ETV Bharat / jagte-raho

ଟିଣ୍ଡର ଆପରେ ପ୍ରେମ କରି ଫସିଲେ କପଲ, ଉଭୟ ଗିରଫ ସହ ଜେଲ ଗଲେ 5

author img

By

Published : Jan 12, 2020, 11:35 PM IST

ଟିଣ୍ଡର ଆପରେ ଡେଟିଂ କରି ଫସିଗଲେ ଯୁବତୀ-ଯୁବକ। ଗିରଫ ହେଲେ ଡେଟିଂ କରିଥିବା ବ୍ୟାଙ୍କ ମ୍ୟାନେଜର । ସେପଟେ ମ୍ୟାନେଜରଙ୍କ ଅଭିଯୋଗକ୍ରମେ ସମ୍ପୃକ୍ତ ମହିଳା ସମେତ 4 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

Dating app issue
ଟିଣ୍ଡର ଆପରେ ପ୍ରେମ କରି ଫସିଲେ କପଲ, ଉଭୟ ଗିରଫ ସହ ଜେଲ ଗଲେ 5ଜଣ

ଭୁବନେଶ୍ବର: ଟିଣ୍ଡର ଆପରେ ଡେଟିଂ କରି ଫସିଗଲେ ଯୁବତୀ-ଯୁବକ। ଗିରଫ ହେଲେ ଡେଟିଂ କରିଥିବା ବ୍ୟାଙ୍କ ମ୍ୟାନେଜର । ଜଣେ ଅଧ୍ୟାପିକାଙ୍କୁ ଟିଣ୍ଡର ଜରିଆରେ ଡେଟ କରି ଅନୈତିକ ସମ୍ପର୍କ ସହ ଏକ ଅଶ୍ଳିଳ ଭିଡିଓ ପ୍ରସ୍ତୁତ କରିଥିଲେ। ଯାହାକୁ ନେଇ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଛନ୍ତି ସମ୍ପୃକ୍ତ ବ୍ୟାଙ୍କ ମ୍ୟାନେଜର।

ସେହିପରି କେବଳ ଯୁବକ ନୁହେଁ। ଯୁବତୀକୁ ଅର୍ଥାତ ଅଧ୍ୟାପିକାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ଯୁବକ ପ୍ରସ୍ତୁତ କରିଥିବା ଭିଡିଓକୁ ନେଇ ବ୍ଲାକମେଲ ସହ ବ୍ୟାଙ୍କ ମ୍ୟାନେଜରକୁ ଅପହରଣ କରି କ୍ୟାସ ଡିମାଣ୍ଡ କରିଥିଲେ। ଏନେଇ ବ୍ୟାଙ୍କ ମ୍ୟାନେଜର ଅଭିଯୋଗ ଆଧାରରେ ଯୁବତୀ ଓ ତାଙ୍କର 3 ସହଯୋଗୀଙ୍କୁ ଗିରଫ କରିଛି ପୋଲିସ। ଯାହାକୁ ନେଇ ରାଜଧାନୀରେ ଖେଳିଛି ଚାଞ୍ଚଲ୍ୟ।

ସୂଚନା ମୁତାବକ, ଗଞ୍ଜାମର ସୁନିଲ କୁମାର ମିଶ୍ର ନାମକ ଜଣେ ବ୍ୟାଙ୍କ ମାନେଜର, ଗତ 3 ତାରିଖରେ ଜଣେ ଘରୋଇ କଲେଜର ଅଧ୍ୟାପିକାଙ୍କ ସହ ଟିଣ୍ଡର ଆପରେ ଡେଟ କରି ପରେ ଦେଖା ହୋଇଥିଲେ। ପରେ ନିଜର ରୁମକୁ ନେଇ ଯୁବତୀ ସହ ରାତି କଟାଇବା ଏକ ଅଶ୍ଳିଳ ଭିଡିଓ ପ୍ରସ୍ତୁତ ମଧ୍ୟ କରିଥିଲେ।

ତେବେ ସେହି ଭିଡିଓକୁ ନେଇ ଯୁବତୀ ଓ ତାଙ୍କ ସହଯୋଗୀ ବ୍ୟାଙ୍କ ମ୍ୟାନେଜରକୁ ବ୍ଲାକମେଲ ସହ ଯୁବକଙ୍କୁ ଅପହରଣ କରି କ୍ୟାସ ଡିମାଣ୍ଡ କରିଥିଲେ। ଏନେଇ ବ୍ୟାଙ୍କ ମ୍ୟାନେଜର ଥାନାରେ ଅଭିଯୋଗ କରିଥିଲେ। ପରେ ଯୁବତୀ ଜଣକ ପାଲଟା ଯୁବକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ସେପଟେ ଉଭୟଙ୍କ ସହ ମୋଟ 5ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏନେଇ ଗତ 10 ତାରିଖରେ ଚନ୍ଦ୍ରଶେଖରପୁର ଥାନାରେ ହୋଇଥିଲା ଅଭିଯୋଗ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଟିଣ୍ଡର ଆପରେ ପ୍ରେମ କରି ଫସିଲେ କପଲ,
ଉଭୟ ଗିରଫ ସହ ଜେଲ ଗଲେ ୫ଜଣBody:ଟିଣ୍ଡର ଆପରେ ଡେଟିଂ କରି ଫସିଗଲେ ଯୁବତି ଯୁବକ।ଗିରଫ ହେଲେ ଡେଟିଂ କରିଥିବା ବ୍ଯାଙ୍କ ମାନେଜର।ଜଣେ ଅଧ୍ଯାପିକାଙ୍କୁ ଟିଣ୍ଡର ଜରିଆରେ ଡେଟ କରି ଅନୈତିକ ସମ୍ପର୍କ ସହ ଏକ ଅଶ୍ଳିଳ ଭିଡିଓ ପ୍ରସ୍ତୁତ କରିଥିଲେ। ଯାହାକୁ ନେଇ ଦୁଷ୍କର୍ମ ଅଭିଯୋଗ ରେ ଗିରଫ ହୋଇ ଜେଲ ଯାଇଛନ୍ତି।ସେହିପରି କେବଳ ଯୁବକ ନୁହେଁ।ଯୁବତିକୁ ଅର୍ଥାତ ଅଧ୍ଯାପିକାଙ୍କୁ ମଧ୍ଯ ଗିରଫ କରିଛି ପୋଲିସ।ଯୁବକ ପ୍ରସ୍ତୁତ କରିଥିବା ଭିଡିଓକୁ ନେଇ ବ୍ଲାକମେଲ ସହ ବ୍ଯାଙ୍କ ମାନେଜରକୁ ଅପହରଣ କରି କ୍ଯାସ ଡିମାଣ୍ଡ କରିଥିଲେ।ଏନେଇ ବ୍ଯାଙ୍କ ମାନେଜର ଅଭିଯୋଗ ଆଧାରରେ ଯୁବତି ଓ ତାଙ୍କର ୩ ସହଯୋଗିଙ୍କୁ ଗିରଫ କରିଛି ପୋଲିସ।
ଯାହାକୁ ନେଇ ରାଜଧାନୀରେ ଖେଳିଛି ଚାଂଚଲ୍ଯ।
ସୁଚନା ମୁତାବକ ଗଂଜାମର ସୁନିଲ କୁମାର ମିଶ୍ର ନାମକ ଜଣେ ବ୍ଯାଙ୍କ ମାନେଜର ।ଗତ ୩ ତାରିଖରେ ଜଣେ ଘରୋଇ କଲେଜର ଅଧ୍ଯାପିକାଙ୍କ ସହ ଟିଣ୍ଡର ଆପରେ ଡେଟ କରି ପରେ ଦେଖା ହୋଇଥିଲେ।ପରେ ନିଜର ରୁମକୁ ନେଇ ଯୁବତି ସହ ରାତି କଟାଇବା ଏକ ଅଶ୍ଳିଳ ଭିଡିଓ ପ୍ରସ୍ତୁତ ମଧ୍ଯ କରିଥିଲେ।ତେବେ ସେହି ଭିଡିଓକୁ ନେଇ ଯୁବତି ଓ ତାଙ୍କ ସହଯୋଗି ବ୍ଯାଙ୍କ ମାନେଜରକୁ ବ୍ଲାକମେଲ ସହ ଯୁବକକଙ୍କୁ ଅପହରଣ କରି କ୍ଯାସ ଡିମାଣ୍ଡ କରିଥିଲେ।ଏନେଇ ବ୍ଯାଙ୍କ ମାନେଜର ଥାନାରେ ଅଭିଯୋଗ କରିଥିଲେ।ପରେ ଯୁବତି ଜଣକ ପାଲଟା ଯୁବକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।ଉଭୟଙ୍କ ସହ ମୋଟ ୫ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏନେଇ ଗତ ୧୦ ତାରିଖରେ ଚନ୍ଦ୍ରଶେଖରପୁର ଥାନାରେ ହୋଇଥିଲା ଅଭିଯୋଗ।Conclusion:ବାଇଟ-ସୁନିଲ ମିଶ୍ର,ବ୍ଯାଙ୍କ ମାନେଜର
ବାଇଟ-ଅଧ୍ଯାପିକା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.