ETV Bharat / jagte-raho

ଅବକାରୀ ବିଭାଗର ଚଢାଉ: ବିପୁଳ ପରିମାଣର ମଦ ଜବତ, 3 ଗିରଫ

ଅବାକାରୀ ବିଭାଗ ନବରଙ୍ଗପୁର କୋଷାଗୁମୁଡା ବ୍ଲକରେ ଚଢାଉ କରି ବିପୁଳ ପରିମାଣର ମଦ ଜବତ କରିବା ସହ 3 ବ୍ୟକ୍ତିଙ୍କୁ ଗିରଫ କରିଛି । ଅଧିକ ପଢ଼ନ୍ତୁ...

ବିପୁଳ ପରିମାଣର ମଦ ଜବତ, 3 ଗିରଫ
author img

By

Published : Oct 23, 2019, 5:00 AM IST

ନବରଙ୍ଗପୁର: ଜିଲ୍ଲାର କୋଷାଗୁମୁଡା ବ୍ଲକର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରଯାଇଥିଲା । ବିପୁଳ ପରିମାଣର ମଦ, ପୋଚ ସହ ତିନି ଜଣଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି ଅବକାରୀ ବିଭାଗ ।

ବିପୁଳ ପରିମାଣର ମଦ ଜବତ, 3 ଗିରଫ

ଗିରଫ ହୋଇଥିବା ତିନି ଜଣ ବ୍ୟକ୍ତି ହେଲେ ନେଙ୍ଗନାଲ ଗାଁର ରୂପଧର ବିଶୋୟୀ, ଦସା ବିଶୋୟୀ ଏବଂ କୁସୁମପାଳି ଗାଁର ବନମାଳୀ ଚାଲାଣ। ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ପ୍ରଦୀପ ପଟ୍ଟନାୟକଙ୍କ ନେତୃତ୍ଵରେ ଏକ ଟିମ ଗଠନ କରିଯାଇଥିଲା । ଯେଉଁଥିରେ ଅବକାରୀ ଇନ୍ପେକ୍ଟର ବିପ୍ର ଚରଣ ମଣ୍ଡଳ, ଏଏସଆଇ ଜଗବନ୍ଧୁ ଯାନୀ, ସଦାଶିବ ଭତରା, ଉମେଶ ହରିଜନ ଓ ରିସମା ସୁନା ସାମିଲ ଥିଲେ । 3 ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।

ନବରଙ୍ଗପୁରରୁ ତପନ ବିଶୋୟୀ, ଇଟିଭି ଭାରତ

Intro:Visual Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.