ETV Bharat / international

France Presidential Runoff: ଇମାନୁଏଲଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି - ପୁଣି ଇମାନୁଏଲ ମାକ୍ରନ ଫ୍ରାନ୍ସ ରାଷ୍ଟ୍ରପତି ନିର୍ବାଚିତ

ଇମାନୁଏଲ ମାକ୍ରନ ପୁଣିଥରେ ଫ୍ରାନ୍ସ ରାଷ୍ଟ୍ରପତି ଭାବେ ନିର୍ବାଚିନ ହୋଇଛନ୍ତି । ପୁଣି ଥରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଧିକ ପଢନ୍ତୁ

ଶୁଭେଚ୍ଛା ଦେଲେ ମୋଦି
ଶୁଭେଚ୍ଛା ଦେଲେ ମୋଦି
author img

By

Published : Apr 25, 2022, 8:56 AM IST

ପ୍ୟାରିସ: ଇମାନୁଏଲ ମାକ୍ରନ ପୁଣିଥରେ ଫ୍ରାନ୍ସ ରାଷ୍ଟ୍ରପତି ଭାବେ ନିର୍ବାଚିନ ହୋଇଛନ୍ତି । ଆଉ ଥରେ 5 ବର୍ଷ ପାଇଁ କ୍ଷମତାରେ ରହିବାକୁ ଜନାଦେଶ ମିଳିଛି । ରାଷ୍ଟ୍ରପତି ନିର୍ବାଚନରେ ଲା ରିପବ୍ଲୁକ୍ୟୁ ଏନ ମାର୍ଚ୍ଚେ ନେତା 44 ବର୍ଷୀୟ ମାକ୍ରନଙ୍କୁ ମୋଟ 58. 2% ଭୋଟ ମିଳିଥିଲା । ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

  • Prime Minister Narendra Modi congratulates Emmanuel Macron on being re-elected as the President of France; tweets, "I look forward to continuing working together to deepen the India-France Strategic Partnership."

    (File photos) pic.twitter.com/8fEFT6vWJF

    — ANI (@ANI) April 25, 2022 " class="align-text-top noRightClick twitterSection" data=" ">

ଟ୍ବିଟ କରି ମୋଦି ଶୁଭେଚ୍ଛା ଦେବା ସହିତ ଭାରତ-ଫ୍ରାନ୍ସ ରଣନୀତି ଭାଗିଦାରୀ ଓ ସମ୍ପର୍କକୁ ସୃଦୁଢ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ ଜାରି ରଖିବାକୁ ଅପେକ୍ଷା କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରକାଶ ଥାଉ କି, ରବିବାର ଫ୍ରାନ୍ସରରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା । ଦ୍ବିତୀୟ ଥର ପାଇଁ ପୁଣି କ୍ଷମତା ହାସଲ କରିଛନ୍ତି ଇମାନୁଏଲ ମାକ୍ରନ । ଇମାନୁଏଲ ତାଙ୍କ ପ୍ରତିଦ୍ବନ୍ଦୀ ତଥା ନ୍ୟାସନାସ ରାଲି ପାର୍ଟିର 53 ବର୍ଷୀୟ ମେରିନ ଲି ପେନଙ୍କୁ ହରାଇଛନ୍ତି । ମେରିନ ଲି ପେନ 41. 8 ପ୍ରତିଶତ ଭୋଟ ପାଇଛନ୍ତି । 2017 ନିର୍ବାଚନରେ ମଧ୍ୟ ମାକ୍ରନ ମେରିନଙ୍କୁ ହରାଇଥିଲେ । ମାକ୍ରନଙ୍କ ବାଜିମାତ ପାଇଁ ତାଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସମେତ ଅନେକ ୟୁରୋପୀୟ ନେତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.