ETV Bharat / international

Earthquake In China: ଭୂକମ୍ପରେ ଥରିଲା ଚୀନ

author img

By

Published : Apr 15, 2022, 10:52 AM IST

ଭୂକମ୍ପ ଝଟକାରେ ଥରିଲା ଚୀନ(Earthquake In China) । ଚୀନର କିଙ୍ଘାଇରେ ୫.୪ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଅଧିକ ପଢନ୍ତୁ

Earthquake In China:   ଭୂକEarthquake In China:   ଭୂକମ୍ପରେ ଥରିଲା ଚୀନମ୍ପରେ ଥରିଲା ଚୀନ
Earthquake In China: ଭୂକମ୍ପରେ ଥରିଲା ଚୀନ

ବେଜିଂ: ଭୂକମ୍ପ ଝଟକାରେ ଥରିଲା ଚୀନ(Earthquake In China) । ଚୀନର କିଙ୍ଘାଇରେ ୫.୪ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । କିଙ୍ଘାଇର ଉତ୍ତର ପଶ୍ଚିମରେ ଥିବା ଡେଲିଙ୍ଗା ସହରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏ ନେଇ ଚୀନ ଭୂକମ୍ପ ସର୍ବେକ୍ଷଣ ସଂସ୍ଥା(CENS)ପକ୍ଷରୁ ସୂଚନା ଦିଆଯାଇଛି ।

ବେଜିଂ ସମୟ ଅନୁସାରେ, ଆଜି ସକାଳ ପ୍ରାୟ ୯ଟା ୨୬ ମିନିଟରେ ଏହି ଭୂକମ୍ପ ହୋଇଛି । ଏହାର ଗଭୀରତା ୧୦ କିଲୋମିଟର ରେକର୍ଡ କରାଯାଇଛି । ଏହାର ଦ୍ରାଘିମା ୩୮.୫୨ ଓ ଅକ୍ଷାଂଶ ୯୭.୩୩ ପ୍ରତିଶତ ରହିଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମଧ୍ୟ ହସ୍ତଗତ ହୋଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଅରୁଣାଚଳ ପ୍ରଦେଶରେ 5.3 ତୀବ୍ରତାର ଭୂକମ୍ପ ଝଟକା

ସୂଚନାଅନୁସାରେ ଆଜି ଅରୁଣାଚଳ ପ୍ରଦେଶରେ ମଧ୍ୟ ୫.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.