ETV Bharat / international

ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ତୀବ୍ରତା 4.3 ରେକର୍ଡ - ଆଫଗାନିସ୍ତାନରେ ଭୂକମ୍ପ ଝଟକା

ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଆକଳନ କରାଯାଇଛି । ଅଧିକ ପଢ଼ନ୍ତୁ

ଭୂକମ୍ପ
ଭୂକମ୍ପ
author img

By

Published : Dec 12, 2022, 9:20 AM IST

କାବୁଲ: ଆଫଗାନିସ୍ତାନରେ ଭୂକମ୍ପ ଝଟକା(Earthquake Hits in Afghanistan) । ଭୂକମ୍ପରେ ଥରିଲା ଆଫଗାନିସ୍ତାନର ଫାୟାଜାବାଦ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି । ଫାୟାଜାବାଦର ଦକ୍ଷିଣ ପୂର୍ବରୁ ୮୦ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ଭୋଜି ଖାଇବାକୁ ଯାଇ ଫେରିଲେନି ୪ ଜଣ, ଅପହରଣ ନେଇ ଅଭିଯୋଗ

  • Earthquake of Magnitude:4.3, Occurred on 12-12-2022, 07:41:10 IST, Lat: 36.59 & Long: 71.19, Depth: 170 Km ,Location: 80km SE of Fayzabad, Afghanistan for more information Download the BhooKamp App https://t.co/nA8xGEyl10 pic.twitter.com/IOHZWSVH7k

    — National Center for Seismology (@NCS_Earthquake) December 12, 2022 " class="align-text-top noRightClick twitterSection" data=" ">

ଆଜି(ସୋମବାର) ଭୋର ୭.୪୧ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ସୂଚନା ଅନୁସାରେ, ଫାୟାଜାବାଦର ଦକ୍ଷିଣ ପୂର୍ବରୁ ୮୦ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୭୦ କିଲୋମିଟର ରେକର୍ଡ କରାଯାଇଛି । ସେହିପରି ଅକ୍ଷାଂଶ ୩୬.୫୯ ହୋଇଥିବାବେଳେ ଦ୍ରାଘିମା ୭୧.୧୯ ରହିଛି । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ ।

ଏହା ମଧ୍ୟ ପଢନ୍ତୁ: ଆଜିଠୁ ପୁଣି ଗୁଜୁରାଟରେ BJP ସରକାର, ଶପଥ ନେବେ ଭୂପେନ୍ଦ୍ର ପଟେଲ

ପ୍ରକାଶ ଯୋଗ୍ୟ ଯେ, ଗତକାଲି ମଧ୍ୟ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଥିଲା । କାବୁଲର ଦକ୍ଷିଣ ପୂର୍ବରୁ 21 କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା 10 କିଲୋମିଟର ରେକର୍ଡ କରାଯାଇଥିଲା । ସେହିପରି ଅକ୍ଷାଂଶ 34.44 ହୋଇଥିବାବେଳେ ଦ୍ରାଘିମା 69.39 ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.