ETV Bharat / international

ୟୁକ୍ରେନରୁ ଆସିଲା ହୃଦୟ ବିଦାରକ ଦୃଶ୍ୟ, ସ୍ବର୍ଗରେ ଦେଖା ହେବା ନେଇ ମାଆକୁ ଝିଅର ଚିଠି - ୟୁକ୍ରେନୁ ଆସିଲା ହୃଦୟ ବିଦାରକ ଦୃଶ୍ୟ

ୟୁକ୍ରେନରେ ଋଷର ବର୍ବୋରୋଚିତ ଆକ୍ରମଣରେ ମା'କୁ ହରାଇବା ପରେ ଭାବପ୍ରବଣ ଚିଠି ଲେଖିଲା ୯ ବର୍ଷୀୟ ଶିଶୁକନ୍ୟା । ସ୍ବର୍ଗରେ ଦେଖା ହେବା ନେଇ ଚିଠିରେ ଉଲ୍ଲେଖ । ଅଧିକ ପଢନ୍ତୁ

ୟୁକ୍ରେନୁ ଆସିଲା ହୃଦୟ ବିଦାରକ ଦୃଶ୍ୟ,  ସ୍ବର୍ଗରେ ଦେଖା ହେବା ନେଇ ମା'କୁ ଝିଅର ଚିଠି

author img

By

Published : Apr 11, 2022, 4:01 PM IST

କିଭ: ୟୁକ୍ରେନରେ ଋଷର ବର୍ବରୋଚିତ ଆକ୍ରମଣରେ ଅନେକ ଦୁଃଖଦାୟକ ଚିତ୍ର ସାମ୍ନାକୁ ଆସିଛି । ଋଷର ବର୍ବରୋଚିତ ଆକ୍ରମଣରେ ଅନେକଙ୍କ ଜୀବନ ଯାଇଥିବା ବେଳେ କିଏ ନିଜ ମା'କୁ ହରାଇଛି ତ ପୁଣି କିଏ ବାପା ଓ ଭାଇ ସହ ପୁରା ପରିବାରକୁ ହରାଇଛି । ଏହି ସମୟରେ ସାମ୍ନାକୁ ଆସିଛି ଏକ ୯ ବର୍ଷୀୟ ଶିଶୁକନ୍ୟାର ଭାବପ୍ରବଣ ଚିଠି । ଋଷ ସେନାର ଆକ୍ରମଣରେ ମାଙ୍କୁ ହରାଇବା ପରେ ଶିଶୁକନ୍ୟା ଜଣଙ୍କ ଏହି ଚିଠି ଲେଖିଛି । ଯାହା ଯେ କେହିବି ଶୁଣିଲେ ଆଖିରୁ ଲୁହ ଝରି ଆସିବ ।

ଏହା ମଧ୍ୟ ପଢନ୍ତୁ: ଗୋଟିଏ ହାତରେ ବନ୍ଧୁକ, ଆର ହାତରେ ଗୋଲାପ: ଯୁଦ୍ଧକ୍ଷେତ୍ରରେ ବିବାହ କଲେ 2 ୟୁକ୍ରେନ ସୈନ୍ୟ

ଚିଠିଟିରେ ଲେଖା ହୋଇଛି ମାଆ ‘ମୁଁ ମୋର ପିଲାଦିନ ପାଇଁ ତୁମ ପାଖରେ କୃତଜ୍ଞ । ତୁମେ ବିଶ୍ବର ସବୁଠାର ଭଲ ମା ମୋ ପାଇଁ । ମୁଁ ଚାହେଁ ତୁମେ ଆକାଶରେ ଖୁସିରେ ରୁହ । ମୁଁ ଚାହେଁ ତୁମେ ସ୍ୱର୍ଗକୁ ଯାଅ । ସ୍ବର୍ଗରେ ତମ ସହ ମୋର ଦେଖା ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ମଧ୍ୟ ସ୍ୱର୍ଗକୁ ଯିବା ପାଇଁ ଜଣେ ଭଲ ଝିଅ ହେବା ପାଇଁ ଚେଷ୍ଟା କରିବି’।

ଏହି ଚିଠିଟିକୁ ୟୁକ୍ରେନର ଗୃହମନ୍ତ୍ରୀ ଉପଦେଷ୍ଟା ଆଣ୍ଟନ ଗେରାଶ୍ଚେଙ୍କୋ ଟ୍ବିଟରରେ ସେୟାର କରିଛନ୍ତି । ଋଷ ସେନାର ଆକ୍ରମଣରେ ଶିଶୁକନ୍ୟାର ମାଙ୍କ ମୃତ୍ୟୁ ହୋଇଥିଲା ।

  • Here's the letter from 9-old girl to her mom who died in #Borodianka.

    "Mom!

    You're the best mom in the whole world. I'll never forget you. I wish you'll get in Heaven and be happy there. I'll do my best to be a good person and get in Heaven too. See you in Heaven!

    Galia xx". pic.twitter.com/07l7vfQxM4

    — Anton Gerashchenko (@Gerashchenko_en) April 8, 2022 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.