ETV Bharat / international

Russia Ukraine War: ୟୁକ୍ରେନ ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିବେ ବାଇଡେନ - ଋଷ ଓ ୟୁ୍କ୍ରେମ ମହାଯୁଦ୍ଧ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁ୍କ୍ରେନ ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ୱାର୍ସରେ ଦେଖା କରିବାର କାର୍ଯ୍ୟକ୍ରମ ରହିଛି । ତେବେ ବାଇଡେନ ତାଙ୍କୁ ଦେଖା କରିବା ସହ ଯୁଦ୍ଧ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ । ଏହାର ସମାଧାନ ଦିଗରେ ଯଥାଚିତ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି । ଅଧିକ ପଢନ୍ତୁ

Russia Ukraine War: ୟୁ୍କ୍ରେନ ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିବେ ବାଇଡେନ

author img

By

Published : Mar 26, 2022, 3:56 PM IST

ନୂଆଦିଲ୍ଲୀ: ଥମିବାର ନାଁ ଧରୁନି ଋଷ ଓ ୟୁ୍କ୍ରେନ ମହାଯୁଦ୍ଧ । ଦିନ ପରେ ଦିନ ବଢୁଥିବା ବେଳେ ବଢୁଛି ସାଧାରଣ ନାଗରିକଙ୍କ ଦୁର୍ଦ୍ଦଶା । ଏପଟେ ଋଷ ଓ ୟୁକ୍ରେନ ମହାଯୁଦ୍ଧକୁ ଆଜି ୩୨ ଦିନ ପୂରିଛି ।

ସେହିପରି ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁ୍କ୍ରେନ ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ୱାର୍ସରେ ଦେଖା କରିବାର କାର୍ଯ୍ୟକ୍ରମ ରହିଛି । ତେବେ ବାଇଡେନ ତାଙ୍କୁ ଦେଖା କରିବା ସହ ଯୁଦ୍ଧ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ । ଏହାର ସମାଧାନ ଦିଗରେ ଯଥାଚିତ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି ।

ସେହିଭଳି ଗତକାଲି ଜୋ ବାଇଡେନ ଯୁକ୍ରେନ ସଙ୍କଟ ନେଇ ପୋଲାଣ୍ଡ ଗସ୍ତ କରିବା ସହ ଯୁଦ୍ଧ ସମ୍ପର୍କରେ ଆଲୋଚନା କରିଛନ୍ତି । ତେବେ ବାଇଡେନଙ୍କ ଗସ୍ତ ପରେ ଯୁଦ୍ଧ ସଙ୍କଟର ଅବସାନ ଘଟିବ କି ଆହୁରି ଭୀଷଣ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପଟେ ଗତକାଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଇ ୯ ତାରିଖ ସୁଦ୍ଧା ଯୁଦ୍ଧ ସମାପ୍ତ କରିବାକୁ ଋଷସେନାକୁ ନିର୍ଦ୍ଦେଶ ଦେଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.