ETV Bharat / jagte-raho

ଟ୍ରକ ଧକ୍କାରେ ଜଣେ ମୃତ 6 ଆହତ

author img

By

Published : Mar 10, 2020, 1:05 AM IST

ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 6 ଜଣ ଆହତ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲା ଲହୁଣିପଡାରେ ଘଟିଛି ଘଟଣା । ଆହତଙ୍କୁ ଅଧିକ ଚିକିତ୍ସା କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି। ଅଧିକ ସୂଚନା ପାଇଁ ପଢନ୍ତୁ ....

One person was killed and six others were injured in the truck crash
ଟ୍ରକ ଧକ୍କାରେ ଜଣେ ମୃତ 6 ଆହତ

ରାଉରକେଲା: ଟ୍ରକ ଧକ୍କାରେ ଜଣେ ମୃତ, 6 ଜଣ ଆହତ ହୋଇଥିବା ସୂଚନା ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ପୋଇ ଗାଁ ନିକଟରେ ଏକ ଟ୍ରକ ଲଗାତାର 3 ଟି ମୋଟରସାଇକଲ ଓ ଏକ ସାଇକେଲକୁ ଧକ୍କା ମାରିଛି ।

ଟ୍ରକ ଧକ୍କାରେ ଜଣେ ମୃତ 6 ଆହତ

ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 6 ଜଣ ଗୁରୁତର ଅଛନ୍ତି । ଧକ୍କାରେ ମୃତ୍ୟୁ ଘଟିଥିବା ବ୍ୟକ୍ତି ଜଣକ ହେଲେ ଖୁଟୁଗାଁର ଦିପକ ସିଂ । ଏଥିରେ ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ ହସପିଟାଲକୁ ପଠାଯାଇଛି । ଟ୍ରକଟି ଲଗାତାର ସମସ୍ତଙ୍କୁ ଧକ୍କା ମାରିଥିଲା। ଧକ୍କା ଦେଇଥିବା ବାଇକ ଚାଳକକୁ ପ୍ରଥମେ ଉପଖଣ୍ଡ ହସପିଟାଲକୁ ଆଣିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସେହିଭଳି ଅନ୍ୟ 6 ଆହତଙ୍କୁ ରାଉରକେଲା ଚିକିତ୍ସା ପାଇଁ ପଠାଯାଇଛି । ଧକ୍କା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.