ETV Bharat / international

ଜୋ ବାଇଡେନଙ୍କୁ କୋରୋନା, ଆଶୁ ଆରୋଗ୍ୟ କାମନା କଲେ ମୋଦି

author img

By

Published : Jul 22, 2022, 8:42 AM IST

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କୋରୋନା । ଟ୍ବିଟ୍ କରି ଆଶୁ ଆରୋଗ୍ୟ କାମନା କଲେ ମୋଦି । ଅଧିକ ପଢନ୍ତୁ

ଜୋ ବାଇଡେନଙ୍କୁ କୋରୋନା, ଆଶୁ ଆରୋଗ୍ୟ କାମନା କଲେ ମୋଦି
ଜୋ ବାଇଡେନଙ୍କୁ କୋରୋନା, ଆଶୁ ଆରୋଗ୍ୟ କାମନା କଲେ ମୋଦି

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କୋରୋନାରେ ସଂକ୍ରମିତ ହୋଇଛନ୍ତି । ସେ କୋରୋନା ଟିକାର ଦୁଇଟି ବୁଷ୍ଟର ଡୋଜ ନେଇଥିଲେ ହେଁ ସଂକ୍ରମଣର ଶିକାର ହୋଇଛନ୍ତି । ହ୍ବାଇଟ ହାଉସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୭୯ ବର୍ଷୀୟ ରାଷ୍ଟ୍ରପତି ବାଇଡେନଙ୍କ ଠାରେ ସାମାନ୍ୟ ଲକ୍ଷ୍ୟ ଦେଖାଯାଇଛି । ସେ ଡାକ୍ତରଙ୍କ ପରାମର୍ଶକ୍ରମେ ଏବେ ଆଣ୍ଟିଭାଇରାଲ ମେଡିସିନ ଖାଉଛନ୍ତି । ବାଇଡେନ ସୁସ୍ଥ ନ ହେବା ପର୍ଯ୍ୟନ୍ତ ଅଲଗା ରହି କାର୍ଯ୍ୟ କରିବେ । ହ୍ବାଇଡ ହାଉସ୍ ପ୍ରେସ ସେକ୍ରେଟାରୀ ଏକ ବିବୃତ୍ତି ଜରି କରି ଏ ସମ୍ପର୍କରେ ଜଣାଇଛନ୍ତି ।

  • My best wishes to @POTUS @JoeBiden for a quick recovery from COVID-19, and prayers for his good health.

    — Narendra Modi (@narendramodi) July 21, 2022 " class="align-text-top noRightClick twitterSection" data=" ">

ଜୋ ବାଇଡେନ କୋରୋନା ସଂକ୍ରମିତ ଥିବା ଜଣାପଡିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.