ETV Bharat / international

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା 6.0

author img

By

Published : Apr 19, 2022, 8:19 AM IST

ଇଣ୍ଡୋନେସିଆର କୋଟାମୋବାଗୁରେ ୬.୦ ତୀବ୍ରତାର ଭୂକମ୍ପ ଝଟକା । ସେସମୋଲୋଜି ବିଭାଗ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ
ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା: ଇଣ୍ଡୋନେସିଆରେ ବଡ ଧରଣର ଭୂମିକମ୍ପ ଝଟକା । କୋଟାମୋବାଗୁରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରହିଥିବା ସେସମୋଲୋଜି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ସକାଳ ୬ଟା ୫୩ ମିନଟରେ ଭୂକମ୍ପ ହୋଇଥିବାବେଳେ ଏହାର ଅକ୍ଷାଂଶ ୭.୨୦ ଓ ଦାଘ୍ରିମା ୧୨୭.୦ ରହିଛି । ଏହାର ଗଭୀରତା ୫୦ କିଲୋମିଟର ରହିଛି । ଏହା କୋଟାମୋବାଗୁ, ସୁଲାୱେସିର ଉତ୍ତର-ଉତ୍ତର-ପୂର୍ବର ୭୭୯ କିଲୋମିଟ ଦୂରରେ ଅନୁଭୂତ ହୋଇଥିଲା ।

ବର୍ତ୍ତମାନ ସୁଦ୍ଧା ଭୂମିକମ୍ପରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଭୂମିକମ୍ପ ପରେ ସୁନାମି ନେଇ କୌଣସି ଆଲର୍ଟ ଜାରି କରାଯାଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.