ ତାଲା ଭାଙ୍ଗି ଏହି ଲୁଟ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଭଦ୍ରକ

ଏହି ଅଞ୍ଚଳରେ ଥିବା ଗୋଟିଏ ଇଲେକ୍ଟ୍ରୋନିକ୍ସ ଦୋକାନ, ଦୁଇଟି ତେଜରାତି ଦୋକାନ, ଦୁଇଟି ଷ୍ଟେସନାରୀ ଦୋକାନ ଏବଂ ଗୋଟିଏ ସେଲୁନ ସମେତ ଛଅଟି ଦୋକାନରୁ ଏହି ଚୋରି ହୋଇଛି। ଲୁଟେରା ମାନେ ପ୍ରତ୍ୟେକ ଦୋକାନର ସାମ୍ନା କବାଟ ଭାଙ୍ଗି ଏହିପରି ଘଟଣା ଘଟାଇଥିବା ଦେଖିବାକୁ ମିଳିଛି।

ସ୍ଥାନୀୟ ଅଞ୍ଚଳରେ ଅନ୍ଧାରର ସୁଯୋଗ ନେଇ ଏହି ଲୁଟ ହୋଇଥିବା ଅନୁମାନ କରାଯାଉଛି। ଏନେଇ ଖବର ପାଇ ଘଟଣାସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଅଧିକ ଅନୁସନ୍ଧାନ ଆରମ୍ଭ କରିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

Intro:SLUG : THEFT
FORMAT : AVO
REPORT : DEBASIS MOHAPATRA / BHADRAK
DATE : 18.09.2019

ANCHOR : ଗତକାଲି ବିଳମ୍ବିତ ରାତିରେ ସିରିଜ ଲୁଟ। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ରାହାଞ୍ଜ ନାଳକୂଳ ବଜାରରେ ଥିବା ଛଅଟି ଦୋକାନ ରୁ ଏକକାଳୀନ ଲୁଟେରା ମାନେ ଚାବି ଭାଙ୍ଗି ଏହି ଲୁଟ କରିଛନ୍ତି। Body:ଏହି ଅଞ୍ଚଳରେ ଥିବା ଗୋଟିଏ ଇଲେକ୍ଟ୍ରୋନିକ୍ସ ଦୋକାନ, ଦୁଇଟି ତେଜରାତି ଦୋକାନ, ଦୁଇଟି ଷ୍ଟେସନାରୀ ଦୋକାନ ଏବଂ ଗୋଟିଏ ସଲୁନ ସମେତ ଛଅଟି ଦୋକାନ ରୁ ଏହି ଚୋରି ହୋଇଛି। ଲୁଟେରା ମାନେ ପ୍ରତ୍ୟେକ ଦୋକାନର ସାମ୍ନା କବାଟ ଭାଙ୍ଗି ଏହିପରି ଘଟଣା ଘଟାଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳରେ ଅନ୍ଧକାରର ସୁଯୋଗ ନେଇ ଏହି ଲୁଟ ହୋଇଥିବା ଅନୁମାନ କରାଯାଉଛି। ଏନେଇ ଖବର ପାଇ ଘଟଣାସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ପହଂଚି ଅଧିକ ଅନୁସନ୍ଧାନ ଆରମ୍ଭ କରିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.