ETV Bharat / international

ହଜ୍‌ ଯାତ୍ରାରେ ୧୦ ଲକ୍ଷ ଲୋକଙ୍କୁ ସାମିଲ ଅନୁମତି

author img

By

Published : Apr 10, 2022, 12:31 PM IST

ଚଳିତ ବର୍ଷ ସାଉଦି ଆରବର ମକ୍କା ହଜ ଯାତ୍ରାରେ ସାମିଲ ହେବେ ୧୦ଲକ୍ଷ ଲୋକ । ବିଦେଶୀ ଯାତ୍ରୀଙ୍କ ପାଇଁ RTPCR ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ଅଧିକ ପଢନ୍ତୁ

ହଜ ଯାତ୍ରାରେ ୧୦ ଲକ୍ଷ ଲୋକଙ୍କୁ ସାମିଲ ଅନୁମତି

ରିୟାଦ: ଚଳିତ ବର୍ଷ ସାଉଦି ଆରବର ମକ୍କା ହଜ ଯାତ୍ରାରେ ସାମିଲ ହେବେ ୧୦ଲକ୍ଷ ଲୋକ । ଏନେଇ ସାଉଦି ହଜ ଓ ଉମ୍ର ମନ୍ତ୍ରଣାଳୟ ଘୋଷଣା କରିଛି । ଏଥିରେ ଦେଶ ଓ ବିଦେଶର ଲୋକ ମଧ୍ୟ ସାମିଲ ହେବେ । ତେବେ ହଜ ଯାତ୍ରା ଲାଗି ଶ୍ରଦ୍ଧାଳୁଙ୍କ ବୟସ ୬୫ ବର୍ଷରୁ କମ ହୋଇଥିବା ଆବଶ୍ୟକ ଓ ଟୀକାକରଣକୁ ବାଧ୍ୟତାମୂଳକ ଥିବା ସାଉଦି ଆରବ ପକ୍ଷରୁ କୁହାଯାଇଛି । ଯାତ୍ରା ସମୟରେ କୋରୋନା ନିୟମକୁ ମଧ୍ୟ ପାଳନ କରାଯିବ । ସାଉଦି ଆରବରେ ପହଞ୍ଚିବାର ୭୨ ଘଣ୍ଟା ପୂର୍ବରୁ RTPCR ନେଗେଟିଭ ରିପୋର୍ଟ ଦେବାକୁ ବିଦେଶୀଯାତ୍ରୀଙ୍କୁ ନିର୍ଦ୍ଦେଶ ରହିଛି ।

ଗତ ୨ବର୍ଷ ହେଲା କୋରୋନା ମହାମାରୀ କାରଣରୁ ସଂକ୍ରମଣକୁ ଦୃଷ୍ଟିରେ ରକି ସୀମିତ ଶ୍ରଦ୍ଧାଳୁଙ୍କୁ ସାମିଲ ପାଇଁ ଅନୁମତି ମିଳିଥିଲା । ତେଣୁ କୋରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଚଳିତ ବର୍ଷ ବିଦେଶ ଶ୍ରଦ୍ଧାଳୁ ସାମିଲ ହେବାନେଇ ଅନୁମତି ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.