ETV Bharat / international

ଆଫଗାନିସ୍ତାନରେ ବିସ୍ଫୋରଣ: 15ରୁ ଅଧିକ ମୃତ, ବହୁ ଆହତ

author img

By

Published : Nov 30, 2022, 5:34 PM IST

ଆଫଗାନିସ୍ତାନରେ ପୁଣି ଭୟଙ୍କର ବିସ୍ଫୋରଣ (15 dead in a blast in Afghanistan)। 15ରୁ ଅଧିକ ମୃତ ସୂଚନା । ଆଜି ଅପରାହ୍ନରେ ଘଟିଛି ବିସ୍ଫୋରଣ । ଅଧିକ ପଢନ୍ତୁ

ଆଫଗାନିସ୍ତାନରେ ବିସ୍ଫୋରଣ: 15ରୁ ଅଧିକ ମୃତ, ବହୁ ଆହତ
ଆଫଗାନିସ୍ତାନରେ ବିସ୍ଫୋରଣ: 15ରୁ ଅଧିକ ମୃତ, ବହୁ ଆହତ

ହାଇଦ୍ରାବାଦ: ଆଫଗାନିସ୍ତାନରେ ପୁଣି ଭୟଙ୍କର ବିସ୍ଫୋରଣ । ଏଥିରେ ଅତିକମରେ ପ୍ରାୟ 15ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି (15 dead in a blast in Afghanistan)। ସେହିପରି ପ୍ରାୟ 27ରୁ ଅଧିକ ଆହତ ହୋଇଥିବା ନେଇ କିଛି ଅନ୍ତର୍ଜାତୀୟ ଗଣମାଧ୍ୟମ ଓ ସ୍ଥାନୀୟ ଗଣମାଧ୍ୟମରେ ମଧ୍ୟ ଖବର ପ୍ରସାରିତ ହୋଇଛି । ସେହିପରି ଆହତଙ୍କ ମଧ୍ୟରେ କିଛି ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ମଧ୍ୟ ଆଶଙ୍କା କରାଯାଉଛି । ଆଇବାକ ସିଟିରେ ଅପରାହ୍ନ ପ୍ରାର୍ଥନା ବେଳେ ଏହି ବିସ୍ଫୋରଣ ଘଟିଛି ।

  • At least 15 dead and 27 were wounded in a blast that took place in Jahdia seminary in Aybak city of Samangan during the afternoon prayer, reports Afghanistan's TOLO news citing a provincial hospital doctor

    — ANI (@ANI) November 30, 2022 " class="align-text-top noRightClick twitterSection" data=" ">

ଉଦ୍ଧାର ଅପରେସନ ଜାରି ରହିଛି । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯିବା ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି (15 dead in a blast in Afghanistan)। ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣ ପାଇଁ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିଥିବା ଖବର ସାମ୍ନାକୁ ଆସିନାହିଁ । 2019 ରେ ମୌଳବାଦୀ ସଂଗଠନ ତାଲିବାନ ଆଫଗାନିସ୍ତାନର ଶାସନ ଭାର ଗ୍ରହଣ କରିବା ପରେ କ୍ରମାଗତ ବିସ୍ଫୋରଣ ଘଟଣା ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.