ETV Bharat / international

ଗୋଟିଏ ଏଟିଏମରେ ଚଳୁଛି ଗୋଟିଏ ମହାଦେଶ

ଏକ କୋଟି 40 ଲକ୍ଷ କିଲୋମିଟର କ୍ଷେତ୍ରଫଳରେ ବ୍ୟାପି ରହିଥିବା ଆଣ୍ଟାର୍କଟିକା ମହାଦେଶରେ ରହିଛି ଅଞ୍ଚଳରେ ରହିଛି ମାତ୍ର ଗୋଟିଏ ଏଟିଏମ୍‌ ।

author img

By

Published : May 30, 2019, 10:36 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: କୋଟି କୋଟି ମାଇଲ୍‌ ପରିବ୍ୟାପ୍ତ ମହାଦେଶରେ ରହିଛି ମାତ୍ର ଗୋଟିଏ ଏଟିଏମ୍‌ । ଏହି ଖବର ଶୁଣିଲା ମାତ୍ରେ ବିସ୍ମୟ ଲାଗିବା ସ୍ବାଭାବିକ । ମାତ୍ର କଥାଟି ଏକଦମ ସତ୍‌ ଓ ଆଶ୍ଚର୍ଯ୍ୟାନ୍ବିତ ହେବା ଭଳି । ଏକ କୋଟି 40 ଲକ୍ଷ କିଲୋମିଟର କ୍ଷେତ୍ରଫଳରେ ବ୍ୟାପି ରହିଥିବା ଆଣ୍ଟାର୍କଟିକା ମହାଦେଶରେ ରହିଛି ଅଞ୍ଚଳରେ ରହିଛି ମାତ୍ର ଗୋଟିଏ ଏଟିଏମ୍‌ ।

ସୂଚନା ଅନୁସାରେ ମାଇନସ୍‌ 60 ଡିଗ୍ରୀ ସେଲସିୟସ୍‌ରେ ଅବସ୍ଥିତ ଆଣ୍ଟାର୍କଟିକା ମହାଦେଶ । ଏଠାକାର 90ପ୍ରତିଶତ ଅଞ୍ଚଳ ବର୍ଷସାରା ବରଫାବୃତ୍ତ ରହିଥାଏ । 1998 ମସିହାରେ 2ଗୋଟି ଏଟିଏମ୍‌ ସ୍ଥାପନ କରାଯାଇଥିଲା । ମାତ୍ର ପରେ ସେଥି ମଧ୍ୟରୁ ଗୋଟିଏ କୌଣସି କାରଣ ବଶଃତ ଖରାପ ହୋଇଯାଇଛି । ଦିଗନ୍ତବ୍ୟାପି ଇଲାକାରେ ଗୋଟିଏ ମାତ୍ର ଏଟିଏମ୍‌ ରହିଛି । ଆଉ ଏହାଫଳରେ ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ମଧ୍ୟ ନିଜ ନାମକୁ ସ୍ଥାନିତ କରିଛି । ୱେଲସ୍‌ ଫାରେଗୋ ନାମକ ଏଟିଏମ୍‌ ମେସିନ୍‌ ମୈକଡୁରେଡୌରେ ୱେଲସ୍‌ ବ୍ୟାଙ୍କିଗଂ ଗ୍ରୁପ ପକ୍ଷରୁ ପରିଚାଳିତ କରାଯାଉଅଛି । ଏହି ଏଟିଏମ୍‌ରୁ କେବଳ ଆମେରିକୀୟ ଡଲାର ହିଁ ଉପଲବ୍ଧ ହୋଇଥାଏ ।

ଏଠାରେ ସୂଚନା ଯୋଗ୍ୟ ଯେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା 'ନାସା' ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଆଣ୍ଟାର୍କଟିକାରେ ଥିବା ମୈକଡୁରେଡୌ ,ଷ୍ଟେସନର ଜନସଂଖ୍ୟା 250ରୁ 1250 ମଧ୍ୟରେ । ଏହାସେ ଷ୍ଟେସନ ନିକଟରେ କଫି ସପ୍‌, ବାର୍‌ ଓ ପୋଷ୍ଟ ଅଫିସ୍‌ ରହିଥିବା ସୂଚନା ଦିଆଯାଇଛି ।

Intro:Body:

fsds

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.