ETV Bharat / international

ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରୁ ଓହରିଲେ ପ୍ରେମଦାସା - ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରୁ ଓହରିଲେ ପ୍ରେମଦାସା

ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରୁ ଓହରିଲେ ବିରୋଧି ଦଳ ନେତା ସାଜିତ ପ୍ରେମଦାସା । ଟ୍ବିଟ୍ କରି ଦେଲେ ସୂଚନା । ଅଧିକ ପଢନ୍ତୁ

ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ ଦୌଡରୁ ଓହରିଲେ ପ୍ରେମଦାସା

author img

By

Published : Jul 19, 2022, 11:15 AM IST

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରୁ ଓହରିଲେ ବିରୋଧି ଦଳ ନେତା ସାଜିତ ପ୍ରେମଦାସା । ଆସନ୍ତାକାଲି(ବୁଧବାର) ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ସାଜିତ ପ୍ରେମଦାସା ରାଷ୍ଟ୍ରପତି ଦୌଡରୁ ଓହରିଛନ୍ତି । ସେ ନିଜର ପ୍ରାର୍ଥିତ୍ବ ପ୍ରତ୍ୟାହାର କରିଥିବା ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଦେଶର ପ୍ରଗତି ପାଇଁ ବିରୋଧି ଦଳରେ ରହି କାମ କରିବେ ବୋଲି କହିଛନ୍ତି ପ୍ରେମଦାସା । ବର୍ତ୍ତମାନ ଏହି ବିରୋଧିଦଳ ନେତା ଓହରିବା ପରେ ଏବେ ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ ଦୌଡରେ ୩ ସାଂସଦ ରହିଛନ୍ତି ।

  • For the greater good of my country that I love and the people I cherish I hereby withdraw my candidacy for the position of President. @sjbsrilanka and our alliance and our opposition partners will work hard towards making @DullasOfficial victorious.

    — Sajith Premadasa (@sajithpremadasa) July 19, 2022 " class="align-text-top noRightClick twitterSection" data=" ">

ପ୍ରକାଶଥାଉ କି, ୨୨୫ ସଦସ୍ୟ ବିଶିଷ୍ଟ ଶ୍ରୀଲଙ୍କା ସଂସଦରେ ଆସନ୍ତାକାଲି(ବୁଧବାର) ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ପ୍ରେମଦାସ୍‌ଙ୍କ ବାଦ୍ କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ, ଅନୁରା କୁମାରା ଜିସାନାୟକ(Anura Kumara Dissanayak) ଏବଂ ଦୁଲାସ ଅହ୍ଲାପେରୁମା ଏବେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.