ETV Bharat / international

ଐତିହ୍ୟସ୍ଥଳୀକୁ ମସଜିଦରେ ପରିଣତ ନେଇ ନିଷ୍ପତ୍ତି ସ୍ଥଗିତ ରଖିଲା ତୁର୍କୀ - ହାଜିଆ ସୋଫିଆକୁ ମସଜିଦରେ ପରିଣତ

ତୁର୍କୀରେ ରହିଥିବା 1500 ବର୍ଷ ପୁରୁଣା ୟୁନେସ୍କୋ ମାନ୍ୟତା ପ୍ରାପ୍ତ ବିଶ୍ବ ଐତିହ୍ୟସ୍ଥଳୀ ହାଜିଆ ସୋଫିଆକୁ ମସଜିଦରେ ପରିଣତ ନେଇ ଶୁଣାଣି ତାରିଖ ଘୁଞ୍ଚାଇଛନ୍ତି ଏକ କୋର୍ଟ । ଅଧିକ ପଢ଼ନ୍ତୁ...

hagia sophia in turkey, hagia sophia latest news, hagia sophia to turn into mosque, turkey latest news, ତୁର୍କୀରେ ହାଜିଆ ସୋଫିଆ, ହାଜିଆ ସୋଫିଆ ଲାଟେଷ୍ଟ ନ୍ୟୁଜ୍‌, ହାଜିଆ ସୋଫିଆକୁ ମସଜିଦରେ ପରିଣତ, ତୁର୍କୀ ଲାଟେଷ୍ଟ ନ୍ୟୁଜ୍‌
ଐତିହ୍ୟସ୍ଥଳୀକୁ ମସଜିଦରେ ପରିଣତ ନେଇ ନିଷ୍ପତ୍ତି ସ୍ଥଗିତ ରଖିଲା ତୁର୍କୀ
author img

By

Published : Jul 3, 2020, 2:15 AM IST

ଇସ୍ତାନବୁଲ: ତୁର୍କୀରେ ରହିଥିବା 1500 ବର୍ଷ ପୁରୁଣା ୟୁନେସ୍କୋ ମାନ୍ୟତା ପ୍ରାପ୍ତ ବିଶ୍ବ ଐତିହ୍ୟସ୍ଥଳୀ ହାଜିଆ ସୋଫିଆକୁ ମସଜିଦରେ ପରିଣତ ନେଇ ଶୁଣାଣି ତାରିଖ ଘୁଞ୍ଚାଇଛନ୍ତି ଏକ କୋର୍ଟ । ଗୁରୁବାର ଏହି ଶୁଣାଣି ବିଳମ୍ବ ହେବା ନେଇ ସ୍ପଷ୍ଟ କରାଯାଇଥିବା ବେଳେ ତୁର୍କୀର ସର୍ବୋଚ୍ଚ ପ୍ରଶାସନିକ ଅଙ୍ଗ ବା ରାଜସ୍ବ କାଉନସିଲ ଏହାର ନିଷ୍ପତ୍ତି ଆଗାମୀ 15 ଦିନ ମଧ୍ୟରେ ନେବା ନେଇ ସ୍ପଷ୍ଟ କରିଛି ।

ହାଜିଆ ସୋଫିଆ ବାସ୍ତବରେ ଏକ ଚର୍ଚ୍ଚ ବା କ୍ୟାଥେଡ୍ରାଲ ଥିଲା, ଯାହା ପରବର୍ତ୍ତୀ ସମୟରେ ଏକ ମସଜିଦ ଓ ଶେଷରେ 1930 ମସିହାରେ ଏକ ସଂଗ୍ରହାଳୟ ପାଲଟିଲା । ତେବେ ଯଦି କୋର୍ଟ ଅନୁମତି ଦିଅନ୍ତି ତେବେ ଏହା ପୁଣି ଏକ ମସଜିଦରେ ପରିଣତ ହେବ । ଗତବର୍ଷ ନିର୍ବାଚନ ସମୟରେ ତୁର୍କୀଶ ରାଷ୍ଟ୍ରପତି ରେସେପ ତାୟିପ ଏହି ପରିବର୍ତ୍ତନ ନେଇ ଘୋଷଣା କରିଥିଲେ । ଏନେଇ ଦେଶରେ ଇସଲାମ ଧର୍ମୀୟମାନେ ଦୀର୍ଘ ସମୟରେ ଧରି ଦାବି କରିଆସିଥିଲେ । ହେଲେ ଏହାକୁ ଅନ୍ୟ ଧର୍ମ ନିରପେକ୍ଷ ବିରୋଧୀମାନେ ପ୍ରତିବାଦ କରିଥିଲେ ।

କେବଳ ଜାତୀୟ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏହା ଅନେକ ସମୟରେ ପ୍ରତିବାଦର ସାମ୍ନା କରିଥିଲା । ହେଲେ ଏନେଇ ଦେଶର ସାଂସ୍କୃତିକ ମନ୍ତ୍ରୀ କହିଥିଲେ କି ଦେଶରେ ଜାତୀୟବାଦ ଓ ଧାର୍ମିକ ଭାବନା ଜାଗୃତ ହୋଇପାରିବ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.