କାବୁଲ: ଆଫଗାନିସ୍ତାନରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.6 ରେକର୍ଡ କରାଯାଇଛି । ଗୁରୁବାର ରାତ୍ରି 11ଟା11 ମିନିଟରେ ଆଫଗାନିସ୍ତାନର ଫୟଜାବାଦରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି ।
-
Earthquake of Magnitude:4.6, Occurred on 07-07-2022, 23:11:25 IST, Lat: 36.05 & Long: 71.10, Depth: 150 Km ,Location: 126km SSE of Fayzabad, Afghanistan for more information download the BhooKamp App https://t.co/MKPXWpKrWS @ndmaindia @Indiametdept pic.twitter.com/i0QBjhTChN
— National Center for Seismology (@NCS_Earthquake) July 7, 2022 " class="align-text-top noRightClick twitterSection" data="
">Earthquake of Magnitude:4.6, Occurred on 07-07-2022, 23:11:25 IST, Lat: 36.05 & Long: 71.10, Depth: 150 Km ,Location: 126km SSE of Fayzabad, Afghanistan for more information download the BhooKamp App https://t.co/MKPXWpKrWS @ndmaindia @Indiametdept pic.twitter.com/i0QBjhTChN
— National Center for Seismology (@NCS_Earthquake) July 7, 2022Earthquake of Magnitude:4.6, Occurred on 07-07-2022, 23:11:25 IST, Lat: 36.05 & Long: 71.10, Depth: 150 Km ,Location: 126km SSE of Fayzabad, Afghanistan for more information download the BhooKamp App https://t.co/MKPXWpKrWS @ndmaindia @Indiametdept pic.twitter.com/i0QBjhTChN
— National Center for Seismology (@NCS_Earthquake) July 7, 2022
ଭୂକମ୍ପର ଗଭୀରତା 150 କିଲୋମିଟର ହୋଇଥିବାବେଳେ ଏହାର ଅକ୍ଷାଂଶ 36.05 ରହିଥିବାବେଳେ ଦ୍ରାଘିମା 71.10 ରହିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।